Sign in
Sign in
Recover your password.
A password will be e-mailed to you.
ପୋଷ୍ୟ ସନ୍ତାନ ଗ୍ରହଣକାରୀ ମା’ଙ୍କୁ ମିଳିବ ୧୨ ସପ୍ତାହର ଛୁଟି
ନୂଆଦିଲ୍ଲୀ : ସୁପ୍ରିମକୋର୍ଟଙ୍କ ବଡ଼ ରାୟ । ପୋଷ୍ୟ ସନ୍ତାନ ଗ୍ରହଣ କରୁଥିବା ମା’ଙ୍କ ପାଇଁ ବଡ଼ ଆଶ୍ୱସ୍ତି । ସବୁ ପୋଷ୍ୟ ସନ୍ତାନ ଗ୍ରହଣକାରୀ ମା’ଙ୍କୁ ମିଳିବ ମାତୃତ୍ୱକାଳୀନ ଛୁଟି । ଶିଶୁର ବୟସ ଯାହା ହେଉ, ମା’ଙ୍କୁ ମିଳିବ ୧୨ ସପ୍ତାହର ଛୁଟି । ଏବେ ବଡ଼ ପିଲାଙ୍କୁ ଗ୍ରହଣ କଲେ ବି!-->…
ଦିଲ୍ଲୀରେ ଭୁଶୁଡିଲା ପାଦଚଲା ଓଭରବ୍ରିଜ, ଭାସିଗଲେ ମହିଳା
ନୂଆଦିଲ୍ଲୀ : ନୂଆଦିଲ୍ଲୀରେ ବଡ଼ ଅଘଟଣ । ରୂପ ନଗର ଅଞ୍ଚଳରେ ଏକ ଫୁଟ ଓଭରବ୍ରିଜ ଭୁଶୁଡିପଡିଛି । ଏହି ଘଟଣାରେ ଜଣେ ମହିଳା ନାଳରେ ଭାସିଯାଇଥିବା ଜଣାପଡିଛି । ମହିଳାଙ୍କୁ ଖୋଜାଚାଲିଛି ।
ଖବର ମୁତାବକ, ଦିଲ୍ଲୀ ଅଗ୍ନିଶମ ସେବା ନିକଟକୁ ସକାଳ ୯.୩୦ ମିନିଟରେ ଓଭରବ୍ରିଜ ଭୁଶୁଡିବା!-->!-->!-->…
ୟୁଏଇ ଉପରେ ଇରାନର ଆକ୍ରମଣ ଭୟ, ବିମାନ ଚଳାଚଳ ଠପ୍
ନୂଆଦିଲ୍ଲୀ: ଇରାନ ଯୁଦ୍ଧର ବଡ଼ ପ୍ରଭାବ । ୟୁଏଇ ଉପରେ ଇରାନର ଆକ୍ରମଣ ଭୟ । ଆକାଶପଥ ସମ୍ପୂର୍ଣ୍ଣ ବନ୍ଦ, ବିମାନ ଚଳାଚଳ ଠପ୍ । ସବୁ ବିମାନ ବାତିଲ୍! ଇରାନ ପକ୍ଷରୁ ମିସାଇଲ୍ ଏବଂ ଡ୍ରୋନ୍ ମାଡ଼ ଆଶଙ୍କାରେ ସଂଯୁକ୍ତ ଆରବ ଏମିରେଟ୍ସ ନିଜର ସମସ୍ତ ଆକାଶପଥକୁ ସାମୟିକ ଭାବେ ବନ୍ଦ କରିଛି।!-->…
କାବୁଲ ଉପରେ ପାକିସ୍ତାନର ବୋମାମାଡ଼, ୪୦୦ ମୃତ
ନୂଆଦିଲ୍ଲୀ: ଆଫଗାନିସ୍ତାନର ରାଜଧାନୀ କାବୁଲ ଉପରେ ପାକିସ୍ତାନର ବୋମାମାଡ଼ । ଆକ୍ରମଣରେ ୪୦୦ ମୃତ, ଶତାଧିକ ଆହତ ହୋଇଛନ୍ତି । କାବୁଲ ଆକାଶରେ କଳା ଧୂଆଁର ଆସ୍ତରଣ , ଚାରିଆଡ଼େ ନିଆଁ । ପାକିସ୍ତାନୀ ବାୟୁସେନା ଆଫଗାନିସ୍ତାନର ରାଜଧାନୀ କାବୁଲର ମଧ୍ୟଭାଗରେ ପ୍ରବଳ ବୋମାମାଡ଼!-->…
ଶ୍ରୀ ଜଗନ୍ନାଥ ଦର୍ଶନ ତୀର୍ଥ ଯାତ୍ରାର ଶୁଭାରମ୍ଭ !
କୋରାପୁଟ :-(17/03/26) ଶ୍ରୀ ଜଗନ୍ନାଥ ଦର୍ଶନ ତୀର୍ଥ ଯାତ୍ରାର ଶୁଭାରମ୍ଭ ଜିଲ୍ଲାପାଳ କୋରାପୁଟ ମନୋଜ ସତ୍ୟୱାନ ମହାଜନଙ୍କ ଦ୍ୱାରା ହୋଇଯାଇଛି। ଏହି ଯାତ୍ରା ରେ କୋରାପୁଟ ଜିଲ୍ଲାର ବିଭିନ୍ନ ବ୍ଲକ ଓ ପୌରପାଳିକା ରୁ 185 ଜଣ ତୀର୍ଥ ଯାତ୍ରୀ ମଙ୍ଗଳବାର ସନ୍ଧ୍ୟା 6.00 ଘଟିକାରେ!-->!-->!-->…
‘ନନ୍ଦାଦେବୀ’ ଚଳାଇ ଗୁଜୁରାଟରେ ପହଞ୍ଚିଲେ ଓଡ଼ିଆ ପୁୁଅ କ୍ୟାପଟେନ୍ ଧୀରଜ ଅଗ୍ରୱାଲ
ଭୁବନେଶ୍ଵର: ବଲାଙ୍ଗିରର ଓଡ଼ିଆ ପୁଅ ଭାବରେ ସମ୍ପ୍ରତି ଗଣମାଧ୍ୟମ ଓ ଦେଶବ୍ୟାପୀ ଚର୍ଚ୍ଚାରେ ଥିବା ବ୍ୟକ୍ତି ହେଉଛନ୍ତି କ୍ୟାପଟେନ୍ ଧୀରଜ ଅଗ୍ରୱାଲ। ନିକଟରେ ଇରାନ-ଆମେରିକା ମଧ୍ୟପ୍ରାଚ୍ୟ ଯୁଦ୍ଧ ସମୟରେ ନିଜର ଅଦମ୍ୟ ସାହସିକତା ପ୍ରଦର୍ଶନ କରି ସେ ସାରା ଦେଶ ପାଇଁ ଗର୍ବ ଆଣିଦେଇଛନ୍ତି। ଧୀରଜ!-->…
କୂଅରେ ଖସି ପଡ଼ିଥିବା ଛେଳିକୁ ବଞ୍ଚାଇବାକୁ ଯାଇ ଜୀବନ ହାରିଲେ ୨ ଓଡ଼ିଆ ଶ୍ରମିକ
ଦିଗପହଣ୍ଡି: ପେଟ ପାଳିବା ପାଇଁ ଭିଟାମାଟି ଛାଡ଼ିଥିଲେ। ରାଜ୍ୟ ବାହାରେ ଭଲ ରୋଜଗାର କରୁଥିଲେ। ପରିବାର ଲୋକଙ୍କୁ ଟଙ୍କା ପଠାଉଥିଲେ। ସେମାନଙ୍କର ପରିବାର ଖୁସିରେ ଚାଲିଥିଲା। ଏହି ଖୁସି ଭିତରେ ଆସନ୍ତା ୧୯ ତାରିଖ ଦିନ ଭିଟାମାଟି ଅଭିମୁଖେ ଫେରିଥାନ୍ତେ। କିନ୍ତୁ ସେମାନେ ଆଉ ଜୀବିତ ଫେରିଲେ!-->…
ଗ୍ରୀଷ୍ମ ପ୍ରବାହ ମୁକାବିଲା ପାଇଁ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ
କୋରାପୁଟ : ଆଗାମୀ ଏପ୍ରିଲ ଓ ମେ ମାସରେ କାଳ ବୈଶାଖୀ ଓ ପ୍ରବଳ ଗ୍ରୀଷ୍ମ ପ୍ରବାହର ଆଶଙ୍କାକୁ ଦୃଷ୍ଟିରେ ରଖି ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ଗାଇଡ୍ଲାଇନ୍ ଅନୁଯାୟୀ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନଙ୍କ!-->!-->!-->…
ବଳରାମ ନାୟକଙ୍କ ସ୍ମୁତି ଚାରଣ ସଭା
ନୟାଗଡ଼,୧୭/୦୩(ନିସର୍ତ୍ତ) : ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳା ଗ୍ରାମ ପଞ୍ଚାୟତ ଅଧିନସ୍ଥ ରଘୁନାଥ ପୁର ଗ୍ରାମର ବଳରାମ ସନାୟକଙ୍କ ସ୍ମୁତି ଚାରଣ ସଭା ନରୋତ୍ତମ ନାୟକଙ୍କ ତତ୍ୱାବଧାନରେ ନିଜ ବାସଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରଣପୁର ନିର୍ବାଚନ!-->…
ରମେଶ ଜେନାଙ୍କୁ ନେଇ ଅନେକ ଚର୍ଚ୍ଚା…! ଖୁଲାମ ଖୁଲା ଦଳ ବିରୋଧି କାର୍ଯ୍ୟକରି ନିନ୍ଦିତ …..!
ଭୁବନେଶ୍ୱର : ଗ୍ରୀନ ଇଣ୍ଡିଆ ଚିଟଫଣ୍ଡ ରୁ ମୁକ୍ତି ପାଇବା ପାଇଁ ପାଇଁ ଦଶ କୋଟିରେ ବିକ୍ରି ହେଲେ କଂଗ୍ରେସ ବିଧାୟକ ରମେଶ ଜେନା ବୋଲି ଗଞ୍ଜାମ ରୁ ଭୁବନେଶ୍ୱର ପର୍ଯ୍ୟନ୍ତ ଚର୍ଚ୍ଚା ହେଉଛି। କଂଗ୍ରେସ ଦଳକୁ ବିଜେଡ଼ି ପାଖରେ ବିକ୍ରି କରି ନିଜେ କୁଆଡ଼େ ତିନି ଥର ବିଧାୟକ। ରମେଶ ଜେନା ବିଧାୟକ!-->…