Sign in
Sign in
Recover your password.
A password will be e-mailed to you.
ତେଜ ପ୍ରତାପଙ୍କୁ Y+ କ୍ୟାଟେଗୋରୀ ସୁରକ୍ଷା ଦେଲା ଗୃହ ମନ୍ତ୍ରଣାଳୟ
ବିହାର : ଲାଲୁପ୍ରସାଦ ଯାଦବଙ୍କ ବଡ଼ ପୁଅ ତଥା ଜନଶକ୍ତି ଜନତା ଦଳର ପ୍ରମୁଖ ତେଜ ପ୍ରତାପ ଯାଦବଙ୍କୁ କେନ୍ଦ୍ର ସରକାର ୱାଇ ପ୍ଲସ କ୍ୟାଟେଗୋରୀ ସୁରକ୍ଷା ଦେଇଛନ୍ତି । କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଆଦେଶ ପରେ ସିଆରପିଏଫ ଜେତ ପ୍ରତାପ ଯାଦବଙ୍କ ସୁରକ୍ଷା ବଢାଇଦେଇଛନ୍ତି । ସୁରକ୍ଷା!-->…
ବିଷ ବଳୟରେ ଛଟପଟ ଦିଲ୍ଲୀବାସୀ
ନୂଆଦିଲ୍ଲୀ : ବିଷବଳୟ ପାଲଟିଛି ଦିଲ୍ଲୀ । ପୁଣିଥରେ ବିଷାକ୍ତ ବାୟୁ ବଳୟରେ ଛଟପଟ ହେଉଛନ୍ତି ଦିଲ୍ଲୀବାସୀ । ବାୟୁର ମାନ ଶନିବାର ସାଂଘାତିକ ରୂପ ନେବା ପରେ ଅଧିକ କଟକଣା ପାଇଁ ସରକାର ପ୍ରସ୍ତୁତ ହେଉଛନ୍ତି । ସହରର ବିଭିନ୍ନ ସ୍ଥାନରେ ଏକ୍ୟୁଆଇ ୪୦୦ ଟପିଛି । ଅଲୀପୁରରେ ୪୧୭, ଆଇଟିଓରେ!-->…
୧୩ରେ ବାଲେଶ୍ଵର ଗସ୍ତ କରିବେ ମୁଖ୍ୟମନ୍ତ୍ରୀ
ବାଲେଶ୍ଵର : ଆସନ୍ତା ୧୩ ତାରିଖରେ ବାଲେଶ୍ଵର ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସର୍ଦ୍ଦାର ପଟେଲଙ୍କ ୧୫୦ତମ ଜୟନ୍ତୀ ଏକତା ଦୌଡରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି। ନୀଳଗିରିଠାରୁ ମିତ୍ରପୁର ପର୍ଯ୍ୟନ୍ତ ଏକତା ପାଇଁ ବିରାଟ ଗଣଦୌଡ ଅନୁଷ୍ଠିତ ହେବ। ନୀଳଗିରି ପରେ!-->…
ସଡ଼କ ଦୁର୍ଘଟଣାରେ ୨ ମୃତ
ପୋଲସରା :ଗଞ୍ଜାମ କବିସୂର୍ଯ୍ୟନଗର ଥାନା ଖଜାପଲ୍ଲୀ ଗାଁ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବାଟୋଇକୁ ଧକ୍କା ଦେଲା ବାଇକ, ଦୁଇ ମୃତ । ମୃତକ ମିଟୁ ପରିଡା ଓ କାଶୀନାଥ ସେଠୀ ବୋଲି ଜଣାପଡିଛି । ରାଣୀପଡାର ମିଟୁ ପରିଡା ମଞ୍ଚ ନାଟକ ସାରି ବାଇକରେ ଫେରୁଥିବାବେଳେ ଦୁର୍ଘଟଣା ଘଟିଥିଲା । ଏବଂ!-->…
ସରିଲା ପ୍ରଚାର, ଦିନକ ପରେ ନୂଆପଡ଼ାବାସୀ ବାଛିବେ ନିଜ ନୂଆ ବିଧାୟକ
ନୂଆପଡ଼ା : ସରିଲା ନୂଆପଡ଼ା ଉପନିର୍ବାଚନର ପ୍ରଚାର। ଦିନକ ପରେ ଭୋଟ୍ ଦେବେ ନୂଆପଡ଼ାବାସୀ । ବାଛିବେ ନିଜର ନୂଆ ବିଧାୟକ । ଏହି ଉପନିର୍ବାଚନରେ ତିନି ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ଘମାଘୋଟ ପ୍ରଚାର ହୋଇଥିଲା । ଗୋଟିଏ ଉପନିର୍ବାଚନରେ ଏପରି ପ୍ରଚାର ଓ ପ୍ରତିଯୋଗିତା ଗତ ୧୦ ବର୍ଷ!-->…
ଟ୍ରଲରରୁ ୩୦ କୁଇଣ୍ଟାଲ ମାଛ ଜବତ, ୯ ମତ୍ସ୍ୟଜୀବୀ ଗିରଫ
କେନ୍ଦ୍ରାପଡ଼ା: ସାମୁଦ୍ରିକ ଅଭୟାରଣ୍ୟ ଗହିରମଥାରୁ ବେଆଇନ ମାଛ ଧରୁଥିବା ବେଳେ ଟ୍ରଲର ଜବତ କରାଯିବା ସହ ୯ ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି ବନ ବିଭାଗ । ଅଭୟାରଣ୍ୟର ୧୦ କିଲୋମିଟର ଦୂରରେ ଥିବା ଡେଜ୍ ନାମକ ଏକ ଟ୍ରଲରକୁ ଜବତ କରାଯାଇଛି । ସେଥିରେ ଥିବା ଫିସ୍ ଫାଇଣ୍ଡର, ଭିଏଚଏଫ ଓ ୩୦!-->…
ଧାମରା ବନ୍ଦରରେ ବାଂଲା ଅନୁପ୍ରବେଶକାରୀଙ୍କୁ ଜଗିବ ଡ୍ରୋନ
ଭୁବନେଶ୍ବର: ଭଦ୍ରକ ଜିଲ୍ଲା ମେରାଇନ ଥାନା ଧାମରାରେ ଏଥର ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜଗିବ ସ୍ବତନ୍ତ୍ର ଡ୍ରୋନ୍ । ଭଦ୍ରକ ଏସପିଙ୍କ ନିର୍ଦ୍ଦେଶକ୍ରମେ ଏହି ଡ୍ରୋନ୍ ସାମୁଦ୍ରିକ ଥାନାକୁ ଯୋଗାଇ ଦିଆଯାଇଛି । ୧୫ କିଲୋମିଟର ରେଡିଅସରେ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ପାଇଁ ଏହି!-->…
ନଭେମ୍ବର ୧୦ରେ ହେବନି ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି
ଭୁବନେଶ୍ବର: ଆସନ୍ତା ୧୦ ତାରିଖ ସୋମବାର ଦିନ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ । ଏ ସମ୍ପର୍କରେ ଆଜି ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସୋମବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଥିବାରୁ ଅଭିଯୋଗ ଶୁଣାଣି!-->…
ନୂଆପଡାରେ ହେବ ମେଡିକାଲ କଲେଜ: ମନମୋହନ ସାମଲ
ନୂଆପଡା: ନୂଆପଡା ଉପନିର୍ବାଚନ ପ୍ରଚାର ସରିବା ପୂର୍ବରୁ ବିଜେପି ସଭାପତି ମନମୋହନ ସାମଲ ବଡ ସୂଚନା ଦେଇଛନ୍ତି। ସେ ଏକ ପ୍ରେସମିଟ୍ରେ କହିଛନ୍ତି ନୂଆପଡାରେ ମେଡିକାଲ କଲେଜ କରିବାକୁ ଦଳ ନିଷ୍ପତ୍ତି ନେଇଛି। ନୂଆପଡାକୁ ଏକ ନଂ ଜିଲ୍ଲା ଓ ନିର୍ବାଚନ ମଣ୍ଡଳୀ କରିବୁ। ୫୦୦ ଦିନରେ ଆମେ କଣ!-->…
ନୂଆପଡା ଉପନିର୍ବାଚନରେ ବ୍ୟବହାର ହେବ ବାୟୁସେନାର ବିମାନ
ଭୁବନେଶ୍ବର: ନୂଆପଡା ଉପନିର୍ବାଚନରେ ବ୍ୟବହାର ହେବ ବାୟୁସେନାର ବିମାନ । ପ୍ରଥମ ଥର ପାଇଁ ରାତିରେ ଗୋତମା ଏୟାରଷ୍ଟ୍ରିପରେ ଅବତରଣ କରିଛି ବାୟୁସେନାର ବିମାନ । ନୂଆପଡ଼ା ଉପନିର୍ବାଚନରେ ସାମିଲ ପୋଲିଂ ପାର୍ଟିଗୁଡ଼ିକୁ ସହାୟତା କରିବ ଏହି ବିମାନ । ସୁନାବେଡା ଅଞ୍ଚଳ ମାଓବାଦୀ ପ୍ରଭାବିତ!-->…