Sign in
Sign in
Recover your password.
A password will be e-mailed to you.
୮୦ ବର୍ଷ ବୟସରେ ଆଖି ବୁଜିଲେ ବାଂଲାଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଖାଲେଦା ଜିଆ
ବାଂଲାଦେଶ : ବାଂଲାଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କ ପରଲୋକ । ୮୦ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ବୟସ ଜନିତ ରୋଗରେ ପୀଡ଼ିତ ଥିଲେ । ସେ ଦୀର୍ଘ ଦିନ ଧରି ଲିଭର ସିରୋସିସ୍, ହୃଦରୋଗ, କିଡନୀ ସମସ୍ୟା ଏବଂ ମଧୁମେହ ଭଳି!-->…
ନୂଆବର୍ଷରେ କାଶୀ ବିଶ୍ୱନାଥଙ୍କ ଦର୍ଶନ ଲାଗି ୨ କିଲୋମିଟର ପର୍ଯ୍ୟନ୍ତ ଲାଗିଛି ଶ୍ରଦ୍ଧାଳୁଙ୍କ ଧାଡ଼ି
ବାରାଣାସୀ: ନୂଆବର୍ଷ ପାଇଁ ଦେଶର ବିଭିନ୍ନ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି । କିଛି ସ୍ଥାନରେ ଲମ୍ବା ଧାଡ଼ି ଲାଗିଥିବାବେଳେ ଅନ୍ୟ ସ୍ଥାନରେ ଠିଆ ହେବା ପାଇଁ ଯଥେଷ୍ଟ ସ୍ଥାନ ନାହିଁ । ବିଶ୍ୱାସର ପରିପ୍ରକାଶକୁ ଦୃଷ୍ଟିରେ ରଖି, ଅନେକ ମନ୍ଦିର ନୂଆ ନିର୍ଦ୍ଦେଶାବଳୀ!-->…
ମୁମ୍ୱାଇରେ ବସ୍ ଦୁର୍ଘଟଣାରେ ୪ ମୃତ, ୯ ଆହତ
ମୁମ୍ୱାଇ : ମୁମ୍ୱାଇରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଏହି ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ଘଟିଛି । ଗତକାଲି ବିଳମ୍ବିତ ରାତିରେ ଭାଣ୍ଡୁପ ୱେଷ୍ଟ ରେଲୱେ ଷ୍ଟେସନ୍ ନିକଟରେ ଦୁର୍ଘଟଣା ଘଟିଥିବା ଜଣାପଡିଛି । ଏକ BEST ବସ୍ ଦୁର୍ଘଟଣାରେ ୩ ମହିଳାଙ୍କ ସମେତ ୪ ଜଣଙ୍କ ମୃତ୍ୟୁ!-->…
ଟାଟା ପାୱାର ବିରୋଧରେ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା
କଟକ : ଟାଟା ପାୱାର ବିରୋଧରେ ହାଇକୋର୍ଟରେ ରୁଜ୍ଜୁ ହେଲା ଜନସ୍ୱାର୍ଥ ମାମଲା । ସ୍ମାର୍ଟ ମିଟର ଏବଂ ଅତିରିକ୍ତ ସୁରକ୍ଷା ଜମାକୁ ବିରୋଧ କରି ହାଇକୋର୍ଟରେ ରୁଜୁ ହୋଇଛି ଏହି ଜନସ୍ୱାର୍ଥ ମମାଲା । ଏହାର ତୁରନ୍ତ ପ୍ରତ୍ୟାହାର କରିବାକୁ ଆବେଦନରେ ପ୍ରାର୍ଥନା!-->…
ଗ୍ୟାସ ଟ୍ୟାଙ୍କ ବିସ୍ଫୋରଣରେ ମୃତ୍ୟୁ, ପରିବାରଙ୍କୁ ଭେଟିଲେ ମନ୍ତ୍ରୀ ବିଭୁତି ଭୂଷଣ ଜେନା…
ପୀଡିତ ପରିବାରଙ୍କୁ ନିଜର ଏକ ମାସର ଦରମା ଦେଲେ ଆର୍ଥିକ ସହାୟତା
ବ୍ରହ୍ମପୁର : ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅଧିନ ନିମଖଣ୍ଡି ଥାନା ଅନ୍ତର୍ଗତ ବୋରିଗାଁ ଗ୍ରାମରେ ୨୨ ତାରିଖ ରାତିରେ ଘଟିଥିଲା ଭୟାବହ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ । ଏହି ଦୁର୍ଘଟଣା ରେ ପ୍ରଫୁଲ୍ଲ ରାଉଳ ଗୁରୁତର ଆହତ!-->!-->!-->!-->!-->…
ଚିକିତ୍ସା ନାଁରେ ପ୍ରଥେମ ଲୁଟିଲେ, ଏବେ ତଣ୍ଡ ଗଣିଲେ : ଉପଜିଲ୍ଲାପାଳ ଙ୍କ ହସ୍ତକ୍ଷେପ ପରେ ଟଙ୍କା ଫେରସ୍ତ ପାଇଲେ ରୋଗୀ
ବ୍ରହ୍ମପୁର : ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁର ସହରରେ। ଗତ ୬ ତାରିଖରେ ଆସିକା ନୂଆଁଗାଁ ର ଗୀତାଞ୍ଜଳି ନାହାକ ତାଙ୍କ ସ୍ୱାମୀଙ୍କ ଦେହ ଖରାପ ହେବାରୁ ବ୍ରହ୍ମପୁର ମେଡ଼ିକାଲ ଆସିଥିଲେ। ତାଙ୍କ ସ୍ୱାମୀ ଯକୃତ ରୋଗରେ ପୀଡିତ ହୋଇଥିବା ବେଳେ ତାଙ୍କର ଚିକିତ୍ସା ପାଇଁ ବ୍ରହ୍ମପୁର!-->…
ବରଗଡ଼ ଧନୁଯାତ୍ରାରେ ମୁଖ୍ୟମନ୍ତ୍ରୀ, ହାତୀ ଉପରେ ବସି ରଙ୍ଗମହଲରେ ପହଞ୍ଚିଲେ
ବରଗଡ଼: ବରଗଡ଼ ଧନୁଯାତ୍ରା ଦେଖିବା ପାଇଁ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋଗେ ବରଗଡ଼ର ବିକାଶ ପଡ଼ିଆରେ ଓହ୍ଲାଇଥିଲେ। ସେଠାରୁ ସେ ରାଜଦରବାର ଯାଇଥିଲେ। ମୁଖ୍ୟମନ୍ତ୍ରୀ ରାଜ ଅତିଥି ଭାବେ ହାତୀ ଉପରେ ବସି ରଙ୍ଗମହଲରେ ପହଞ୍ଚିଥିଲେ। ସେଠାରେ!-->…
ମାଆବାପାଙ୍କ ଶୁଭ ମନାସି ନୟାଗଡ଼ରୁ ପୁରୀ ପର୍ଯ୍ୟନ୍ତ ଦଣ୍ଡ ଯାତ୍ରା
ନୟାଗଡ଼,୨୯/୧୨(ନିସର୍ତ୍ତ) : ନୟାଗଡ଼ ଜିଲ୍ଲା ଗୋପାଳପୁର ଅଞ୍ଚଳର ସ୍ଵପ୍ନେଶ୍ଵର ବରାଡ, ବୟସ ୨୨ ବର୍ଷ ନିଜର ଅଭିଭାବକ ଯଥା ମା ଏବଂ ବାପା ଙ୍କ ଶୁଭ ମନାସି ନୟାଗଡ଼ର ଆରାଧ୍ୟା ଦେବୀ ମା ଦକ୍ଷିଣକାଳୀଙ୍କ ପୀଠରୁ ଶ୍ରୀ ଜଗନ୍ନାଥ ଧାମ, ପୁରୀ ପର୍ଯ୍ୟନ୍ତ ଦଣ୍ଡ ଯାତ୍ରା ମାଧ୍ୟମରେ ଗତ ୨୨!-->!-->!-->…
ରାଜ୍ୟ ସ୍ତରୀୟ ଓପନ ଟାଏକଣ୍ଡୋ କ୍ରୀଡାରେ କୃତିତ୍ବ ଅର୍ଜନ କଲେ କନ୍ଧମାଳ ର ଛାତ୍ରଛାତ୍ରୀ
କନ୍ଧମାଳ : କନ୍ଧମାଳ ଜିଲ୍ଲା ର ବିଭିନ୍ନ ବିଦ୍ୟାଳୟ ର ଛାତ୍ରୀ ଛାତ୍ର ମାନେ ରାଜ୍ୟ ସ୍ତରୀୟ ଟାଏକଣ୍ଡୋ କ୍ରିଡ଼ା ରେ ସଫଳତା ଅର୍ଜନ କରି ଫେରିଛନ୍ତି । ଭଦ୍ରକ ଠାରେ ଅନୁଷ୍ଠିତ ତିନିଦିନିଆ ରାଜ୍ୟ ସ୍ତରୀୟ ଓପନ ଟାଏକୋଣ୍ଡୋ ପ୍ରତିଯୋଗୀତା ରେ କନ୍ଧମାଳ ଜିଲ୍ଲାରୁ ଜିଲ୍ଲା ଟାଏକଣ୍ଡୋ!-->!-->!-->…
ନୂଆବର୍ଷର ଅଭିନନ୍ଦନ ଜଣାଇବାକୁ କାର୍ଯ୍ୟାଳୟକୁ ନ ଆସିବାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ
ଭୁବନେଶ୍ବର: ଇଂରାଜୀ ନୂଆବର୍ଷ ୨୦୨୬ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ଏହି ଦିନଟି ସରକାରୀ କାର୍ଯ୍ୟ ଦିବସ ରହୁଥିବାରୁ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏକ ସାଧାରଣ କାର୍ଯ୍ୟଦିବସ ଭାବେ ଚାଲିବ। ତେବେ!-->…