ପର୍ବପର୍ବାଣୀରେ ରାଜ୍ୟ ସରକାରଙ୍କ ‘ନୋ ଗିଫ୍ଟ’ ପଲିସି

ଭୁବନେଶ୍ୱର: ପାର୍ବଣ ଋତୁରେ ‘ନୋ ଗିଫ୍ଟ’ ପଲିସି ଅପଣେଇଲେ ରାଜ୍ୟ ସରକାର। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଲାଗୁ କଲେ ‘ନୋ ଗିଫ୍ଟ ପଲିସି’। ପର୍ବପର୍ବାଣୀ ସମୟରେ ଉପହାର ନେଇ ଆସିବାକୁ କଲେ ମନା। ଏନେଇ ​ସେ ନିଜ ଏକ୍ସ ହ୍ୟାଣ୍ଡେଲରେ ଲେଖିଛନ୍ତି, ‘ପର୍ବପର୍ବାଣୀ ସମୟରେ ଭାରତ ସରକାରଙ୍କ

ଜିଲ୍ଳା ପରିଷଦ ଅଧ୍ୟକ୍ଷଙ୍କୁ ଗୋପବନ୍ଧୁ ଏକାଡେମୀ ପକ୍ଷରୁ ନିମନ୍ତ୍ରଣ : ଓଏଏସ୍ ପ୍ରଶିକ୍ଷାର୍ଥୀଙ୍କୁ ଦେବେ ଶିକ୍ଷାଦାନ…

ନୟାଗଡ଼:ରାଜ୍ୟ ସରକାରଙ୍କ ଗୋପବନ୍ଧୁ ଏକାଡେମୀ ରେ ତାଲିମ ନେଉଥିବା ପ୍ରଶିକ୍ଷାର୍ଥୀଙ୍କୁ ଶିକ୍ଷାଦାନ ଦେବାପାଇଁ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ଦେବାଶିଷ ପଟ୍ଟନାୟକଙ୍କୁ ଏକାଡେମୀ ପକ୍ଷରୁ ନିମନ୍ତ୍ରଣ କରାଯାଇଛି ।ଆସନ୍ତା ୨୨ ତାରିଖ ରେ ୨୦୨୨ ମସିହା ଓଏଏସ ପ୍ରଶିକ୍ଷାର୍ଥୀଙ୍କୁ

ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ରାସ୍ତାର ଅବସ୍ଥା ଶୋଚନୀୟ ଖାଲ ଖମା ରେ ପରିପୂର୍ଣ୍ଣ….

ବ୍ୟସ୍ତ ବହୁଳ ରାସ୍ତା କୁ ମରାମତି ପାଇଁ ପ୍ରଶାସନ ର ସମୟ ଅଭାବ….! ବ୍ରହ୍ମପୁର: ଆସିକା ସହରର ଜନ ଗହଳି ପୂର୍ଣ୍ଣ ରାସ୍ତାର ଅବସ୍ଥା ଶୋଚନୀୟ ହୋଇ ପଡିଛି। ବିନାୟକ ବଜାର ଓ ଲକ୍ଷ୍ମୀ ବଜାର ଦେଇ ପ୍ରତି ଦିନ ସହ ସହ ଦୁଇ ଚକିଆ ଚାରି ଯାନବାହାନ ଯାତାୟାତ କରେ। ଏହି ରାସ୍ତାରେ ବିଭିନ୍ନ

ରାୟଗଡ଼ା ଜିଲ୍ଲା ଗୁଡାରି ପୋଲିସ ପକ୍ଷରୁ ୯୦୦୦ ଗଂଜେଇ ଗଛ ନଷ୍ଟ…

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ଗୁଡାରି ଥାନା ଅନ୍ତର୍ଗତ କରଲାଗୁଡ଼ି, ନୂଆ ଗ୍ରାହୀବନ୍ଧ ଓ ଗୁମି ଅଞ୍ଚଳରେ ପ୍ରାୟ ଏକ ଏକର ଜମିରେ ବେଆଇନ ଭାବେ ଚାଷ ହୋଇଥିବା ୯୦୦୦ ଗଂଜେଇ ଗଛ ନଷ୍ଟ କରିଛି ସ୍ଥାନୀୟ ପୋଲିସ। ରାୟଗଡା ଏସପି ସ୍ଵାଥୀ ଏସ. କୁମାର ଙ୍କ ନିଁର୍ଧେଶ କ୍ରମେ ଗୁଣୁପୁର ଏସଡିପିଓ

ବ୍ରହ୍ମାକୁମାରୀସ୍, ଶାନ୍ତିକୁଣ୍ଡ ପକ୍ଷରୁ ‘ପ୍ରଭୁ ଉପହାର ରିଟ୍ରିଟ ସେଣ୍ଟର’ରେ “ପ୍ରଭୁ ମଞ୍ଜୁଳ…

ବ୍ରହ୍ମପୁର : ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ, ଶାନ୍ତିକୁଣ୍ଡ ତରଫରୁ ରାଜଯୋଗିନୀ ବ୍ରହ୍ମାକୁମାରୀ ମଞ୍ଜୁ ଦିଦିଙ୍କ ପ୍ରଥମ ପୁଣ୍ୟତିଥି ପାଳନ ଉପଲକ୍ଷେ ତ୍ରିଦିବସୀୟ ଶ୍ରୀମଦ୍ ଭଗବତ୍ ଗୀତା ପ୍ରବଚନ ମାଳାର ଉଦଯାପନୀ ସମାରୋହ ତଥା "ପ୍ରଭୁ ମଞ୍ଜୁଳ ମିଳନ ସ୍ତମ୍ଭ"ର

ଲାୟନ୍ସ କ୍ଲବ ଅଫ୍ ବ୍ରହ୍ମପୁର ଗୋଲ୍ଡ ପକ୍ଷରୁ ୟୁସିପି ଇଞ୍ଜିନିୟରିଂ ସ୍କୁଲରେ CPR ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

ବ୍ରହ୍ମପୁର : ଲାୟନ୍ସ କ୍ଲବ ଅଫ୍ ବ୍ରହ୍ମପୁର ଗୋଲ୍ଡ ପକ୍ଷରୁ ଆଜି ବ୍ରହ୍ମପୁରର ୟୁସିପି ଇଞ୍ଜିନିୟରିଂ ସ୍କୁଲର ବାୟୋଟେକ୍ନୋଲୋଜି ବିଭାଗରେ ଏକ CPR ସଚେତନତା କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା ଛାତ୍ର ଏବଂ ଅଧ୍ୟାପକମାନଙ୍କ ମଧ୍ୟରେ ଜୀବନ

ମାଓବାଦୀଙ୍କ ଘରବାହୁଡା଼ ସହ ମୁଖ୍ୟସ୍ରୋତରେ ସାମିଲ ପାଇଁ ପୋଷ୍ଟର ଜାରିକଲା ଓଡ଼ିଶା ପୋଲିସ

ବାଲିଗୁଡା : ପୁଲିସର ସମସ୍ତ ପ୍ରୟାସ ସତ୍ତ୍ୱେ କନ୍ଧମାଳ ଜିଲ୍ଲା ସମ୍ପୂର୍ଣ୍ଣ ରୂପେ ମାଓମୁକ୍ତ ହୋଇପାରି ନାହିଁ। ମଝିରେ ମଝିରେ ମାଓବାଦୀଙ୍କ ତରଫରୁ ବିଭିନ୍ନ ଘଟଣା ଘଟୁଛି। ଇତି ମଧ୍ୟରେ ଅନେକ ମାଓବାଦୀ ପୁଲିସ ଏନ୍‌କାଉଣ୍ଟରର ଶିକାର ହୋଇଥିବାବେଳେ ଅନେକ କ୍ୟାଡର ମାଓବାଦୀ ପୁଲିସ ନିକଟରେ

ଦୁର୍ଗମ ମାଓ ପ୍ରବଣ ଅଞ୍ଚଳରେ ଅଜଣା ବ୍ୟକ୍ତିଙ୍କ ପ୍ରବେଶ : ଥାନାରେ ପହଁଚିଲେ ଶତାଧିକ ମହିଳା ପୁରୁଷ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ବ୍ଲକ ର ବିଭିନ୍ନ ମାଓ ପ୍ରବଣ ଅଞ୍ଚଳରେ କେତେକ ଅଜଣା ବ୍ୟକ୍ତି ଆସି ଆଧାର କାର୍ଡ ସହ ଯାବତୀୟ ପ୍ରମାଣପତ୍ର ସଂଗ୍ରହ କରି ଉଠାଇନେବା ପରି ବିଭିନ୍ନ ପ୍ରକାର ଧମକ ଚମକ ଦେଉଥିବା ଖବର ପାଇବା ପରେ ଶୁକ୍ରବାର କୋଟଗଡ ଥାନାକୁ

ନିୟମଗିରିରୁ “ଦୁଆରେ ପ୍ରଶାସନ” କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ଜିଲ୍ଲାପାଳ : ପିଏମ ଜନମନ ସହ ସମ୍ୱନ୍ୱିତ…

ରାୟଗଡ଼ା : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଐତିହାସିକ ତଥା ଲୋକାଭିମୁଖୀ ଯୋଜନା 'ପିଏମ ଜନମନ'ର ଲକ୍ଷ୍ୟ ସହ ସମ୍ୱନ୍ୱିତ ହୋଇ ରାୟଗଡା ଜିଲ୍ଲା ପ୍ରଶାସନ ଓଡ଼ିଶାରେ ପ୍ରଥମ ଥର ପାଇଁ (PVTG) ବିଶେଷ ଭାବେ ପ୍ରଭାବିତ ଜନଜାତିଙ୍କ ନିମନ୍ତେ ଘର ପର୍ଯ୍ୟନ୍ତ ସେବା ପହଞ୍ଚାଇବା ଲକ୍ଷ୍ୟରେ ଏକ

ନଭେମ୍ବର 3ରୁ ରୋଟାରୀ କ୍ଳବ୍ ତରଫରୁ ମାଗଣା କୃତ୍ରିମ ଅଙ୍ଗରୋପଣ ଶିବିର

ନୟାଗଡ଼ : ରୋଟାରୀ କ୍ଲବ ନୟାଗଡ଼ ଏବଂ ରୋଟାରି କ୍ଲବ ଅଫ ବ୍ରହ୍ମପୁର ଇଷ୍ଟର ମିଳିତ ଆନୁକୂଲ୍ୟରେ, ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ବିଜୁ ମହାବୀର ଫୁଟ୍ ସେଣ୍ଟର, ଖେlର୍ଦ୍ଧାଙ୍କ ସହଭାଗିତାରେ ନୟାଗଡ ରୋଟାରୀ କ୍ଲବ ପରିସରରେ ଭିନ୍ନକ୍ଷମଙ୍କ ପାଇଁ