Sign in
Sign in
Recover your password.
A password will be e-mailed to you.
କୃତଜ୍ଞତା ବ୍ୟକ୍ତ ସହ ଅସନ୍ତୋଷ ପ୍ରକାଶ : ବରିଷ୍ଠ କଳାକାର ମହାସଂଘ
ବ୍ରହ୍ମପୁର : କଳା ଓ କଳାକାର ହିତୈଷୀ ମହାମଞ୍ଚ "ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ" ପକ୍ଷରୁ କଳାକାର ଭତ୍ତା ବୃଦ୍ଧି ନେଇ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି। ମହାସଂଘ କାର୍ଯ୍ୟକାରୀ ସଭାପତି ଡଃ. ବିଜୟ ଚନ୍ଦ୍ର ମହାରଣାଙ୍କ ଅଧ୍ୟକ୍ଷତାରେ ମହାସଂଘ ମହାସଚିବ ସୁବାସ!-->…
ପର୍ଯ୍ୟଟନ କ୍ଷେତ୍ର ଦାରିଙ୍ଗବାଡିର ଡ଼ୁଲୁରୀ ପାଇନ ବଣରେ ଦୁଇ ପର୍ଯ୍ୟଟକ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ
ବାଲିଗୁଡା, ତା, ୨୯/୧୨ : ବର୍ଷର ଶେଷ ରବିବାର ରହିଥିବାରୁ ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି । ତେବେ ଦାରିଙ୍ଗବାଡିର ଡ଼ୁଲୁରୀ ପାଇନ ବଣରେ ପର୍ଯ୍ୟଟକମାନେ ବଣ ଭୋଜି କରି ମଜା ନେଉଥିବା ବେଳେ କୌଣସି କାରଣରୁ ୨ ଗୋଷ୍ଠି ମଧ୍ୟରେ ପ୍ରଥମେ!-->…
ଆସିକା କଳିଙ୍ଗା ରୋଡ଼ରେ ଥିବା ହୋଟେଲ ମାନଙ୍କ ରେ ଚାଲିଛି କଞ୍ଚା ହଳଦୀ ବେପାର…..!
ବାବୁ ମାନେ ଡବଲ ବଟି ନେଇ ଉଠଉଛନ୍ତି ଲାଭ..ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ସହର ସବୁବେଳେ ଚର୍ଚ୍ଚାରେ ରହିଆସିଛି। ଆସିକା କଳିଙ୍ଗା ରୋଡ଼ ଠାରେ ଥିବା କେତେକ ହୋଟେଲରେ ଖୁଲାମ ଖୁଲା କଲେଜ ଛାତ୍ରୀ ମାନଙ୍କ ସକାଳ ୯ ରୁ ସନ୍ଧ୍ୟା ୪ ଘଣ୍ଟା ପର୍ଯ୍ୟନ୍ତ ଯା ଆସ ଲାଗିରହେ। ଆସିକା ତଥା ଆଖପାଖ!-->…
ରାଜ୍ୟ ଯୁବ ଜନତା ଦଳର କାର୍ଯ୍ୟକାରୀ ସଭାପତି ଭାବରେ ପ୍ରଶାନ୍ତ ପଣ୍ଡାଙ୍କୁ ଦାୟିତ୍ଵ, ବିଭିନ୍ନ ମହଲରୁ ସ୍ବାଗତ
ବ୍ରହ୍ମପୁର : ରାଜ୍ୟ ଯୁବ ଜନତା ଦଳର କାର୍ଯ୍ୟକାରୀ ସଭାପତି ଭାବରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ପୂର୍ବତନ ଛାତ୍ର ସଂସଦ ସଭାପତି ପ୍ରଶାନ୍ତ କୁମାର ପଣ୍ଡାଙ୍କୁ ଦାୟିତ୍ଵ ପ୍ରଦାନ କରାଯାଇଛି । ଦଳର ରାଜ୍ୟସଭାପତି ତଥା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଙ୍କ ନିର୍ଦ୍ଦେଶକ୍ରମେ ଦଳୀୟ ସଙ୍ଗଠନକୁ!-->…
ହାଦିଙ୍କ ହତ୍ୟାରେ ସମ୍ପୃକ୍ତ ୨ ଅଭିଯୁକ୍ତ ଭାରତ ଫେରାର’: ବାଂଲାଦେଶ ପୋଲିସ
ଢାକା : ବାଂଲାଦେଶ ଢାକାରେ ଛାତ୍ରନେତା ଶରିଫ ଉସ୍ମାନ ହାଦିଙ୍କ ହତ୍ୟାରେ ସାମିଲ ଥିବା ଦୁଇ ମୁଖ୍ୟ ଅଭିଯୁକ୍ତ ଭାରତ ଖସି ଆସିଥିବା ଢାକା ମେଟ୍ରୋପଲିଟନ ପୋଲିସ ଦାବି କରିଛି । ପୋଲିସ କହିଛି କି, ଅଭିଯୁକ୍ତକୁ ସାହାଯ୍ୟ କରିଥିବା ଦୁଇ ଜଣଙ୍କୁ ଭାରତୀୟ ଅଧିକାରୀ ଗିରଫ କରିନେଇଛନ୍ତି ।!-->…
‘ପାର୍ବତୀ ଗିରି’ଙ୍କୁ ପ୍ରେରଣାର ଉତ୍ସ କହିଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ କି ବାତ୍ କାର୍ଯ୍ୟକ୍ରମ। ଆଜି ଚଳିତବର୍ଷର ଶେଷ ମନ କି ବାତ୍ କାର୍ଯ୍ୟକ୍ରମରେ ‘ପାର୍ବତୀ ଗିରି’ଙ୍କ କଥା କହିଛନ୍ତି ମୋଦୀ। ପାର୍ବତୀ ଗିରିଙ୍କୁ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ। ସ୍ୱାଧୀନତା ସଂଗ୍ରାମରେ ପାର୍ବତୀ!-->…
ଟାରିଫ ଲାଗୁ କରି ନିଜ ଦେଶ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛନ୍ତି ଟ୍ରମ୍ପ; ଆମେରିକାର ୭୧୭ କମ୍ପାନୀ ଦେବାଳିଆ
ଆମେରିକା: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ସମେତ ବିଭିନ୍ନ ରାଷ୍ଟ୍ର ଉପରେ ଟାରିଫ ଲାଗୁ କରି ନିଜ ଦେଶ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛନ୍ତି। ଟାରିଫ ଲାଗୁ କରି ସେ ଠିକ୍ କରିଛନ୍ତି ବୋଲି ଦାବି କରିଆସୁଛନ୍ତି। ଏହାଦ୍ବାରା ଆମେରିକାକୁ ବହୁ ମାତ୍ରାରେ ରାଜସ୍ବ ମିଳୁଛି!-->…
ଲାଇନଚ୍ୟୁତ ହୋଇ ନଦୀକୁ ଖସିଲା ମାଲଗାଡ଼ି ଟ୍ରେନର ଅନେକ ବଗି
ନୂଆଦିଲ୍ଲୀ: ବିହାରର ଜମୁଇ ଜିଲ୍ଲାରେ ବଡ଼ଧରଣର ଟ୍ରେନ ଦୁର୍ଘଟଣା ଘଟିଛି । ଟେଲୱା ବଜାର ରେଲଓ୍ବେ ହଲ୍ଟ ନିକଟରେ ଆସନସୋଲରୁ ସିମେଣ୍ଟ ନେଇ ଆସୁଥିବା ଏକ ମାଲଗାଡ଼ି ଓଲଟିପଡିଛି । ଦୁର୍ଘଟଣାରେ ଅନେକ ବଗି ଲାଇନଚ୍ୟୁତ ହୋଇଥିବାବେଳେ କିଛି ନଦୀ ତଳକୁ ଖସିଯାଇଛି । ମାଲଗାଡ଼ି ଲାଇନଚ୍ୟୁତ ହେବାରୁ!-->…
ସବମରିନ ବାଘସୀରରେ ଯାତ୍ରା କରି ନୂଆ ଇତିହାସ ରଚିଲେ ମହାମହିମ
ନୂଆଦିଲ୍ଲୀ: ରାଷ୍ଟ୍ରପତି ତଥା ତିନି ସେନାର ସର୍ବୋଚ୍ଚ କମାଣ୍ଡର ଦ୍ରୌପଦୀ ମୁର୍ମୁ କର୍ଣ୍ଣାଟକର କରୱାର ନୌସେନା ବେସ୍ ଠାରେ ସବମରିନ ବାଘସୀରରେ ଯାତ୍ରା କରି ନୂଆ ଇତିହାସ ରଚିଛନ୍ତି । ଭାରତୀୟ ନୌସେନାର କାଲଭାରୀ ଶ୍ରେଣୀର ବୁଡ଼ା ଜାହାଜ ‘ଆଇଏନଏସ୍ ବାଘସୀରରେ ପ୍ରାୟ ତିନି ଘଣ୍ଟା ସମୟ!-->…
ଅପରେସନ ସିନ୍ଦୁର ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବର ପ୍ରତୀକ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୧୨୯ ତମ ‘ମନ୍ କି ବାତ୍’ କାର୍ଯ୍ୟକ୍ରମ। ଏହା ଚଳିତ ବର୍ଷର ମନ କି ବାତର ଶେଷ ଏପିସୋଡ୍। ଏହି ଅବସରରେ ପ୍ରଧାନମନ୍ତ୍ରୀ ସମ୍ବୋଧିତ କରି ୨୦୨୫ ମସିହାରେ ଭାରତର ଗର୍ବର ମୁହୂର୍ତ୍ତଗୁଡ଼ିକୁ ମନେ ପକାଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି!-->…