୩ ଶାବକ ଜନ୍ମ ଦେଲା ବାଘୁଣୀ ଜୟଶ୍ରୀ: ୨ ମୃତ, ଗୋଟିଏ ଜୀବିତ…

ବରାଙ୍ଗ: ମା ହେଲା ବାଘୁଣୀ ‘ଜୟଶ୍ରୀ’। ନନ୍ଦନକାନନକୁ ନୂଆବର୍ଷ ଭେଟି। ପ୍ରାଣୀଉଦ୍ୟାନ ନନ୍ଦନକାନନର ବାଘୁଣୀ ଜୟଶ୍ରୀ ଗତକାଲି ୩ ଟି ଶାବକ ଜନ୍ମ ଦେଇଛି । ୨ଟି ଶାବକର ମୃତ୍ୟୁ ଘଟିଥିବାବେଳେ ଜଣେ ଶାବକ ଜୀବିତ ଥିଲା। ହେଲେ ତାକୁ ମାଆ ଗ୍ରହଣ କରିନଥିଲା। ଶାବକଟିକୁ ଶିଶୁ ଲାଳନ ପାଳନ

ଗାଁ ମାଟିର ବାସ୍ନାରେ ରାଜ୍ୟସ୍ତରୀୟ କବିତା ଆସର : ଶଙ୍ଖମୂଳରେ କବି–କବୟିତ୍ରୀଙ୍କ ମହାସଙ୍ଗମ

ନୟାଗଡ଼, ୨୮/୧୨ (ନିସର୍ତ୍ତ) : ଆମ ଗାଁ ସାହିତ୍ୟ ସଂସ୍କୃତି ସଂସଦ ଓ ମାଟିର ବାସ୍ନା ସାହିତ୍ୟ ସଂସଦର ଆନୁକୂଲ୍ୟରେ ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ଶଙ୍ଖମୂଳ ଠାରେ ଏକ ଭବ୍ୟ କବିତା ଆସର ଅନୁଷ୍ଠିତ ହୋଇଯାଇଛି । ଆମ ଗାଁ ସାହିତ୍ୟ ସଂସ୍କୃତି ସଂସଦର ସଭାପତି ଜ୍ୟୋତି ରଞ୍ଜନ ଦାଶଙ୍କ

କୋରାପୁଟରେ ଦୁଇ ନୂଆ ସବଡିଭିଜନ କାର୍ଯ୍ୟାଳୟ କୋଠା ଉଦଘାଟନ କଲା ଟିପିଏସ୍ଓଡିଏଲ୍

ବ୍ରହ୍ମପୁର : ଗୁଣାତ୍ମକ ତଥା ଉପଭୋକ୍ତା କୈନ୍ଦ୍ରିକ ବିଦ୍ୟୁତ ସେବାକୁ ପ୍ରାଥମିକତା ଦେଇ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍(ଟିପିଏସ୍ଓଡିଏଲ୍) କୋରାପୁଟ ଜିଲ୍ଲାରେ ଦୁଇ ସବଡିଭିଜନ ଅଫିସ ନିମନ୍ତେ ନୂତନ କୋଠା ନିର୍ମାଣ କରିଛି । କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ

ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଆଞ୍ଚଳିକ କମିଟିର ଯୁବଛାତ୍ର, ମହିଳା, ସହର, ଶ୍ରମିକ, ବ୍ୟାଙ୍କ ଓ ଓକିଲ ଶାଖାର ଶାଖା…

ବ୍ରହ୍ମପୁର : ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଆଞ୍ଚଳିକ କମିଟିର ଯୁବ ଛାତ୍ର, ମହିଳା, ସହର, ଶ୍ରମିକ,ବ୍ୟାଙ୍କ,ଓ ଓକିଲ ଶାଖାର ଶାଖା ସମ୍ମିଳନୀ ପାର୍କ ସାହି ଜିଲ୍ଲା କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ରେ ସିପିଆଇ ରାଜ୍ୟ ସମ୍ପାଦକ ମଣ୍ଡଳୀ ସଭ୍ୟ ସାଥି ପ୍ରକାଶ

ଧଉଳି ପରିଦର୍ଶନ କଲେ ମୁଖ୍ୟ ନିର୍ବାଚନ କମିଶନର

ଭୁବନେଶ୍ୱର : ଧଉଳି ବୁଲି ଦେଖିଲେ ମୁଖ୍ୟ ନିର୍ବାଚନ କମିଶନର । ଏହାପୂର୍ବରୁ ପୁରୀ ଜିଲ୍ଲାର ଐତିହ୍ୟ ଗ୍ରାମ ରଘୁରାଜପୁର ପରିଦର୍ଶନ କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର l ରଘୁରାଜପୁରରେ ପହଞ୍ଚିବା ପରେ ତାଙ୍କୁ ଗ୍ରାମବାସୀ ଓ ପ୍ରଶାସନ ତରଫରୁ

ନୂଆବର୍ଷ ପାଇଁ କେନ୍ଦ୍ରାଞ୍ଚଳ ୭ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ୧୫୦ ପ୍ଲାଟୁନ ଫୋର୍ସ ମୁତୟନ

ଭୁବନେଶ୍ୱର  : କେନ୍ଦ୍ରାଞ୍ଚଳ ୭ ଜିଲ୍ଲାରେ ନୂଆବର୍ଷ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା । ନୂଆବର୍ଷ ପାଇଁ ମୁତୟନ ହେବେ ୧୫୦ ପ୍ଲାଟୁନ ପୋଲିସ ଫୋର୍ସ। ପୁରୀ, ଖୋର୍ଦ୍ଧା, ନୟାଗଡ଼, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ଯାଜପୁରରେ ମୁତୟନ ହେବେ ଫୋର୍ସ । ପୁରୀ ସମୁଦ୍ରକୂଳରୁ ଯାଜପୁରର

ମଝି ଦରିଆରେ ଫସିଲା ଲଞ୍ଚ, ଅଳ୍ପକେ ବର୍ତ୍ତିଲେ ୨୩ ପର୍ଯ୍ୟଟକ

ଜଳେଶ୍ୱର :  ମଝି ଦରିଆରେ ଫସିଲା ଲଞ୍ଚ । ଇଞ୍ଜିନ ଖରାପ ହେବାରୁ ମଝି ସମୁଦ୍ରରେ ଫସିଲେ ପର୍ଯ୍ୟଟକ । ପୋଲିସର ସହାୟତା ଯୋଗୁଁ ବଡ଼ ଅଘଟଣରୁ ବର୍ତ୍ତିଗଲେ ୨୩ ପର୍ଯ୍ୟଟକ । ପଶ୍ଚିମବଙ୍ଗ ଦିଘାରେ ଜଗନ୍ନାଥ ଧାମ ଦର୍ଶନକୁ ଯାଉଥିବା ବେଳେ ଲଞ୍ଚର ଇଞ୍ଜିନ ଖରାପ ହେବାରୁ ମଝି ସମୁଦ୍ରରେ ଫସି

ସୁନାବେଡ଼ା-ଦାତୁନାମା ମୁଖ୍ୟରାସ୍ତାରେ ବୁଲୁଛି କଲରାପତରିଆ ବାଘ, ଲୋକେ ଭୟଭୀତ

ନୂଆପଡ଼ା: ବୁଲୁଛି ବାଘ । ଭୟଭୀତ ଗ୍ରାମବାସୀ । ନୂଆପଡ଼ା ଅଭୟାରଣ୍ୟ ସୁନାବେଡ଼ା-ଦାତୁନାମା ମୁଖ୍ୟରାସ୍ତାରେ ଏକ କଲରାପତରିଆ ବାଘ ବୁଲୁଥିବା ଭିଡ଼ିଓ ଭାଇରାଲ ହେଉଛି । ବାଘକୁ ଦେଖି ଭୟଭୀତ ଗ୍ରାମବାସୀ । ଗତକାଲି ଛତିଶଗଡ଼ ରାଜ୍ୟ ଗରିଆବନ୍ଦ ଜିଲ୍ଲା ମେନପୁର

ବଙ୍ଗାଳୀ ଶ୍ରମିକ ହତ୍ୟା ପ୍ରସଙ୍ଗରେ ମମତାଙ୍କ ଅଭିଯୋଗ ଭିତ୍ତିହୀନ: ମନମୋହନ

ଭୁବନେଶ୍ବର: ସମ୍ବଲପୁରରେ ବଙ୍ଗାଳୀ ଶ୍ରମିକଙ୍କୁ ପିଟିପିଟି ମାରିଦେବା ପ୍ରସଙ୍ଗରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଜେପି ଶାସିତ ରାଜ୍ୟକୁ ଟାର୍ଗେଟ କରିଛନ୍ତି । ଯାହାର ଜବାବ ରଖିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ସେ କହିଛନ୍ତି ଯେ, ଓଡ଼ିଶାରେ ହେଉ ଅବା

ସୋସିଆଲ ମିଡିଆରେ ମୁଖ୍ୟମନ୍ତ୍ରୀଙ୍କୁ ଗାଳିଦେଇ ବନ୍ଧା ହେଲେ ଯୁବକ

ଖୋର୍ଦ୍ଧା: ମୁଖ୍ୟମନ୍ତ୍ରୀଙ୍କୁ ଗାଳିଦେବା ପଡିଲା ମହଙ୍ଗା । ଜଣେ ଯୁବକଙ୍କୁ ଶନିବାର ଗିରଫ କରିଛି ଖୋର୍ଦ୍ଧା ଶିଳ୍ପାଞ୍ଚଳ ପୋଲିସ । ଗିରଫ ଅଭିଯୁକ୍ତ ହେଲା କେନ୍ଦୁଝର ସଦର ଓଲ୍ଡଟାଉନ ଅଞ୍ଚଳର ସାଫିୱାଲ୍ଲା ଖାନ୍ । ସେ ସୋସିଆଲ ମିଡିଆରେ ମୁଖ୍ୟମନ୍ତ୍ରୀଙ୍କୁ ଗାଳି ଦେଇଥିବା ସୂଚନା ରହିଛି ।