Sign in
Sign in
Recover your password.
A password will be e-mailed to you.
ଖୋର୍ଦ୍ଧା ହେବ ସମୃଦ୍ଧ ଓଡିଶାର ଏକ ନମ୍ବର ଜିଲ୍ଲା: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଖୋର୍ଦ୍ଧା ମହୋତ୍ସବ ୨୦୨୫ ଆଜି ଏକ ଉତ୍ସବ କିମ୍ବା ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ମଞ୍ଚ ହୋଇ ରହିନି, ଏହା ଆଜି ପାଲଟିଛି ବିକାଶର ମଞ୍ଚ, ଏହା କହି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜିଲ୍ଲାର ବିକାଶ ପାଇଁ ପ୍ରାୟ ୫୧୬ କୋଟି ଟଙ୍କାର ବ୍ୟୟ ବରାଦରେ ୩୯ଟି ପ୍ରକଳ୍ପର ଶୁଭରମ୍ଭ!-->…
ମାଲକାନଗିରି ବ୍ଲକରେ କାର୍ଯ୍ୟରତ ଜୁନିୟର୍ ଇଞ୍ଜିନିୟର ନିହାର ରଞ୍ଜନ ସରକାରଙ୍କ ଆୟବହିର୍ଭୁତ ସମ୍ପତ୍ତିକୁ ଭିଜିଲାନ୍ସ…
ମାଲକାନଗିରି : ଆଜି ମାଲକାନଗିରି ବ୍ଲକ୍ର ଜୁନିୟର୍ ଇଞ୍ଜିନିୟର୍ ଶ୍ରୀ ନିହାର ରଞ୍ଜନ ସରକାରଙ୍କ ଆୟବହିର୍ଭୁତ ସମ୍ପତ୍ତି କୁ ନେଇ ଭିଜିଲାନ୍ସ ଚଡାଉ ହୋଇଛି । ଆଜିର ଏହି ଚଡାଉ ସମୟରେ ଭିଜିଲାନ୍ସ ବିଭାଗରର ୪ ଜଣ ଡି.ଏସ୍ପି, ୭ ଜଣ ଇନ୍ସ୍ପେକ୍ଟର ଅନ୍ୟାନ୍ୟ ସହାୟକ କର୍ମୀମାନଙ୍କ ଦ୍ୱାରା!-->…
ପ୍ରତିଶୃତି ପରେ ଧାରଣାରୁ ଓହରିଲେ ଚାଷୀ…
ଉମରକୋଟ / ରାଇଘର : ନବରଙ୍ଗପୁର ଜିଲ୍ଲାରେ ମକା ଓ ଧାନର ଉଚିତ ମୂଲ୍ୟ ଦାବି ସହ ଧାନମଣ୍ଡିକୁ ତୁରନ୍ତ କାର୍ଯ୍ୟକାରୀ କରିବା ନିମନ୍ତେ ଚାଲିଥିବା ଚାଷୀ ଆନ୍ଦୋଳନ ଅବଶେଷରେ ପ୍ରତ୍ୟାହୃତ ହୋଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ମକାକୁ କ୍ଵିଣ୍ଟାଲ ପିଛା ୨୦୦୦ ଟଙ୍କା ଦରରେ କିଣାଯିବ ବୋଲି!-->…
ପ୍ରଭୁ ଯିଶୁଙ୍କ ଧରାବତରଣ, ଉତ୍ସବମୁଖର ସମଗ୍ର ଚର୍ଚ୍ଚ ପରିସର
ବାଲିଗୁଡା, : କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ ଖ୍ରୀଷ୍ଟ ସମ୍ପ୍ରଦାୟର ସବୁଠାରୁ ବଡ଼ ଉତ୍ସବ ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିନ ଆଜି ଅର୍ଥାତ ଡିସେମ୍ବର ୨୫ ତାରିଖରେ ସ୍ଥାନୀୟ ଅଞ୍ଚଳର ସମସ୍ତ ଚର୍ଚ୍ଚ ଓ ପ୍ରାର୍ଥନା ଗୃହରେ ମହାଆଡ଼ମ୍ବରରେ ପାଳିତ ହୋଇଛି । ଯୀଶୁଖ୍ରୀଷ୍ଟ ଙ୍କ!-->…
ଅତିଥି ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଶେଷ, ତୁଟିବ ଶିକ୍ଷା ସମସ୍ୟା : ନୂଆ ବର୍ଷରେ ରାୟଗଡ଼ା ମଙ୍ଗଳ ବିଭାଗ ପାଇବ ୧୭୨…
ରାୟଗଡା,୨୫/୧୨ ( ଯୋଗେଶ୍ୱର ଦାସଙ୍କ ରିପୋର୍ଟ ) ନୂଆଁ ବର୍ଷରେ ରାୟଗଡା ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପାଇଁ ଖୁସି ଖବର। ଜାନୁଆରୀ ପ୍ରଥମ ସପ୍ତାହରେ ନିଯୁକ୍ତି ପାଇବେ ୧୭୨ ଜଣ ଅତିଥି ଶିକ୍ଷକ। ଏଥିପାଇଁ ରାୟଗଡା ମଙ୍ଗଳ ବିଭାଗ ପକ୍ଷରୁ ଚୟନ ହୋଇଥିବା ଶିକ୍ଷକ!-->!-->!-->…
କନ୍ଧମାଳର ବିଭିନ୍ନ ଘଞ୍ଚ ଘଞ୍ଚ ଜଙ୍ଗଲରେ କମ୍ବିଂ ଜୋରଦାର ସୁରକ୍ଷାକର୍ମୀଙ୍କ ଗୁଳିରେ ୬ ମାଓବାଦୀ ମୃତ
କନ୍ଧମାଳ : ସମଗ୍ର କନ୍ଧମାଳ ଜିଲାରେ ମାଓବାଦୀ ମୂଳୋତ୍ପାଟନ ପାଇଁ କମ୍ବିଂ ଅପରେଶନକୁ ଜୋର୍ଦାର କରାଯାଇଛି । ବୁଧବାର ରାତିରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ କୁଖ୍ୟାତ ମାଓବାଦୀ ଟଳି ପଡ଼ିଛନ୍ତି। କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ବେଲଘର ଥାନା ଅଧିନସ୍ଥ!-->…
ବାଂଲାଦେଶରେ ପୁଣି ଜଣେ ହିନ୍ଦୁଙ୍କୁ ପିଟି ପିଟି ହତ୍ୟା
ବାଂଲାଦେଶ: ବାଂଲାଦେଶରେ ଆଉ ଜଣେ ହିନ୍ଦୁଙ୍କୁ ହତ୍ୟା କରାଯାଇଛି। ଉତ୍ତ୍ୟକ୍ତ ଲୋକେ ଅମ୍ରିତ ମଣ୍ଡଳ ନାମକ ଜଣେ ୨୯ ବର୍ଷୀୟ ଯୁବକଙ୍କୁ ପିଟି ପିଟି ହତ୍ୟା କରିଛନ୍ତି। ରାଜବାଡ଼ି ଅନ୍ତର୍ଗତ ପଙ୍ଗସା ଅଞ୍ଚଳରେ ବୁଧବାର ବିଳମ୍ବିତ ରାତିରେ ଏହି ହତ୍ୟାକାଣ୍ଡ ଘଟିଛି। ନିକଟରେ ଦୀପୁ ଚନ୍ଦ୍ର ଦାସ!-->…
ସାନ୍ତାଳୀ ଭାଷାରେ ସମ୍ବିଧାନ ଲୋକାର୍ପଣ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ନୂଆଦିଲ୍ଲୀ: ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନ ଲୋକାର୍ପଣ କରିଛନ୍ତି ଭାରତର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ । ଆଜି ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନ ଲୋକାର୍ପଣ କରିଛନ୍ତି ।
!-->!-->!-->…
ମେଟ୍ରୋରେ ବୁଲି ଯାତ୍ରୀଙ୍କ ସମସ୍ୟା ବୁଝିଲେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା
ନୂଆଦିଲ୍ଲୀ: ଆଜି ଦିଲ୍ଲୀ ମେଟ୍ରୋରେ ବୁଲି ଯାତ୍ରୀଙ୍କ ସମସ୍ୟା ବୁଝିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା । ଅଟଳ କ୍ୟାଣ୍ଟିନ୍ ର ଉଦଘାଟନ ପରେ ମେଟ୍ରୋରେ ବୋଲିଥିଲେ ଶ୍ରୀମତୀ ଗୁପ୍ତା ।ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଆଜି ଦିଲ୍ଲୀ ମେଟ୍ରୋରେ ଯାତ୍ରା କରି ଯାତ୍ରୀମାନଙ୍କ ସହ!-->…
୧୭ ବର୍ଷ ପରେ ବାଂଲାଦେଶ ଫେରିଲେ ତାରିକ ରେହମାନ; ଫେବୃଆରୀରେ ନିର୍ବାଚନରେ ହେବେ ସାମିଲ !
ବାଂଲାଦେଶ: ବାଂଲାଦେଶର ପୂର୍ବତନ ରାଷ୍ଟ୍ରପତି ଜିଆଉର ରେହମାନ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କ ବଡ଼ ପୁଅ ତାରିକ ରେହମାନ ପ୍ରାୟ ୧୭ବର୍ଷ ବିଦେଶରେ ରହିବା ପରେ ନିଜ ଦେଶକୁ ଫେରିଛନ୍ତି । ଶତାଧିକ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (ବିଏନପି) ସମର୍ଥକ ଢାକା ବିମାନବନ୍ଦରରେ!-->…