Sign in
Sign in
Recover your password.
A password will be e-mailed to you.
ମହୁମାଛି ଆକ୍ରମଣ ଭୟରେ ପାଣିରେ ବୁଡ଼ି ରହିଲେ; ଚାଲିଗଲା ଯୁବକଙ୍କ ଜୀବନ
ସମ୍ବଲପୁର: ସମ୍ବଲପୁର ଜିଲା ମହୁଲପାଲି ଥାନା ବ୍ରାହ୍ମଣଡିହି ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ମହୁମାଛି ଭୟରେ ଜଣେ ଯୁବକ ପୋଖରୀରେ ବୁଡ଼ି ରହିବାରୁ ତାଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ସୂଚନା ଅନୁସାରେ, ବ୍ରାହ୍ମଣଡିହି!-->!-->!-->…
୩ ଖଣିରେ ରହିଛି ୧୫୮୬ କି.ଗ୍ରା. ସୁନା: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ଭୁବନେଶ୍ବର: ରାଜ୍ୟରେ ସନ୍ଧାନ ମିଳିଥିବା ୩ଟି ସୁନା ଖଣିରେ ୧୫୮୬ କିଲୋଗ୍ରାମ ସୁନା ରହିଛି। ଏହା କହିଛନ୍ତି ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା। ରାଜ୍ୟ ସରକାର ଏହି ୩ଟି ସୁନା ଖଣିକୁ ନିଲାମ କରିବେ। ନିଲାମ ପ୍ରକ୍ରିୟା ଚାଲିଛି। ଏ ନେଇ ଆସନ୍ତା ୩ ତାରିଖରେ ଏକ ବୈଠକ ବସିବ। ନିଲାମ!-->…
ଆଦିବାସୀ ଇଲାକାରେ ଅଜଣା ରୋଗ ଆତଙ୍କ ! ୧୫ ଦିନରେ ଗଲାଣି ୧୦ ଜୀବନ
ବାଲେଶ୍ଵର: ଆଦିବାସୀ ଇଲାକାରେ ଏବେ ହାହାକାର ପରିସ୍ଥିତି । ଅଜଣା ରୋଗ ବ୍ୟାପିବା ଯୋଗୁଁ ଏବେ ସମସ୍ତେ ଚିନ୍ତାରେ । ମାତ୍ର ଗୋଟିଏ ପଞ୍ଚାୟତରେ ୧୫ଦିନ ଭିତରେ ୧୦ରୁ ଅଧିକ ଆଦିବାସୀଙ୍କ ମୁଣ୍ଡ ଗଡ଼ିଲାଣି । ବାଲେଶ୍ୱର ଜିଲାର ନୀଳଗିରି ଅଞ୍ଚଳଟି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହି ଇଲାକାର!-->…
ରେଡ୍ ଫ୍ଲାଗ୍ ଅନ୍ତର୍ଭୁକ୍ତ ହେଲା ଚାନ୍ଦବାଲି ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା
ଭୁବନେଶ୍ୱର: ରେଡ୍ ଫ୍ଲାର୍ଗ ଅନ୍ତର୍ଭୁକ୍ତ ହୋଇଛି ଚାନ୍ଦବାଲି ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା । ଏନେଇ ସୂଚନା ଦେଇଛନ୍ତି ପୁଲିସ ଡିଜି ୱାଇ.ବି.ଖୁରାନିଆ । ଡିଜିପି କହିଛନ୍ତି ଯେ ଅଭିଯୁକ୍ତକୁ ଜଗତସିଂହପୁରରୁ ଗିରଫ କରାଯାଇଛି । ମାମଲାର ତ୍ୱରିତ ତଦନ୍ତ ସାରିବାକୁ ଲକ୍ଷ୍ୟ ରଖିଛୁ ।!-->…
ବିଜେଡି ନେତା ରାଜା ଚକ୍ର ସମେତ ୧୧ ଜଣଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କଲା ଇଡି
ଭୁବନେଶ୍ବର: ବିଜେଡି ନେତା ରାଜା ଚକ୍ର ସମେତ ୧୧ ଜଣଙ୍କ ନାମରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଚାର୍ଜସିଟ୍ ଦାଖଲ କରିଛି । ମାମଲାରେ ତଦନ୍ତ କରି ଇଡି ଅଭିଯୁକ୍ତର ୨୨.୨୬ କୋଟି ଟଙ୍କା ତଦନ୍ତକାରୀ ସଂସ୍ଥା ଜବତ କରିଛି । ଗନ୍ଧମାର୍ଦନ ଲୋଡିଂ ଏଜେନ୍ସି ନାଁରେ ଖଣିଜ ପରିବହନ କରିବା!-->…
ଜାନୁୟାରୀ ୧୦ ସୁଦ୍ଧା ସବୁ ଜିଲ୍ଲାରେ ଧାନ କିଣା, ସ୍ୱଚ୍ଛତା ସୁନିଶ୍ଚିତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର: ରାଜ୍ୟର ଧାନ କ୍ରୟ ପ୍ରକ୍ରିୟା ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ । ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟର ଧାନ କ୍ରୟ ପ୍ରକ୍ରିୟା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ରାଜ୍ୟ କ୍ୟାବିନେଟ ମନ୍ତ୍ରୀ ମଣ୍ଡଳର ସଦସ୍ୟ!-->…
ଦିବ୍ୟାଙ୍ଗ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣା; ୬ ଘଣ୍ଟିଆ ଚାନ୍ଦବାଲି ବନ୍ଦ
ଭଦ୍ରକ: ଆଜି ୬ ଘଣ୍ଟିଆ ଚାନ୍ଦବାଲି ବନ୍ଦ ଡାକରା । ସକାଳ ୬ରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ କଂଗ୍ରେସ ପକ୍ଷରୁ ଚାନ୍ଦବାଲି ବନ୍ଦ ଡାକରା ଦିଆଯାଇଛି । ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନାଞ୍ଚଳରେ ଜଣେ ଦିବ୍ୟାଙ୍ଗ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣା ରାଜ୍ୟବ୍ୟାପୀ ଆଲୋଡ଼ନ ସୃଷ୍ଟି ହୋଇଛି!-->…
ବାଂଲାଦେଶୀ ସନ୍ଦେହରେ ଶ୍ରମିକଙ୍କୁ ହତ୍ୟା
ସମ୍ବଲପୁର: ସମ୍ବଲପୁରର ଅଇଁଠାପାଲି ଥାନା ଅଧୀନ ଦାନୀପାଲି ଅଞ୍ଚଳରେ ଜମେ ଶ୍ରମିକଙ୍କୁ ହତ୍ୟା କରାଯାଇଛି । ମୃତ ଶ୍ରମିକ ଜଣକ ହେଲେ ପଶ୍ଚିମବଙ୍ଗ ରାଜ୍ୟ ନିବାସୀ ଶେଖ ଜୁଏଲ (୨୧) । ଅପରପକ୍ଷରେ ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି । ସେମାନେ ହେଲେ ଅକୁର ରହମାନ ଓ ସୋନୱାର ହୁସେନ । ଦାନିପାଲି!-->…
ସାମ୍ବାଦିକ ସଂଘ ରାଜସୁନାଖଳାର ନୂତନ କର୍ମକର୍ତ୍ତା ଚୟନ, ସଭାପତି ଜିତେନ୍ଦ୍ର ସମ୍ପାଦକ ସୁଶାନ୍ତ…
ନୟାଗଡ଼,୨୪/୧୨ (ନିସର୍ତ୍ତ): ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍ ଅନ୍ତର୍ଗତ ରାଜସୁନାଖଳା ଅଞ୍ଚଳର ସ୍ଥାନୀୟ ସାମ୍ୱାଦିକ ମାନଙ୍କୁ ନେଇ ନୂତନ ଭାବେ ଗଠିତ ହୋଇଥିବା "ସାମ୍ବାଦିକ ସଂଘ ରାଜସୁନାଖଳା" ର ସାଧାରଣ ସଭା ବୈଠକ ଓ ନୂତନ କର୍ମକର୍ତା ଚୟନ କାର୍ଯ୍ୟକ୍ରମ ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ!-->…
ଟ୍ରମ୍ପଙ୍କ ମୁଖା ଖୋଲୁଛି ଏପଷ୍ଟେଇନ୍ ଫାଇଲ୍ସ, ମୁଖ୍ୟ ଅଭିଯୁକ୍ତ ସହ ବିମାନ ଯାତ୍ରା କରୁଥିଲେ ଡୋନାଲ୍ଡ ଟ୍ରମ୍ପ୍
ନୂଆଦିଲ୍ଲୀ, ୨୪/୧୨: ଏପଷ୍ଟେଇନ୍ ଫାଇଲକୁ ନେଇ ଆମେରିକାରେ ଝଡ । ୟୁଏସ ରାଜନୀତିର ଅନେକ ଗୁମର ଖୋଲିଛି ବହୁ ଚର୍ଚ୍ଚିତ ଏପଷ୍ଟେଇନ୍ ଫାଇଲ୍ । ଧିରେ ଧିରେ ଡୋନାଲ୍ଡ ଟ୍ରମ୍ପଙ୍କୁ ନେଇ ଅନେକ କଥା ସାମ୍ନାକୁ ଆସିଲାଣି । ନବେଦଶକରେ ଶିଶୁ ବିରୋଧୀ ହିଂସାରେ ସାମିଲ ଥିବା ମୁଖ୍ୟ ଅଭିଯୁକ୍ତ ସହ!-->…