ୟୁନୁସଙ୍କୁ ଆମେରିକାର ଝଟକା, ଆବାମୀ ଲିଗ୍ ଉପରୁ ବ୍ୟାନ ହଟାଇବାକୁ ନିର୍ଦ୍ଦେଶ

ଢାକା ୨୪।୧୨: ବାଂଲାଦେଶରେ ଫେବୃଆରୀରେ ହେବାକୁ ଯାଉଥିବା ସାଧାରଣ ନିର୍ବାଚନ ପୂର୍ବରୁ ଶେଖ ହସିନାଙ୍କ ଦେଶକୁ ଫେରିବା ରାସ୍ତା ଖୋଲୁଥିବାର ଦେଖାଯାଉଛି। ଏଥି ପାଇଁ ମହମଦ ୟୁନୁସଙ୍କ ଏକଛତ୍ରବାଦୀ ଅନ୍ତରୀଣ ସରକାରଙ୍କ ଉପରେ ଅନ୍ତର୍ଜାତୀୟ ଚାପ ବଢିବାରେ ଲାଗିଛି। ଯୁକ୍ତରାଷ୍ଟ୍ର

ବାଂଲାଦେଶରେ କେମିତି ରହୁଛନ୍ତି ହିନ୍ଦୁ; ଘରୁ ବାହାରିବା ଏବଂ ନାମ କହିବାକୁ ଡରୁଛନ୍ତି

ନୂଆଦିଲ୍ଲୀ : ବାଂଲାଦେଶରେ ହିନ୍ଦୁ ଯୁବକ ଦୀପୁ ଦାସଙ୍କ ନିର୍ମମ ଗଣହତ୍ୟା ଚାଞ୍ଚଲ୍ୟ ଖେଳାଇଛି । ଏହାସହିତ ଗତ ୭-୮ ମାସ ଧରି ହିନ୍ଦୁମାନଙ୍କ ଉପରେ ଆକ୍ରମଣ ବାଂଲାଦେଶୀ ହିନ୍ଦୁମାନଙ୍କୁ ଅତ୍ୟନ୍ତ ଭୟରେ ଜୀବନଯାପନ କରିବାକୁ ବାଧ୍ୟ କରିଛି। ସେମାନେ ମୃତ୍ୟୁର ନିରନ୍ତର ଭୟରେ ବଞ୍ଚୁଛନ୍ତି। ଜଣେ

ବିକ୍ରି ହେଲା ପାକିସ୍ତାନର ଏୟାରଲାଇନ୍ସ

ଇସଲାମାବାଦ: ବାରମ୍ବାର ବଦନାମ ହେଉଛି ପାକିସ୍ତାନ । ସବୁବେଳେ ଆତଙ୍କୀ କାର୍ଯ୍ୟକଳାପକୁ ନେଇ ଚର୍ଚ୍ଚାରେ ରହୁଥିବା ପାକିସ୍ତାନ ପୁଣି ଥରେ ଏବେ ନିଜ କାଙ୍ଗାଳପଣକୁ ନେଇ ଚର୍ଚ୍ଚାରେ ରହିଛି । କୁହାଯାଉଛି ବିଦେଶକୁ ଭିକାରୀ ପଠେଇ ପଠେଇ ନିଜେ ଭିକାରୀ ହେଇଗଲା ଦେଶ । କାରଣ ପାକିସ୍ତାନର ଆର୍ଥିକ

ଗାଁର ଜନସଂଖ୍ୟା ୧,୩୯୪, ତିନି ମାସରେ ଜନ୍ମ ନେଲେ ୨୭,୩୯୭ ପିଲା, ଯାଞ୍ଚ ଲାଗି ଗଠନ ହେଲା SIT

ମୁମ୍ବାଇ ୨୪।୧୨: ମହାରାଷ୍ଟ୍ର ୟବତମାଲ ଜିଲ୍ଲା ସେନ୍ଦୁରସାନୀ ଗାଁ ମିଛ ଜନ୍ମ ପଞ୍ଜିକରଣ ମାମଲାର ତଦନ୍ତ ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଯାଞ୍ଚ ଦଳ (ଏସଆଇଟି) ଗଠନ କରିଛନ୍ତି। ଆଶ୍ଚର୍ଯ୍ୟର କଥା ହେଉଛି ସେନ୍ଦୁରସାନୀ ଗାଁର ମୋଟ ଜନସଂଖ୍ୟା ୧,୩୯୪ ହେଲେ ସେପ୍ଟେମ୍ବର-ନଭେମ୍ବର ୨୦୨୫ ମାତ୍ର ୩

ଭାରତ ମାଟିରୁ ମହାକାଶକୁ ସବୁଠୁ ଓଜନିଆ ସାଟେଲାଇଟ୍ : ବ୍ଲୁବାର୍ଡ ବ୍ଲକ-୨

ନୂଆଦିଲ୍ଲୀ: ଭାରତ ପାଇଁ ଏକ ଐତିହାସିକ ଦିନ । ଯୋଗାଯୋଗ କ୍ଷେତ୍ରରେ ଯୋଡ଼ି ହେଲା ଏକ ନୂଆ ଫର୍ଦ୍ଦ। ଟେଲି କମ୍ୟୁନିକେସନ କ୍ଷେତ୍ରରେ ଇସ୍ରୋ ରଚିଲା ଇତିହାସ । ଭାରତ ମାଟିରୁ ମହାକାଶକୁ ସବୁଠୁ ଓଜନିଆ ସାଟେଲାଇଟ୍ ଯିବା ପରେ ଉଇଁଛି ଆଶା । ମୋବାଇଲ ନେଟୱର୍କ ନେଇ ବିଭିନ୍ନ ସମୟରେ ସମସ୍ୟା ଦେଖା

ଦାରିଙ୍ଗବାଡି ଶୀତ ମହୋତ୍ସବରେ ବାଚସ୍ପତି, ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀଙ୍କ ଯୋଗଦାନ ପାଇଁ ସମ୍ମତି ପ୍ରକାଶ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଦାରିଙ୍ଗବାଡିରେ ଆସନ୍ତା ୮ ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ହେବାକୁ ଯାଉଛି । ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ ବିଭାଗ ର ମନ୍ତ୍ରୀମାନେ ଯୋଗଦେବାକୁ ରହିଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଯୋଗଦେବାକୁ ସହମତି ପ୍ରକାଶ

ଦିନ ଦି ପହରରେ ପୋଲିସକୁ ଦୁର୍ବୁତ୍ତଙ୍କ ଖୋଲା ଚାଲେଞ୍ଜ : ରାଜ ପରିବାରର ଘରମାଲିକଙ୍କୁ ହ୍ୟାଣ୍ଡ୍‌କ୍ୟାପ୍‌ ପକାଇ ନଗଦ…

ବାଲିଗୁଡା : ଆମେ ଦୁର୍ନୀତି ବିଭାଗରୁ ଆସିଛୁ ଆପଣଙ୍କ ପୁଅ ବହୁତ ଦୁର୍ନୀତି କରିଛନ୍ତି। ତୁମ ଘରେ ରହିଥିବା ସୁନା ଅଳଙ୍କାର ଓ ନଗଦ ଟଙ୍କାର ଯାଞ୍ଚ କରାଯିବ। ଏଭଳି ଧମକ ଦେଇ ଘରେ ପଶିବା ପରେ ଘର ମାଲିକଙ୍କୁ ହ୍ୟାଣ୍ଡ୍‌କ୍ୟାପ୍‌ ପକାଇ ଓ ଅନ୍ୟ ସଦସ୍ୟଙ୍କୁ କଡା ନଜରବନ୍ଦୀରେ ରଖି ସୁନା

ଓଡ଼ଗାଁ ବ୍ଲକ ଏବଂ ତହସିଲ ଦ୍ଵାରା ସୁଶାସନ ସପ୍ତାହ ପାଳନ

ନୟାଗଡ଼ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଏବଂ ତହସିଲ କାର୍ଯ୍ୟାଳୟ ତରଫରୁ ସୁଶାସନ ସପ୍ତାହ ପାଳନ ଅବସରରେ ପଡି ରହିଥିବା ବିଚାରାଧୀନ କାର୍ଯ୍ୟ ଗୁଡ଼ିକର ଫଇସଲା କରିବା ନିମନ୍ତେ ଲକ୍ଷ୍ୟ ରଖିଥିବା ବେଳେ କର୍ମଚାରୀ ମାନେ ଅଭିଯୋଗକାରୀ ଙ୍କ ଅଭିଯୋଗ ସମାଧାନ ନିମନ୍ତେ କାର୍ଯ୍ୟ ଜାରି ରଖିଥିବା

ମାଲକାନଗିରିରେ ଜିଲ୍ଲା ସ୍ତରୀୟ ନିରନ୍ତର ବିକାଶ ଲକ୍ଷ୍ୟ-୨୦୩୦ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ମାଲକାନଗିରି : ମାଲକାନଗିରି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଏକ ଦିବସୀୟ ନିରନ୍ତର ବିକାଶ ଲକ୍ଷ୍ୟ-୨୦୩୦ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ବେଦବର ପ୍ରଧାନ, ଓ.ପ୍ରା.ସେ. (ଏସ୍) ମୁଖ୍ୟ ଅତିଥି

ଠାକରେ ଭ୍ରାତାଙ୍କୁ ଏକାଠି କଲା BMC ନିର୍ବାଚନ, ମେଣ୍ଟ ଘୋଷଣା କଲେ ଶିବସେନା(ୟୁବିଟି) ଓ ଏମଏନଏସ୍

ଶିବତୀର୍ଥ ୨୪।୧୨: ମହାରାଷ୍ଟ୍ରରେ ବାଲାସାହେବ ଠାକରେଙ୍କ ଶିବସେନା ପୁଣି ଥରେ ମଜଭୁତ ହେବାକୁ ଯାଉଛି। ବାଲ ଠାକରେଙ୍କ ଉତ୍ତରାଧିକାରୀ ତାଙ୍କ ପୁଅ ଉଦ୍ଧବ ଠାକରେ ଓ ପୁତୁରା ରାଜ ଠାକରେ ପାଖାପାଖି ୨୦ ବର୍ଷ ପରେ ପୁଣି ଏକାଠି ହୋଇଛନ୍ତି। ୨୦୨୬ ବୃହନ୍ମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ