Sign in
Sign in
Recover your password.
A password will be e-mailed to you.
ଆସିକା ACMPCS ର ଜମିକୁ ଶାଗମାଛ ଦରରେ ଦେବା ଘଟଣା : ଅର୍ଥବଳ ଯୋଗୁଁ ତଦନ୍ତ ଶୀତକ ଭଣ୍ଡାରରେ..!
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ସମବାୟ ନଗରୀ ଭାବେ ପରିଚିତ ଆସିକା। ଦୀର୍ଘ ଦଶନ୍ଧି ଧରି ଆସିକା ACMPCS ଭଲ ଲାଭରେ ଚାଲିଥିଲା।ଏସିଆ ମହାଦେଶ ରେ ନାଁ ଥିଲା ଏହି ସଂସ୍ଥା ର। କିଛି ନେତାଙ୍କ ଯୋଗୁଁ ୠଗୁଣ ଅବସ୍ଥା କୁ ଚାଲିଆସିଲା। ଏହି ଦୁର୍ଲଭ ଜମି ଉପରେ ଜମି ମାଫିଆ ମାନଙ୍କ ଲୁଲୁପ ଦୃଷ୍ଟି!-->…
ମାଲକାନଗିରି ଜିଲ୍ଲାରେ ପଲସ ପୋଲିଓ କାର୍ଯ୍ୟକ୍ରମ ଶୁଭାରମ୍ଭ କଲେ ଜିଲ୍ଲାପାଳ
ମାଲକାନଗିରି : ଆଜି ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ପଲସ ପୋଲିଓ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଛନ୍ତି । ଜିଲ୍ଲାପାଳ ନିଜେ ୫ ବର୍ଷରୁ କମ୍ ଶିଶୁଙ୍କୁ ପୋଲିଓ ବୁନ୍ଦା ଖୁଆଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମାଲକାନଗିରି!-->…
କାଲିମେଳାରେ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ
ମାଲକାନଗିରି : ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମଭି-୯୦ ଠାରେ ମାଗଣା ସ୍କ୍ରିନଂ ସ୍ଵାସ୍ଥ୍ୟ କ୍ୟାମ୍ପ ଅନୁଷ୍ଠିତ ହୋଇଯାଇଛି । ରୁରାଲ ହେଲଥ ସର୍ଭିସ୍ ଆସୋସିଏସନ୍ ମାଲକାନଗିରି ଲୋକ ମାନଙ୍କର ଚିକିତ୍ସାର ଉନ୍ନତି ପାଇଁ ଏହି ମାଗଣା ସ୍କ୍ରିନଂ ସ୍ଵାସ୍ଥ୍ୟ କ୍ୟାମ୍ପ ଆରମ୍ଭ!-->…
ଧାନ ଓ଼ ପରିବା ଚାଷୀ ଗଞ୍ଜେଇ ଚାଷ ପ୍ରତି ଆଗ୍ରହ : କାର୍ତ୍ତିକ ଆରମ୍ଭରୁ ହିଁ ପରିବା ଦର ଆକାଶ ଛୁଆଁ
ବାଲିଗୁଡା : ବର୍ତ୍ତମାନ କାର୍ତ୍ତିକ ମାସ ଚାଲିଛି, ଅଧିକାଂଶ ଲୋକେ ନିରାମିଷ ଖାଦ୍ୟ ଖାଉଛନ୍ତି, ତେଣୁ ପରିବା ଉପରେ ଲୋକଙ୍କ ଚାହିଦା ରହୁଛି l ବର୍ତ୍ତମାନ ଲଗାତର ଲଘୁଚାପ ବର୍ଷା ଯୋଗୁଁ ଓଡ଼ିଶାର ପ୍ରାୟ ଅଧିକାଂଶ ଜିଲ୍ଲା ରେ ପରିବା ଆମଦାନୀ କମି ଯାଇଛି l ଏଣୁ ଦରରେ ଅହେତୁକ ବୃଦ୍ଧି ଘଟିଛି!-->…
ଲାୟନ୍ସ କ୍ଲବ ଅଫ୍ ବ୍ରହ୍ମପୁର ଗୋଲ୍ଡ ଦ୍ୱାରା ମାନସିକ ସ୍ୱାସ୍ଥ୍ୟ ଏବଂ ସୁସ୍ଥତା ସଚେତନତା ଉପରେ ବାଇକ୍ ରାଲି ଆୟୋଜିତ
ବ୍ରହ୍ମପୁର : ଲାୟନ୍ସ କ୍ଲବ ଅଫ୍ ବ୍ରହ୍ମପୁର ଗୋଲ୍ଡ, ସଭାପତି ଲାୟନ୍ ଲୋକନାଥ ପାତ୍ରଙ୍କ ନେତୃତ୍ୱରେ, ରବିବାର ଇଞ୍ଜିନିୟରିଂ ସ୍କୁଲ ଛକରୁ ଖଲ୍ଲିକୋଟ କଲେଜ ଗ୍ରାଉଣ୍ଡ ପର୍ଯ୍ୟନ୍ତ ମାନସିକ ସ୍ୱାସ୍ଥ୍ୟ ଏବଂ ସୁସ୍ଥତା ସଚେତନତା ଉପରେ ଏକ ବାଇକ୍ ରାଲି ଆୟୋଜନ କରିଥିଲା।
ସଭାପତି ଲାୟନ୍!-->!-->!-->…
ଆସିକା ସୁନାମ୍ବ ସାହି ଦେଇ ଚୋରା ବାଲି ଚାଲାଣ : ଖଣି ଓ ରାଜସ୍ୱ ବିଭାଗ ନାଚାର……!
କେଉଁ ଅଦୃଶ୍ୟ ଶକ୍ତି ଯୋଗୁଁ ବାବୁ ମାନେ ବାଲି ମାଫିଆ କୁ ହାତ ମାରିବାକୁ ଏତେ ଭୟ …?ବ୍ରହ୍ମପୁର: ଆସିକା ଅଞ୍ଚଳର ସୁନାମ୍ବ ସାହି ଦେଇ ଯାଉଥିବା ଚୋରା ବାଲି ଚାଲାଣ କାରୀଙ୍କୁ ପ୍ରଶାସନ ପକ୍ଷରୁ ସମ୍ପୂର୍ଣ ଛୁଟ ଦେଇଥିବା ଦେଖିବାକୁ ମିଳିଛି। ଆସିକା ଅଞ୍ଚଳ ରେ ସମସ୍ତ ଲିଜ ଧାରୀ ବାଲି ଘାଟ!-->…
ପୋଖରୀରୁ ୧୦ ଫୁଟିଆ ବଉଳା କୁମ୍ଭୀର ଉଦ୍ଧାର
ମହାକାଳପଡ଼ା : ଗାଁ ପୋଖରୀରେ କୁମ୍ଭୀର, ଲୋକେ ଭୟଭୀତ । କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଦତ୍ତପୁର ଗାଁରେ ଏକ ପୋଖରୀରୁ ୧୦ ଫୁଟିଆ ବଉଳା କୁମ୍ଭୀର ଉଦ୍ଧାର କଲା ବନ ବିଭାଗ। ଗାଁ ପୋଖରୀରେ କୁମ୍ଭୀର ଭାସୁଥିବା ଦେଖି ଲୋକେ ବନ ବିଭାଗକୁ ଖବର ଦେଇଥିଲେ । ବନ ବିଭାଗ ଟିମ ଗାଁରେ!-->…
ପଶ୍ଚିମବଙ୍ଗ ପାଲଟିଗଲାଣି ଦୁଷ୍କର୍ମକାରୀଙ୍କ ସୁରକ୍ଷିତ ଠିକଣା: ମମତାଙ୍କୁ ଟାର୍ଗେଟ କଲା ବିଜେପି
ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ପଶ୍ଚିମ ବର୍ଦ୍ଧମାନ ଜିଲ୍ଲାରେ ଜଣେ ଡାକ୍ତରୀ ଛାତ୍ରୀଙ୍କ ସହ ଗଣଦୁଷ୍କର୍ମ ଘଟଣା ରାଜନୈତିକ ବିତର୍କ ସୃଷ୍ଟି କରିଛି। ଭାରତୀୟ ଜନତା ପାର୍ଟି (ବିଜେପି) ମହିଳା ସୁରକ୍ଷାକୁ ନେଇ ମମତା ବାନାର୍ଜୀ ସରକାରଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛି। ବିଜେପି ନେତାମାନେ!-->…
ଆମେରିକାର ଏକ ବିଦ୍ୟାଳୟରେ ଆଖିବୁଜା ଗୁଳିମାଡ, ୪ ମୃତ
ୱାଶିଂଟନ: ଆମେରିକାର ମିସିସିପିରେ ଏକ ହାଇସ୍କୁଲରେ ଆଖିବୁଜା ଗୁଳିମାଡ ମାମଲା ସାମ୍ନାକୁ ଆସିଛି। ଏଥିରେ ୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୨ ଜଣ ଆହତ ହୋଇଛନ୍ତି। ୪ ଗୁରୁତରଙ୍କୁ ହେଲିକପ୍ଟରରେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାର ଯାଞ୍ଚ ଚାଲିଥିବା ସୂଚନା ଦେଇଛନ୍ତି ସ୍ଥାନୀୟ!-->…
ଆକାଶ ଆନନ୍ଦଙ୍କୁ ନେଇ ବିଜେପିକୁ ଅଖିଳେଶଙ୍କ ଟାର୍ଗେଟ
ନୂଆଦିଲ୍ଲୀ: ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ଅକ୍ଟୋବର ୯ ତାରିଖରେ ଲକ୍ଷ୍ନୌରେ ଅନୁଷ୍ଠିତ ବହୁଜନ ସମାଜ ପାର୍ଟିର ରାଲି ଉପରେ କଟାକ୍ଷ କରିଛନ୍ତି। ଏସପି ଅଧ୍ୟକ୍ଷ କହିଛନ୍ତି ଯେ ଆଜି, ଆକାଶ ଆନନ୍ଦଙ୍କୁ ବିଏସପି ନୁହେଁ ବରଂ ଭାରତୀୟ ଜନତା ପାର୍ଟିର ଆବଶ୍ୟକତା ଅଛି।
ପ୍ରକୃତରେ,!-->!-->!-->…