Sign in
Sign in
Recover your password.
A password will be e-mailed to you.
ବିଜେଡିକୁ ଆଇନମନ୍ତ୍ରୀଙ୍କ ଟାର୍ଗେଟ : ମହାନଦୀ ବିବାଦରେ ପୂର୍ବ ସରକାର କରିପାରିଲେନି, ଆମେ ଚେଷ୍ଟା କରୁଛୁ…
ଭୁବନେଶ୍ୱର ୨୪।୧୨ : ମହାନଦୀ ବିବାଦ ନେଇ ବିଜେଡିକୁ ଟାର୍ଗେଟ କଲେ ଆଇନମନ୍ତ୍ରୀ । ପୂର୍ବ ସରକାରଙ୍କ ଉପରେ ବର୍ଷିଲେ ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ। ସେ କହିଛନ୍ତି ଯେ, ମହାନଦୀ ପ୍ରସଙ୍ଗରେ ଆପୋଷ ସମାଧାନ ପାଇଁ ସରକାର ଚେଷ୍ଟା କରୁଛନ୍ତି । ଯାହା ପୂର୍ବ ସରକାର ସମୟରେ ହୋଇପାରିନଥିଲା।!-->…
କଟକରେ ହେବନି ବାମସେଫ୍ର ଅଧିବେଶନ, କାହିଁକି ମନା କଲେ ହାଇକୋର୍ଟ
କଟକ୨୪/୧୨: ବାଲିଯାତ୍ରା ପଡିଆରେ ହେବାକୁ ଥିବା ବାମସେଫ ସଂଗଠନର ରାଷ୍ଟ୍ରୀୟ ଅଧିବେଶନ ଆୟୋଜନକୁ ଅଦାଲତି ଝଟ୍କା । କଟକ ଜିଲ୍ଲାପାଳ ଓ ଡିସିପିଙ୍କ ନିର୍ଦ୍ଦେଶ ଉପରେ ଅନ୍ତରୀଣ ଅଙ୍କୁଶ ଲଗାଇବାକୁ ମନା କଲେ ହାଇକୋର୍ଟ ।ଏଭଳି ସମାବେଶ ଦ୍ବାରା ସାମାଜିକ ସଦ୍ଭାବ କ୍ଷୁର୍ଣ୍ଣ ହେବାର!-->…
ରାଜା ଚକ୍ରର ସାମ୍ରାଜ୍ୟ ଉପରେ ପୁଣି EOW ର ଚଢାଉ, କୋଟିଏ ଟଙ୍କାର ରେଞ୍ଜ ରୋଭର ଜବତ
ଭୁବନେଶ୍ଵର: ରାଜା ଚକ୍ରର ସାମ୍ରାଜ୍ୟ ଉପରେ ପୁଣି EOW ର ଚଢାଉ। ଏହି ସମୟରେ ରାଜଧାନୀରୁ ଦାମୀ ଗାଡି ଜବତ କରିଛି ଏଜେନ୍ସି। ଏକ କୋଟିରୁ ଉର୍ଦ୍ଧ ଟଙ୍କାର ରେଞ୍ଜ ରୋଭର ଜବତ ହୋଇଛି। ଏହା ପୂର୍ବରୁ ୫୫ ଗାଡି ଜବତ କରିବା ସହ ୩୫ ଲକ୍ଷ ଫ୍ରିଜ କରାଯାଇଛି। ରାଜାଚକ୍ର ମାମଲାରେ ୫ ଜଣଙ୍କୁ ଗିରଫ!-->…
୧୧ ଟି ନିବେଶ ପ୍ରସ୍ତାବକୁ ମଞ୍ଜୁର, ସୃଷ୍ଟି ହେବ ୭,୪୦୦ରୁ ଅଧିକ ନିଯୁକ୍ତି
ଭୁବନେଶ୍ଵର: ରାଜ୍ୟ ସରକାର ସିଙ୍ଗିଲ ଉଇଣ୍ଡୋ କ୍ଳିଅରାନ୍ସ ଦ୍ୱାରା ୧,୩୩୩ କୋଟି ନିବେଶକୁ ଅନୁମୋଦନ କରିଛନ୍ତି। ଏହା ଦ୍ଵାରା ୭,୪୦୦ ରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ | ସାତଟି ଜିଲ୍ଲାକୁ ଅନ୍ତର୍ଭୁକ୍ତ କରି ୧୧ ଟି ନିବେଶ ପ୍ରସ୍ତାବକୁ ମଞ୍ଜୁର କରାଯାଇଛି। ଆଜି ଲୋକସେବା ଭବନରେ!-->…
ରାଜ୍ୟ ସରକାରଙ୍କ ବଡ଼ ଯୋଜନା, ୬୪୫ କିଲୋମିଟରର ଦୀର୍ଘ ୩ଟି ରିଙ୍ଗ୍ ରୋଡ୍ ହେବ ନିର୍ମାଣ
ଭୁବନେଶ୍ଵର: ଆଜି ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ଅଞ୍ଚଳକୁ ନେଇ ଇକୋନୋମିକ୍ ରିଜିଅନ୍ ଗଠନ ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ଏହି ସମଗ୍ର ଅଞ୍ଚଳରେ ଥିବା ସହର ଗୁଡିକୁ ‘ଗ୍ରୋଥ୍ ହବ୍’!-->…
ଭିଜିଲାନ୍ସ ଜାଲରେ ବରିଷ୍ଠ ରାଜସ୍ୱ ସହାୟକ, ୪ ସ୍ଥାନରେ ଚଢ଼ଉ
ସମ୍ବଲପୁର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର ସେଟେଲମେଣ୍ଟ (ବନ୍ଦୋବସ୍ତ) ଅଫିସରଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ବରିଷ୍ଠ ରାଜସ୍ୱ ସହାୟକ(SRA)ବାସୁଦେବ ଭୋଇଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରାଯାଇଛି। ଏନେଇ ତାଙ୍କର ଚାରୋଟି ସମ୍ପତ୍ତି ଥିବା ସ୍ଥାନରେ ଓଡ଼ିଶା ଭିଜିଲାନ୍ସ!-->…
ଶୀତକାଳୀନ ଛୁଟି ପାଇଁ ଡିସେମ୍ବର ୨୫ରୁ ଓଡ଼ିଶା ହାଇକୋର୍ଟ ବନ୍ଦ
କଟକ: ଓଡ଼ିଶା ହାଇକୋର୍ଟଙ୍କ ପକ୍ଷରୁ ଡିସେମ୍ବର ୨୫ ତାରିଖରୁ ଶୀତକାଳୀନ ଛୁଟି ଘୋଷଣା କରାଯାଇଛି। ଫଳରେ ବୁଧବାର ନିୟମିତ କୋର୍ଟ ଅଧିବେଶନର ଶେଷ କାର୍ଯ୍ୟ ଦିବସ ରହିଛି। ୫ ଜାନୁଆରି ୨୦୨୬ ସୋମବାର ଠାରୁ କୋର୍ଟ ପୂର୍ଣ୍ଣାଙ୍ଗ ଭାବରେ କାର୍ଯ୍ୟ ଆରମ୍ଭ କରିବେ।ଜାରି ହୋଇଥିବା ଏକ ବିଜ୍ଞପ୍ତିରେ,!-->…
ଫେବ୍ରୁଆରିରୁ ବିନା ପିୟୁସିରେ ପେଟ୍ରୋଲ ମିଳିବ ନାହିଁ, ମାସେ ବଢ଼ିଲା ସମୟ ସୀମା
ଭୁବନେଶ୍ବର: ଓଡ଼ିଶା ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଯାନବାହନ ମାଲିକମାନଙ୍କୁ ଅତ୍ୟାବଶ୍ୟକୀୟ କାଗଜପତ୍ର ନବୀକରଣ କରିବା ପାଇଁ ସମୟ ସୀମା ଗୋଟିଏ ମାସ ବଢ଼ାଇଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ସଡ଼କ ସୁରକ୍ଷା ଏବଂ ପ୍ରଦୂଷଣ ନିୟନ୍ତ୍ରଣ ପଦକ୍ଷେପକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବା!-->…
ପୀଡିତାଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା
ଭୁବନେଶ୍ବର : ଚାନ୍ଦବାଲିରେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଘଟଣାରେ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୧୦ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖମନ୍ତ୍ରୀ ଏହି ଘଟଣାରେ ଗଭୀର!-->…
ଚାନ୍ଦବାଲି ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣା : ଜଗତସିଂହପୁରରୁ ମୁଖ୍ୟ ଅଭିଯୁକ୍ତ ଗିରଫ, ଘଟଣାସ୍ଥଳରେ ସାଇଣ୍ଟିଫିକ୍…
ଭଦ୍ରକ ୨୪।୧୨: ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅଞ୍ଚଳରେ ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ । ଜଗତସିଂହପୁରରୁ ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା ପୋଲିସ । ମୁଖ୍ୟ ଅଭିଯୁକ୍ତ ଗିରଫ ନେଇ ସୂଚନା ଦେଲେ ଭଦ୍ରକ ଏସ୍ପି ମନୋଜ ରାଉତ । ଏସ୍ପିଙ୍କ ସୂଚନା!-->…