ଓଟିପି ପଠାଇ ଯୁବକଙ୍କଠାରୁ ସାଇବର ଠକ ଲୁଟି ନେଲେ ୪ ଲକ୍ଷ ଟଙ୍କା

ତାଳଚେର : ସାଇବର ଠକଙ୍କ ପଞ୍ଝାରେ ଯୁବକ ।  ଓଟିପି ପଠାଇ ଲୁଟି ନେଲେ ନଗଦ ୪ ଲକ୍ଷ ୩୬ ହଜାର ଟଙ୍କା ।  ତାଳଚେର ଥାନା ସହ ସାଇବର ଥାନାର ଦ୍ୱାରସ୍ଥ ହେଲେ ତାଳଚେର ଧରମପୁର ଗାଁର ସୁଶାନ୍ତ ସାହୁ । ଗତକାଲି ସୁଶାନ୍ତଙ୍କ ମୋବାଇଲକୁ ବାରମ୍ବାର ଓଟିପି ଆସିଥିଲା । ତାଙ୍କ ଆକାଉଣ୍ଟରୁ ତିନି ଥରରେ

ସ୍କୁଲ ଭଙ୍ଗା ଯିବା ନୋଟିସ ଆସିବା ପରେ ତାତିଲେ ଛାତ୍ରଛାତ୍ରୀ, ୪ କିଲୋମିଟର ଚାଲି ଜିଲ୍ଲାପାଳଙ୍କ ଅଫିସକୁ ଗଲେ

ଉଦଳା : ଛାତ୍ରଛାତ୍ରୀଙ୍କ ନିଆରା ପ୍ରତିବାଦ । ୪ କିଲୋମିଟର ଚାଲି ଚାଲି ଗଲେ , ଜିଲ୍ଲାପାଳ ଅଭିଯୋଗ ଶୁଣାଣି ପ୍ରକୋଷ୍ଠ ଆଗରେ ପାଠ ପଢ଼ିଲେ । ନିଜ ସ୍କୁଲକୁ ବଞ୍ଚାଇବା ପାଇଁ ଏଭଳି ନିଆରା ଢଙ୍ଗରେ ପ୍ରତିବାଦ କରିଛନ୍ତି ମୟୂରଭଞ୍ଜ ଜିଲ୍ଲା ଗୋପବନ୍ଧୁନଗର ବ୍ଲକ

ଜିଲ୍ଲାପାଳଙ୍କ ତ୍ୱରିତ ପଦକ୍ଷେପ ଯୋଗୁଁ ୨୨ ବର୍ଷ ତଳେ ଜମି ପଟ୍ଟା ପାଇଥିବା ହିତାଧିକାରୀଙ୍କୁ ମିଳିଲା ଜମି ଦଖଲ

ମାଲକାନଗିରି : ମାରିୱାଡ଼ା ଗ୍ରାମବାସୀଙ୍କ ଗୁହାରୀ ଶୁଣିଛନ୍ତି ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ। ଦୀର୍ଘ ୨୨ ବର୍ଷ ପରେ ମାରିୱାଡ଼ା ଗ୍ରାମର ୩୯ ଜଣଙ୍କୁ ମିଳିଛି ଜମି ଦଖଲ । ଗତ ୧୫ ଡ଼ିସେମ୍ବର ରେ ଜିଲ୍ଲାପାଳ ଓ ଏସ୍ପି ରାଖାଲଗୁଡ଼ା, ମାରିୱାଡ଼ା, ନିଲିଗୁଡା ଓ ଏମଭି ୧୮ ଗ୍ରାମ

ଚିନ୍ତଲୱାଡ଼ା ଗ୍ରାମ ପଞ୍ଚାୟତଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

ମାଲକାନଗିରି : ମାଲକାନଗିରି ଜିଲ୍ଲା କାଲିମେଳା ବ୍ଳକ୍ ସ୍ଥିତ ଚିନ୍ତଲୱାଡ଼ା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ସୋମବାର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ଓ ଆରକ୍ଷୀ ଅଧିକ୍ଷକ ବିନୋଦ ପାଟିଲ ଏଚ୍

ଖାଦ୍ୟ ବିଷକ୍ରିୟା, ଚାଲିଗଲା ପରିବାରର ୩ ଜୀବନ

ଢେଙ୍କାନାଳ: ରାତିରେ ପୁରା ପରିବାର ବେଶ ହସ ଖୁସିରେ ଖାଇକି ଶୋଇଲେ କିନ୍ତୁ କିଏ ଜାଣିଥିଲା ସେହି ରାତି ପାଲଟିଯିବ ସେମାନଙ୍କ ପାଇଁ ଶେଷ ରାତି । ଆପଣ  ଯଦି ଏପରି କିଛି ଖାଦ୍ୟ ଖାଇ ରାତିରେ ଶୋଉଛନ୍ତି ତେବ ହୋଇଯାଆନ୍ତୁ ସାବଧାନ । ନଚେତ୍ ଆପଣ ମଧ୍ୟ ପଡ଼ିପାରନ୍ତି ବିପଦରେ । ଫୁଡ଼ ପଏଜନିଙ୍ଗ

ରାଜସୁନାଖଳା ଫାଣ୍ଡିରେ ଯୋଗ ଦେଲେ ନୂତନ ଅଧିକାରୀ

ନୟାଗଡ଼ : ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳା ଫାଣ୍ଡିରେ ଯୋଗ ଦେଲେ ନୂତନ ଅଧିକାରୀ ରମେଶ ଚନ୍ଦ୍ର ଜେନା । ଏହା ପୂର୍ବରୁ ପ୍ରୀତି ପ୍ରକାଶ ମହାନ୍ତି ପ୍ରାୟ ୩ବର୍ଷ ଧରି କାର୍ଯ୍ୟ କରିବା ପରେ ଥାନା ଅଧିକାରୀ ଭାବରେ ଜଗତସିଂହପୁରକୁ ବଦଳି ହୋଇଛନ୍ତି । ଏନେଇ ଶ୍ରୀ ଜେନା

କୋରାପୁଟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି, ଉଦଘାଟନ ହେଲା ୧୬ଟି ପ୍ରକଳ୍ପ

ଜୟପୁର: କୋରାପୁଟକୁ ୫୪୫ କୋଟିର ଭେଟି । ପରବର ଚତୁର୍ଥ ସନ୍ଧ୍ୟାରେ ଯୋଗଦେଇ କୋରାପୁଟ ଜିଲ୍ଲାବାସୀଙ୍କୁ ଉପହାର ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି । ଜିଲ୍ଲା ପାଇଁ ୫୪୫ କୋଟିରେ ୮୬ଟି ପ୍ରକଳ୍ପ ରହିଛି । ୫୨୧ କୋଟି ଟଙ୍କାର ୭୦ଟି ପ୍ରକଳ୍ପ ପାଇଁ ସେ ଭିତ୍ତିପ୍ରସ୍ତର

ଏପର୍ଯ୍ୟନ୍ତ ନବରଙ୍ଗପୁରର କୌଣସି ମଣ୍ଡିରୁ ଉଠିନି ଧାନ, ଚାଷୀ ଅସନ୍ତୁଷ୍ଟ

ଉମରକୋଟ: ନବରଙ୍ଗପୁରର କୌଣସି ମଣ୍ଡିରୁ ଏପର୍ଯ୍ୟନ୍ତ ଉଠିନି ଧାନ। ତାତିଲେ ଚାଷୀ । ରାଜରାସ୍ତାରେ ବସିଲେ । ନବରଙ୍ଗପୁର ଜିଲ୍ଲାର ୩ଟି ବ୍ଲକ ତଥା ଉମରକୋଟ, ଝରୀଗାଁ ଓ ରାଇଘର ବ୍ଲକରେ ଚକଅଖ ବନ୍ଦ କଲେ ଚାଷୀ । ଆଜିଠାରୁ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ

ତ୍ରୁଟିପୂର୍ଣ୍ଣ ଚିକିତ୍ସା ପାଇଁ ଗଲା ରୋଗୀର ଜୀବନ, ମୁନ ହସପିଟାଲ କୁ ସିଲ୍ କଲା ପ୍ରଶାସନ….

ପ୍ରଶାସନ ର ପଦକ୍ଷେପ କୁ ପରିବାର ଓ ସହର ବାସୀ ଙ୍କ ଅପେକ୍ଷା... ନା ନାଲିଫିତା ତଳେ ଦବି ଯିବ ତଦନ୍ତ...?? ବ୍ରହ୍ମପୁର:  ରୋଗୀ ମୃତ୍ୟୁ ପରେ ହସପିଟାଲ ସିଲ୍ ।  ଗତକାଲି ରୋଗୀ ମୃତ୍ୟକୁ ନେଇ ଉତ୍ତେଜନା ପରେ ସିଲ୍ ହେଲା ହସପିଟାଲ । ହସପିଟାଲ ସମ୍ମୁଖରେ ଧାରଣାରେ ବସିଥିଲେ

ଜୀବନ ନେବାକୁ ହ୍ୟୁମାନଙ୍କୁ ବିଷ ଦିଆଯାଇଥିବା ଆଶଙ୍କା

ଭୁବନେଶ୍ବର: ହ୍ୟୁମାନଙ୍କ ମୃତ୍ୟୁ ପଛରେ ସାଂଘାତିକ ଷଡ଼ଯନ୍ତ୍ର । ଜୀବନ ନେବାକୁ ବିଷ ଦିଆଯାଇଥିବା ଆଶଙ୍କା । ମାଆ ଶେଫାଳୀ ସୁନାଙ୍କ ଥାନାରେ ଏତଲା ପରେ ହ୍ୟୁମାନଙ୍କ ମୃତ୍ୟୁ ମାମଲାରେ ନୂଆ ମୋଡ଼ । ପୁଅ ମୃତ୍ୟୁର ପ୍ରାୟ ଦେଢ ମାସ ପରେ ଥାନାରେ ଏତଲା ଦେଇ ସାଂଘାତିକ