Sign in
Sign in
Recover your password.
A password will be e-mailed to you.
୬ ଦିନ ପରେ ମିଳିଳା ୯ ବର୍ଷ ଝିଅର ମରଶରୀର, ମା’ କାନ୍ଦୁଛି ଧୈର୍ଯ୍ୟହରା ହୋଇ
ବାସୁଦେବପୁର: କାନ୍ଦି କାନ୍ଦି ତଳେ ଲୋଟି ପଡ଼ୁଛି ମା’ । ମୋ ଝିଅ ମୋ ଝିଅ କହି କୋହ ସମ୍ଭାଳି ପାରୁନି ମା’ । ଝିଅକୁ ମାତ୍ର ୯ ବର୍ଷ ହୋଇଥିଲା । ସନ୍ଧ୍ୟା ସମୟରେ ଘର ଆଗରୁ ନିଖୋଜ ହେଲା ଯେ ଦୀର୍ଘ ୬ ଦିନ ପରେ ମିଳିଳା ଝିଅ, କିନ୍ତୁ ଜୀବିତ ଅବସ୍ଥାରେ ନୁହେଁ ମୃତ ଅବସ୍ଥାରେ ଝିଅକୁ ଉଦ୍ଧାର!-->…
ପାରିବାରିକ କଳହରୁ ଜଙ୍ଗଲରେ ଦୁଇ ପୁଅକୁ ବିଷ ପିଆଇଲା ବାପା
ଅନୁଗୋଳ : ଅନୁଗୋଳ ଜରପଡା ଥାନା ତୁବେ ଗାଁରେ ପାରିବାରିକ କଳହରୁ ଦୁଇ ଛୁଆକୁ ବିଷ ଦେଇଛି ବାପା। ଗୁରୁତର ଅବସ୍ଥାରେ ଦୁଇ ନାବାଳକଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ ଜରପଡ଼ା ଥାନା ଅନ୍ତର୍ଗତ ତୁବେ ଗାଁ ର କାଳୀ ଚରଣ ପ୍ରଧାନଙ୍କର ଦୁଇ ପୁଅ ବଡ ପୁଅ ନୀଳ!-->…
୪ ହଜାର ୭ଶହ ୩୯ କୋଟିର ନିବେଶକୁ ଅନୁମୋଦନ, ସୃଷ୍ଟି ହେବ ୨୫ ହଜାର ୨ଶହ ଚାକିରି
ଭୁବନେଶ୍ୱର : ୪ ହଜାର ୭ଶହ ୩୯ କୋଟିର ନିବେଶକୁ ସିଙ୍ଗଲ୍ ଉଇଣ୍ଡୋ କ୍ଲିୟରାନ୍ସ ଅଥରିଟିର ଅନୁମୋଦନ । ଫଳରେ ସୃଷ୍ଟି ହେବ ୨୫ ହଜାର ୨ଶହ ଚାକିରି । ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଆୟୋଜିତ SLSWCAର ୧୪୦ତମ ବୈଠକରେ ୨୫ଟି ନୂଆ ନିବେଶ ପ୍ରସ୍ତାବକୁ ଅନୁମୋଦନ ।
!-->!-->…
ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀର ବେକ କାଟିଲା ସ୍ୱାମୀ
ବାଲେଶ୍ବର: ପାରିବାରିକ କଳହ ନେଲା ସ୍ତ୍ରୀର ଜୀବନ । ରାଗରେ ନରହନ୍ତା ପାଲଟିଲା ସ୍ୱାମୀ । ସୈତାନ୍ ସ୍ୱାମୀର ନୃଶଂସ କାଣ୍ଡ । ବିଳମ୍ବିତ ରାତିରେ ନେଲା ସ୍ତ୍ରୀର ଜୀବନ । ହଁ ଆଜ୍ଞା, ପାରିବାରିକ କଳହର କରୁଣ ପରିଣତି । ବିଳମ୍ବିତ ରାତିରେ ଧାରୁଆ ଅସ୍ତ୍ରରେ ସ୍ତ୍ରୀର ବେକ କାଟି ଦେଲା!-->…
ନ୍ୟାସନାଲ୍ ଜିଓଗ୍ରାଫିକ୍ କଭରରେ ଶିମିଳିପାଳର ବିରଳ କଳା ବାଘ, ଭାରତୀୟ ବନ୍ୟଜନ୍ତୁ ଫଟୋଗ୍ରାଫି ପାଇଁ ଅକ୍ଟୋବର…
ମୟୁରଭଞ୍ଜ : ନ୍ୟାସନାଲ୍ ଜିଓଗ୍ରାଫିକ୍ କଭରରେ ଶିମିଳିପାଳର ବିରଳ କଳା ବାଘ । ଭାରତୀୟ ବନ୍ୟଜନ୍ତୁ ଫଟୋଗ୍ରାଫି ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନର ବିରଳ ମେଲାନିଷ୍ଟିକ୍ କଳା ବାଘର ଛବି ନ୍ୟାସନାଲ୍ ଜିଓଗ୍ରାଫିକ୍ ପତ୍ରିକାର ଅକ୍ଟୋବର ସଂସ୍କରଣର ପ୍ରଚ୍ଛଦପୃଷ୍ଠାରେ ସ୍ଥାନିତ!-->…
ରାଜ୍ୟର ବିଶ୍ୱବିଦ୍ୟାଳୟରେ ଖାଲିପଡ଼ିଛି ୧୪୦୪ ଅଧ୍ୟାପକ ପଦ, ରେଭେନ୍ସାରେ ସର୍ବାଧିକ
ଭୁବନେଶ୍ଵର : ରାଜ୍ୟର ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ଖାଲି ପଡ଼ିଛି ଅଧ୍ୟାପକ ପଦ । ବିଧାନସଭା ଅଧିବେଶନରୁ ମିଳିଥିବା ସୂଚନା ମୁତାବକ, ରାଜ୍ୟର ବିଶ୍ୱବିଦ୍ୟାଳୟରେ ୧୪୦୪ ଅଧ୍ୟାପକ ପଦ ଖାଲିପଡ଼ିଛି । ତା ଭିତରୁ ୨୬୦ ପ୍ରାଧ୍ୟାପକ ପଦ ଖାଲି ପଡ଼ିଥିବାବେଳେ, ୪୫୩ ଆସୋସିଏସ୍ ପ୍ରାଧ୍ୟାପକ,!-->…
ଏମକେସିଜି ମେଡିକାଲରେ ବିରଳ ଅସ୍ତ୍ରୋପଚାର, ମାଂସ ପିଣ୍ଡୁଳା ବାହାରିଲା ମେରୁଦଣ୍ଡରୁ
ବ୍ରହ୍ମପୁର: ମେରୁଦଣ୍ଡରୁ ବାହାରିଲା ମାଂସ ପିଣ୍ଡୁଳା । ନୂଆ ଜୀବନ ପାଇଲେ ରାୟଗଡ଼ା ରୋଗୀ । ବ୍ରହ୍ମପୁର ଏମକେସିଜି ମେଡିକାଲରେ ବିରଳ ଅସ୍ତ୍ରୋପଚାର । ବିରଳ ମେରୁଦଣ୍ଡ ଆସ୍ତ୍ରୋପଚାର ହୋଇ ରୋଗୀ ଦେହରୁ ୪ ଇଞ୍ଚର ଟ୍ୟୁମର ବାହାରିଛି । ରାୟଗଡ଼ା କାଶୀପୁର ବ୍ଲକ ଅନ୍ଦିରାକଞ୍ଚ ଗାଁର ବଇଦ!-->…
ସୁପ୍ରିମକୋର୍ଟରେ ମାହାଙ୍ଗା ଡବଲ୍ ମର୍ଡର ମାମଲା : ପୁର୍ନବାର ଜବାବ ଦାଖଲ ପାଇଁ ସମୟ ନେଲେ ପ୍ରତାପ ଜେନା
ଭୁବନେଶ୍ଵର : ମହାଙ୍ଗା ଡବଲ୍ ମର୍ଡର ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି। ପୁର୍ନବାର ପ୍ରତାପ ଜେନା ଜବାବ ଦାଖଲ ପାଇଁ ସମୟ ନେଇଛନ୍ତି। ରାଜ୍ୟ ସରକାର ମଧ୍ୟ ଜବାବ ଦାଖଲ ପାଇଁ ସମୟ ନେଇଛନ୍ତି। ୪ ସପ୍ତାହରେ ଜବାବ ଦାଖଲ କରିବାକୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି। ଆଉ ଦୁଇ ସପ୍ତାହରେ ପ୍ରତି!-->…
ଗାଁରେ କେହି ନିଶା କାରବାର କଲେ ୨୦ବର୍ଷ ବାସନ୍ଦ ସହ ମୋଟା ଅଙ୍କର ଟଙ୍କା ଫାଇନ ଦେବାକୁ ପଡିବ
ନୂଆପଡା: ମଦ ପିଇ ଗାଁରେ ଗଣ୍ଡଗୋଳ କଲେ ଗଣିବେ ୧୦ହଜାର ଟଙ୍କା ଜରିମାନା । ସାବଧାନ ହୋଇଯା’ନ୍ତୁ ନହେଲେ ପକେଟରୁ ପଇସା ସରିଯିବ । ନୂଆପଡା ଜିଲ୍ଲା କୋମନା ବ୍ଲକ ଗୋହିରାପଦର ଗାଁକୁ ନିଶାମୁକ୍ତ କରିବା ପାଇଁ ଗ୍ରାମବାସୀ ସଂକଳ୍ପ ନେଇଛନ୍ତି । ଗାଁରେ କେହି ନିଶା କାରବାର କଲେ ତାଙ୍କୁ!-->…
ଛାତ୍ରଛାତ୍ରୀ ଭଗବତ ଗୀତା ପାଠ କରିବେ ବିଦ୍ୟାଳୟରେ
ଭୁବନେଶ୍ଵର : ବିଦ୍ୟାଳୟରେ ଭଗବତ୍ ଗୀତା ପାଠ କରିବେ ଛାତ୍ରଛାତ୍ରୀ। ଆଜି ବିଧାନସଭାରେ ପ୍ରାଥମିକ ବିଦ୍ୟାଳୟଠାରୁ ଆରମ୍ଭ କରି ଉଚ୍ଚ ବିଦ୍ୟାଳୟ ଗୁଡିକରେ ଧାର୍ମିକ, ନୈତିକ ଓ ବୌଦ୍ଧିକ ବିଚାରର ବିକାଶ ପାଇଁ ଶ୍ରୀମଦ୍ ଭଗବତ୍ ଗୀତାର ପଠନ ଓ ମହତ୍ତ୍ଵର ଚର୍ଚ୍ଚା ପାଇଁ ସରକାରଙ୍କ ପ୍ରସ୍ତାବ!-->…