ନୂତନ ଥାନା ଅଧିକାରୀଙ୍କ ଯୋଗଦାନ

ନୟାଗଡ଼: ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନାରେ ନୂତନ ଭାରପ୍ରାପ୍ତ ଅଧିକାରୀ ଭାବେ ବିନୟ ରଂଜନ ପରିଡା ଯୋଗଦାନ କରିଛନ୍ତି,ସେ ପୂର୍ଵ ରୁ ଵାଣିଗୋଛା ଥାନାରେ ଭାରପ୍ରାପ୍ତ ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ, ଦଶପଲ୍ଲା ଥାନା ରେ ଥିବା ଭାରପ୍ରାପ୍ତ ଅଧିକାରୀ ଅନୀତା ସାହୁଙ୍କର ନୟାଗଡ଼ ବଦଳି

ବଶିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଦ୍ୱିତୀୟ ଶୁଭାରମ୍ଭ

ବ୍ରହ୍ମପୁର : ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅନ୍ତର୍ଗତ ୫ଟି ଜିଲ୍ଲା ର ୭୭୫ ତୀର୍ଥଯାତ୍ରୀ ଓ ୨୫ଜଣ ଏକ୍ସକର୍ଟ ଆଯ୍ୟୋଧ୍ୟା ଓ ବାରାଣସୀ ଅଭିମୁଖେ ଯାତ୍ରା କରିଛନ୍ତି l ଏହି ଦ୍ୱିତୀୟ ତୀର୍ଥଯାତ୍ରା କାର୍ଯ୍ୟକ୍ରମରେ ଓଡ଼ିଶାର ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଯୋଗଦେଇ

ଛତ୍ରପୁର ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନର ଡିଜିଟାଲ ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ପାଇଁ ସହାୟକ ହୋଇଛି ଆଦାନୀ…

ଛତ୍ରପୁର : ଗୋପାଳପୁର ବନ୍ଦର ଏହାର ସାମାଜିକ ଦାଇତ୍ଵବୋଧ କାର୍ଯକ୍ରମ ପ୍ରୟାସରେ ଆଦାନୀ ଫାଉଣ୍ଡେସନ ଜରିଆରେ ଛତ୍ରପୁର ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ (ଆଇଟିଆଇ) ର ବିଭିନ୍ନ ଶ୍ରେଣୀଗୃହରେ ୭୫ ଇଞ୍ଚ୍ ବିଶିଷ୍ଟ ବୃହତ ଏଲ୍ଇଡି ସ୍କ୍ରିନ୍ (ଇନ୍ଟରାକ୍ଟିଭ ପ୍ୟାନେଲ୍) ଅବସ୍ଥାପନା କରାଯାଇଛି

ଆମେରିକାରେ ଭାରତୀୟ ଇଞ୍ଜିନିୟରଙ୍କୁ ହତ୍ୟା

କାଲିଫର୍ନିଆ: ଆମେରିକାର ଟେକ୍ସାସରେ ଜଣେ ଭାରତୀୟ ଯୁବକଙ୍କ ମୁଣ୍ଡକାଟକୁ ନେଇ ସୃଷ୍ଟି ହୋଇଥିବା ବିବାଦର ସମାଧାନ ହୋଇନଥିବା ବେଳେ ଆଉ ଏକ ଭାରତୀୟଙ୍କ ହତ୍ୟା ଘଟଣା ସାମ୍ନାକୁ ଆସିଛି । କାଲିଫର୍ନିଆର ସାଣ୍ଟା କ୍ଲାରାରେ ଜଣେ ୩୦ବର୍ଷୀୟ ଭାରତୀୟ ଇଞ୍ଜିନିୟରଙ୍କୁ ହତ୍ୟା କରାଯାଇଥିବା ଜଣାପଡିଛି

ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘ ନିର୍ବାଚନରେ ଏବିଭିପିର ବିପୁଳ ବିଜୟ

ନୂଆଦିଲ୍ଲୀ: ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘ ନିର୍ବାଚନରେ ​​ଆରଏସଏସ ସହ ଜଡିତ ଏବିଭିପି ବା ଏବିଭିପି ବିପୁଳ ବିଜୟ ହାସଲ କରିଛି। ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP) ସଭାପତି ପଦ ସମେତ ତିନୋଟି ଆସନ ଦଖଲ କରିଛି। ଆଜି ଘୋଷଣା ହୋଇଥିବା ଫଳାଫଳରେ, କଂଗ୍ରେସର ନ୍ୟାସନାଲ

ମାଗଣା ପୋଷାକ ବିତରଣ ମେଳା

ଚିକିଟୀ : ଏହି ବ୍ଲକ ଅନ୍ତର୍ଗତ ସରକାରୀ ଡାଳପଲଙ୍କ ପ୍ରାଥମିକ ବିଦ୍ୟାଳୟର ମାଗଣା ପୋଷାକ ବିତରଣ ମେଳା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ମେଳାକୁ ଡାଲପଲଙ୍କ ଗ୍ରାମର ୱାର୍ଡସଭ୍ୟ କହ୍ନେଇ ବେହେରା, ବିଦ୍ୟାଳୟ ପରିଚାଳନା ସଭାପତି ଏମ ସୁନିତା, ବିଦ୍ୟାଳୟ ଏବଂ କ୍ରୟ କମିଟିର ସମସ୍ତ ସଦସ୍ୟ ସଦସ୍ୟା,

ଚିକିଟୀରେ ରାଜମିସ୍ତ୍ରୀ ସଂଘ ପକ୍ଷରୁ ବିଶ୍ଵକର୍ମାଙ୍କ ପୂଜା ପାଳିତ

ଚିକିଟୀ : ହିନ୍ଦୁଧର୍ମର ବିଶ୍ୱାସ ଅନୁଯାୟୀ ବିଶ୍ୱକର୍ମା ଙ୍କୁ ନିର୍ମାଣ ଓ ସୃଜନର ଦେବତା ରୂପେ ପୂଜା କରାଯାଇଥାଏ।ବିଶେଷ କରି ଶିଳ୍ପ ଓ ଏହା ସହିତ ଜଡିତ ସାମଗ୍ରୀ କୁ ଏହି ଦିନ ପୂଜା କରାଯାଏ। ପ୍ରତି ବର୍ଷ ଭଳି ଚଳିତ ବର୍ଷ ଚିକିଟୀ ଓ ଆଖ ପାଖ ଅଞ୍ଚଳରେ ଦେବ ଶିଳ୍ପୀ ବିଶ୍ୱକର୍ମା ଙ୍କ

ନେପାଳରେ ଶାନ୍ତି ଓ ସ୍ଥିରତା ପାଇଁ  ପୂର୍ଣ୍ଣ ସହଯୋଗ କରିବ ଭାରତ

କାଠମାଣ୍ଡୁ: ନେପାଳର ନବ ନିଯୁକ୍ତ ପ୍ରଧାନମନ୍ତ୍ରୀ ସୁଶୀଳା କାର୍କୀ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଟେଲିଫୋନ୍‌ କଥାବାର୍ତ୍ତା କରିଛନ୍ତି। ନେପାଳର ଅନ୍ତରୀଣ ପ୍ରଧାନମନ୍ତ୍ରୀ ହେବା‌ପରେ କାର୍କୀ ପ୍ରଥମ ଥର ପାଇଁ କୌଣସି ବିଦେଶ ରାଷ୍ଟ୍ରର ମୁଖ୍ୟ ଭାବେ ମୋଦୀଙ୍କ ସହ କଥା

ସାଉଦି ଆରବ-ପାକିସ୍ତାନ ‘ପାରସ୍ପରିକ ପ୍ରତିରକ୍ଷା’ ଚୁକ୍ତି, ଭାରତ ସହ ଯୁଦ୍ଧ ହେଲେ ସାଉଦି ପାକିସ୍ତାନକୁ ସାହାଯ୍ୟ…

ନୂଆଦିଲ୍ଲୀ: ବୁଧବାର ସାଉଦି ଆରବ ଓ ଆଣବିକ ଅସ୍ତ୍ର ଥିବା ପାକିସ୍ତାନ ମଧ୍ୟରେ ସ୍ୱାକ୍ଷରିତ ହୋଇଥିବା ‘ରଣନୈତିକ ପାରସ୍ପରିକ ପ୍ରତିରକ୍ଷା ଚୁକ୍ତି’କୁ ନେଇ କୂଳ୍ପନାଜଳ୍ପନା ସୃଷ୍ଟି ହୋଇଛି। ଭାରତ ସହ ଯୁଦ୍ଧ ହେଲେ ସାଉଦି ଆରବ ସାହାଯ୍ୟ କରିବ ବୋଲି ପାକିସ୍ତାନ ସ୍ବପ୍ନ ଦେଖୁଛି। କାରଣ

ପ୍ରଧାନ ବିଚାରପତିଙ୍କ ବୟାନ ପ୍ରତ୍ୟାହାର ଦାବି କରି ପତ୍ର ଲେଖିଲେ ଓକିଲ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଖଜୁରାହୋରେ ଏକ କ୍ଷତିଗ୍ରସ୍ତ ବିଷ୍ଣୁ ମୂର୍ତ୍ତିର ପୁନରୁଦ୍ଧାର ସହ ଜଡିତ ଏକ ଆବେଦନର ଶୁଣାଣି ସମୟରେ ପ୍ରଧାନ ବିଚାରପତିଙ୍କ ଦ୍ବାରା ଦିଆଯାଇଥିବା ମନ୍ତବ୍ୟକୁ ନେଇ ବିବାଦ ଉପୁଜିଛି। ଏନେଇ ସମାଲୋଚନାର ଜବାବରେ ଆଜି ପ୍ରଧାନ ବିଚାରପତି ବିଆର୍ ଗୱାଇ