ଗୋଷ୍ଠୀ ପ୍ରାଣୀ ଚିକିତ୍ସାଳୟ ପଛରେ ଚାଲିବ ଅସ୍ଥାୟୀ ଗୋଶାଳା

ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନ୍‌ଏସି ଅନ୍ତର୍ଗତ ଗୋଷ୍ଠୀ ପ୍ରାଣୀ ଚିକିତ୍ସାଳୟ ପଛପାଖରେ ଥିବା ଖାଲି ପରିସରରେ ଅସ୍ଥାୟୀ ଗୋଶାଳା ଚାଲୁ କରାଯିବ। ଏନେଇ ବୁଧବାର ଓଡ଼ଗାଁ ଏନ୍‌ଏସି ନିର୍ବାହୀ ଅଧିକାରୀ ନିହାର ରଞ୍ଜନ ବେହେରା, ଗୋଷ୍ଠୀ ପ୍ରାଣୀ ଚିକିତ୍ସାଧିକାରୀ ପ୍ରକାଶ ଚନ୍ଦ୍ର ପଣ୍ଡିତ

ଲଗାଣ ବର୍ଷାରେ ବୁଡ଼ିଲା ବାଇପାସ୍

ଉମରକୋଟ–ରାଇଘର ସଡ଼କ ସଂଯୋଗ ବିଚ୍ଛିନ୍ନ ପୂର୍ତ୍ତ ବିଭାଗ ଓ ଠିକାଦାରଙ୍କ ଅବହେଳା ପାଇଁ ସାଧାରଣ ଜନତା ହନ୍ତସନ୍ତ; ଅସ୍ଥାୟୀ ବ୍ୟବସ୍ଥାର ବିଫଳତା ଉପରେ ଉଠିଲା ପ୍ରଶ୍ନ ଉମରକୋଟ : ଲଗାଣ ବର୍ଷାରେ ନବରଙ୍ଗପୁର ଜିଲ୍ଲାର ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ ଉମରକୋଟ–ରାଇଘର ମୁଖ୍ୟ

ଲାଇଫ ଜ୍ୟାକେଟ୍‌ ପିନ୍ଧି ୧୫ ବନ୍ୟା ବିପନ୍ନଙ୍କୁ ଉଦ୍ଧାର କଲେ ଜିଲ୍ଲାପାଳ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ବନ୍ୟା ଜଳରେ ଫସିଥିବା ଲୋକଙ୍କୁ ଉଦ୍ଧାର କଲେ ଜିଲ୍ଲାପାଳ । ନିଜେ ଲାଇଫ୍ ଜ୍ୟାକେଟ୍ ପିନ୍ଧି କେସିଙ୍ଗା ସ୍ଥିତ ବେଲଖଣ୍ଡି ଶିବ ମନ୍ଦିରରୁ ବନ୍ୟା ୧୫ ଜଣଙ୍କୁ ଉଦ୍ଧାର କରିଛନ୍ତି କଳାହାଣ୍ଡି ଜିଲ୍ଲାପାଳ ସଚିନ ପାୱାର ପ୍ରକାଶ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷ

ରେଳ ଫାଟକ ନିକଟରୁ ଗଂଜେଇ ଜବତ…

ବାଲୁଗାଁ: ଟାଙ୍ଗୀ ରେଞ୍ଜ ଅବକାରୀ ନିରୀକ୍ଷକ ଅଜିତ ପାତ୍ରଙ୍କ ତତ୍ତ୍ୱାବଧାନରେ ବୁଧବାର ଟାଙ୍ଗୀ ଥାନା ଅନ୍ତର୍ଗତ କାଳୁପଡ଼ାଘାଟ ରେଳ ଫାଟକ ନିକଟରେ ଚଢ଼ାଉ କରି ୨ କେଜି ୨୦୦ ଗ୍ରାମ୍ ଗଞ୍ଜେଇ ଜବତ କରାଯାଇଛି। ଜବ ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୨୨ ହଜାର ଟଙ୍କା ହେବ ବୋଲି ଜଣାପଡିଛି। ଏ

ରଣପୁର ତହସିଲରେ ଔଷଧୀୟ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ…

ନୟାଗଡ଼,୨୯/୦୭(ନିସର୍ତ୍ତ):ନୟାଗଡ଼ ଜିଲ୍ଲାର ରଣପୁର ତହସିଲ କାର୍ଯ୍ୟାଳୟ ପରିସରରେ ଆଜି ତହସିଲଦାର ଏବଂ ସମସ୍ତ ସରକାରୀ କର୍ମଚାରୀଙ୍କ ମିଳିତ ଉଦ୍ୟମରେ ଔଷଧୀୟ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରଣପୁର ତହସିଲଦାର ଶ୍ରୀ ଆର୍ଯ୍ୟ କୁମାର ସର୍ବଦମନଙ୍କ ତତ୍ତ୍ୱାବଧାନରେ

ଖୋର୍ଦ୍ଧାରେ ଖୋଲିବ ଜାତୀୟ ଫୋରେନ୍‌ସିକ୍‌ ବିଜ୍ଞାନ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌

ନୂଆଦିଲ୍ଲୀ: ସାରା ଦେଶରେ ଜାତୀୟ ଫୋରେନ୍ସି ସାଇନ୍‌ସେସ୍‌ ବିଶ୍ବବିଦ୍ୟାଳୟ (ଏନ୍‌ଏଫ୍‌ଏସ୍‌ୟୁ)ର ୯ଟି କ୍ୟାମ୍ପସ ଖୋଲିବାକୁ କେନ୍ଦ୍ର ସରକାର ଅନୁମୋଦନ ଦେଇଛନ୍ତି। ସେଥିରୁ ଗୋଟିଏ କ୍ୟାମ୍ପସ ଓଡ଼ିଶାର ଖୋର୍ଦ୍ଧାରେ ଖୋଲାଯିବ। ଏହି ପ୍ରକଳ୍ପ ପାଇଁ ଜମି ଆବଣ୍ଟନ ପ୍ରକ୍ରିୟା ଶେଷ

ଲକ୍ଷ୍ମୀ ଯୋଜନାକୁ ମଞ୍ଜୁରୀ, ଦିଲ୍ଲୀରେ ମହିଳାଙ୍କୁ ମାସକୁ ମିଳିବ ୨୫୦୦ ଟଙ୍କା

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ଦିଲ୍ଲୀ ଲକ୍ଷ୍ମୀ ଯୋଜନାକୁ ମଞ୍ଜୁରୀ ଦେଇଛି । ୨୮ ଜୁଲାଇରେ କ୍ୟାବିନେଟ ବୈଠକରେ ଏହାକୁ ମଞ୍ଜୁରୀ ଦିଆଯାଇଛି । ଏହା ଅଧିନରେ ମହିଳାଙ୍କୁ ମାସକୁ ୨,୫୦୦ ଟଙ୍କା ଆର୍ଥିକ ସହାୟତା ମିଳିବ । ମୁଖ୍ୟମନ୍ତ୍ରୀ

ସମାଜ ସଂସ୍କାରକ ଈଶ୍ଵରଚନ୍ଦ୍ର ବିଦ୍ୟାସାଗରଙ୍କ ତିରୋଧାନ ଦିବସରେ ସ୍ମରଣ ସଭା

ଶିକ୍ଷାରେ ଅନ୍ଧ ବିଶ୍ବାସ ଓ ଅବୈଜ୍ଞାନିକ ଚିନ୍ତା ବିରୋଧରେ ଦୃଢ଼ ପଦକ୍ଷେପ ଆବଶ୍ୟକ: ପୂଜ୍ୟ ପୂଜା ସମିତି ବ୍ରହ୍ମପୁର : ମହାନ୍ ସମାଜ ସଂସ୍କାରକ, ନାରୀ ଶିକ୍ଷାର ପ୍ରଣେତା ତଥା "ଦୟାର ସାଗର" ନାମରେ ପରିଚିତ ଈଶ୍ଵରଚନ୍ଦ୍ର ବିଦ୍ୟାସାଗରଙ୍କ ଆଜି ୧୩୫ତମ ତିରୋଧାନ ଦିବସରେ ସାଂସ୍କୃତିକ

ଲୋକସଭାରେ ପାରିତ ହେଲା ଆଣ୍ଟି ପେପର ଲିକ୍ ସଂଶୋଧନ ବିଲ୍ ୨୦୨୬

ନୂଆଦିଲ୍ଲୀ : ଲୋକସଭାରେ ହଙ୍ଗାମା ମଧ୍ୟରେ ଆଣ୍ଟି ପେପର ଲିକ୍ ସଂଶୋଧନ ବିଲ୍ ୨୦୨୬ ପାରିତ ହୋଇଛି । ଏବେ ଆଲୋଚନା ଲାଗି ବିଲ୍ କୁ ରାଜ୍ୟସଭାରେ ଉପସ୍ଥାପନ କରାଯିବ। ବିରୋଧୀ ଦଳର ହଟ୍ଟଗୋଳ ମଧ୍ୟରେ ବିଲ୍ କୁ ଗୃହର ମଞ୍ଜୁରୀ ମିଳିଛି । ବାଚସ୍ପତି ଓମ ବିର୍ଲା ଆଣ୍ଟି ପେପର ଲିକ୍ ବିଲ

କୋଇଲା ବ୍ଲକ ଆବଣ୍ଟନ ମାମଲା, ଦିବଂଗତ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ କ୍ଲିନ୍ ଚିଟ୍

ନୂଆଦିଲ୍ଲୀ : ବହୁଚର୍ଚ୍ଚିତ କୋଇଲା ବ୍ଲକ୍ ଆବଣ୍ଟନ ମାମଲାରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଆଶ୍ବସ୍ତି ମିଳିଛି । ତାଙ୍କ ବିରୋଧରେ ଚାଲୁଥିବା ଆପରାଧିକ ମାମଲାକୁ ବୁଧବାର ସୁପ୍ରିମକୋର୍ଟ ରଦ୍ଦ କରିଦେଇଛନ୍ତି । ସିବିଆଇ ଦାଖଲ କରିଥିବା କ୍ଲୋଜର ରିପୋର୍ଟକୁ ଗ୍ରହଣ କରି