ଆସନ୍ତାକାଲି ଶ୍ରୀକ୍ଷେତ୍ରରେ ବଡ଼ବଡ଼ିଆ ଡାକିବେ ଶ୍ରଦ୍ଧାଳୁ

ପୁରୀ : ଆସନ୍ତାକାଲି ପବିତ୍ର ଦୀପାବଳି ବା ପୟାଶ୍ରାଦ୍ଧ। ଶ୍ରୀକ୍ଷେତ୍ରରେ କାଉଁରିଆ କାଠି ଜାଳି ବଡ଼ବଡ଼ିଆ ଡାକିବେ ଶ୍ରଦ୍ଧାଳୁ  । ଶ୍ରୀମନ୍ଦିର ସିଂହଦ୍ଵାର ଠାରେ ପ୍ରବଳ ଭକ୍ତଙ୍କ ସମାଗମ ହେବ । ଭକ୍ତଙ୍କ ସୁରକ୍ଷା, ଶୃଙ୍ଖଳିତ ଭାବେ ବଡ଼ବଡ଼ିଆ ଡାକିବା ପାଇଁ ପୁରୀ ପୋଲିସ ପକ୍ଷରୁ ବ୍ୟାପକ

ଟ୍ୟୁସନ ସାର୍‌ଙ୍କୁ ଗୁଳିମାଡ଼

ଭୁବନେଶ୍ୱର: ବିଚ୍ ରାସ୍ତାରେ ଟ୍ୟୁସନ ସାର୍‌ଙ୍କୁ ଗୁଳିମାଡ଼।ମୟୁରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ମାଙ୍କଡାପାଳ ଗାଁରେ ଗତକାଲି ଏହି ଘଟଣା ଘଟିଛି। ଏହି ଗୁଳିମାଡ଼ରେ ଗୁରୁତର ହୋଇଛନ୍ତି ମାଙ୍କଡାପାଳ ଗାଁର ସଞ୍ଜୟ କୁମାର ନାୟକ। ଗତକାଲି ସନ୍ଧ୍ୟାରେ ଘରକୁ ଫେରୁଥିବା ବେଳେ ହଠାତ୍ କେହି

ମହାନ୍ ସଂଘ ତରଫରୁ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ…

ବ୍ରହ୍ମପୁର ତା:୧୯/୧୦/ମହାନ୍ ସଂଘ ର ଚାଳିଶିତମ ବାର୍ଷିକ ଉତ୍ସବ ଅବସରରେ ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ବିଭିନ୍ନ ବର୍ଗରୁ ପ୍ରତି ଯୋଗିତା ସଂଘ ସଭାପତି ଶ୍ରୀଯୁକ୍ତ ଶୁସାନ୍ତ କୁମାର ସାବତଙ୍କ ପ୍ରତ୍ୟକ୍ଷ ତତ୍ୱାଧନର ରେ,ଗୁରୁକୁଳ ଇଣ୍ଟରନେସେନାଲ୍ ପବ୍ଲିକ ସ୍କୁଲ ଠାରେ ଆୟୋଜିତ ହୋଇଯାଇଛି।

ଅନ୍ତ୍ୟୋଦୟ ଗୃହ ଯୋଜନାର ପ୍ରଥମ କିସ୍ତି ଅର୍ଥ ରାଶି ପ୍ରଦାନ ।

ମାଲକାନଗିରି :ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ କାଲିମେଳା ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଅଂତ୍ୟୋଦୟ ଗୃହ ଯୋଜନାରେ ନୂତନ ଗୃହ ମଞ୍ଜୁର ହୋଇଥିବା ସମସ୍ତ ହିତାଧିକାରୀଙ୍କ ଗୃହ ନିର୍ମାଣ ନିମନ୍ତେ ପ୍ରଥମ କିସ୍ତି ୪୦,୦୦୦ ଅର୍ଥ ରାଶି ପ୍ରଦାନ କରାଯାଇଛି । ଏହି

ମାଲକାନଗିରିରେ ଭାଜପା କାର୍ଯ୍ୟାଳୟରେ କଂଗ୍ରେସ ଓ ବିଜେଡିରୁ କାର୍ଯ୍ୟକର୍ତ୍ତାଙ୍କର ମିଶ୍ରଣ ପର୍ବ…

ମାଲକାନଗରି : ଆଜି ମାଲକାନଗିରିର ଭାରତୀୟ ଜନତା ପାର୍ଟି (ଭାଜପା) କାର୍ଯ୍ୟାଳୟରେ ଏକ ଐତିହାସିକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି। ବିଜେଡି ଓ କଂଗ୍ରେସର ବହୁ କାର୍ଯ୍ୟକର୍ତ୍ତା ଆଜି ଏଠାରେ ମିଶିଛନ୍ତି, ଯାହା ସ୍ଥାନୀୟ ରାଜନୈତିକ କ୍ଷେତ୍ରରେ ଏକ ନୂତନ ପରିବର୍ତ୍ତନର ଆଗମନ ସୂଚାଇଛି। ଏହି

ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନିର୍ଦ୍ଧେଶ ନାମା ଓ ଉଚ୍ଚ ନ୍ୟାଳୟ କଟକଣା ଫୁ…!

ସମାଧି ପାଇଲା କି ପୋଲିସ ର ଅପୋରେସନ ଅଗ୍ନି..! ବାଣ କଟକଣା ଉପରେ ସରକାର କିମ୍ବା ପ୍ରଶାସନ ର ଦମ ନାହିଁ….! ବ୍ରହ୍ମପୁର:ଗଞ୍ଜାମ ଜିଲ୍ଲାରେ କାଗଜ କଲମରେ ସବୁଜ ବାଣ ବିକ୍ରି ଓ ଫୁଟେଇବା ସୀମିତ ରହିଛି। ଏହି ସବୁ ନିୟମ ଏବେ ବାଣ ବିକ୍ରି ଓ ଫୁଟେଇବା ଉପରେ ରହିଛି। କିନ୍ତୁ CSIR NEERI

ସୁନାମ୍ବ ସାହି ଦେଇ ଚୋରା ବାଲି ଚାଲାଣ ଯୋଗୁଁ ଅଣନିଶ୍ୱାସୀ ସହର ବାସୀ…..!

ବିନା ଟିପି ବିନା ୱାଇ ଫର୍ମ ରେ ହେଉଛି ଚୋରା ବାଲି ଚାଲାଣ..! ଟ୍ରାଫିକ ସମସ୍ୟା ହେଲେ ବି ପ୍ରଶାସନ ବଟି ଖାଇ ଚୁପ….!ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ସୁନାମ୍ବ ସାହି ଦେଇ ସହ ସହ ଗାଡ଼ିରେ ବାଲି ଚାଲାଣ ସହର ବାସୀ ଅଣନିଶ୍ୱାସୀ। ସଂକୀର୍ଣ୍ଣ ରାସ୍ତାରେ ଏକାଥରକେ ହାଇୱା ଯାତାୟାତ

ଧନତରାସ ରେ ସୁନା ଦର ଆକାଶ ଛୁଆଁ :ଲୋକେ ଏବେ ଝାଡୁ ଦୋକାନ ମୁହାଁ…..!

ବ୍ରହ୍ମପୁର: ଗତ କିଛି ବର୍ଷ ହେଲା ଧନତରାସ ଦିନ ସୁନା କ୍ରୟ କରିବା ଏକ ଫେସନ ରେ ପରିଣତ ହୋଇଛି। ଚଳିତ ବର୍ଷ ସୁନା ଦର ଆକାଶ ଛୁଆଁ ହୋଇଥିବା ଯୋଗୁଁ ମଧ୍ୟବିତ୍ତ ଓ ଗରିବ ଶ୍ରେଣୀର ଲୋକେ ସୁନା ଦୋକାନ ବଦଳେ ଝାଡୁ ଦୋକାନରେ ଭିଡ଼ ଦେଖିବାକୁ ମିଳିଛି। ସୁନା ଦର ଆକାଶ ଛୁଆଁ ସାଙ୍ଗକୁ ଧନତରାସ ଦିନ

ମୁନୀରଙ୍କ ଧମକର କଡ଼ା ଜବାବ ଦେଲେ ରାଜନାଥ

ନୂଆଦିଲ୍ଲୀ: ତାଲିବାନଠାରୁ ନିର୍ମମଭାବେ ପରାସ୍ତ ହୋଇ ରକ୍ତମୁଖା ହୋଇପଡ଼ିଛନ୍ତି ପାକିସ୍ତାନ ସେନାମୁଖ୍ୟ ତଥା ଫିଲଡ ମାର୍ସାଲ ଅସୀମ ମୁନୀର । କିନ୍ତୁ ତାଲିବାନ ବଦଳରେ ସେ ଭାରତକୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି ପାକିସ୍ତାନ କେବେ ବି ନଇଁବ ନାହିଁ । ଯେକୌଣସି ଦୁଃସାହସର ଦୃଢ ଜବାବ

ଟ୍ରମ୍ପଙ୍କ ଶୁଳ୍କ ଯୁଦ୍ଧ ସହ ଜିଏସଟି ସଂସ୍କାରର କୌଣସି ସଂପର୍କ ନାହିଁ: ସୀତାରମଣ

ନୂଆଦିଲ୍ଲୀ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାର କହିଛନ୍ତି ଯେ ଜିଏସଟି (GST) ହ୍ରାସର ପ୍ରଭାବ ସାଧାରଣ ଜନତାଙ୍କ ଉପରେ ପଡିଛି। ତେବେ ସରକାର ୫୪ଟି ସାମଗ୍ରୀର ଦର ଉପରେ ନଜର ରଖିଛନ୍ତି, ଯେପରିକି ଦର ହ୍ରାସର ସୁଫଳ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚିବ । ଶନିବାର ଅନୁଷ୍ଠିତ ଏକ