Sign in
Sign in
Recover your password.
A password will be e-mailed to you.
ପ୍ରବଳ ବର୍ଷା ପାଇଁ ଯାଜପୁର ଜିଲ୍ଲାରେ ସ୍କୁଲ ବନ୍ଦ
ଯାଜପୁର: ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଯାଜପୁର ପ୍ରଶାସନ ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ବେସରକାରୀ ଶିକ୍ଷାନୁଷ୍ଠାନ ସମେତ ଜିଲ୍ଲାର ସମସ୍ତ ସ୍କୁଲ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛି।
ଜିଲ୍ଲା ଶିକ୍ଷା ଅଧିକାରୀ (DEO)ଙ୍କ ଦ୍ୱାରା ଜାରି ଏକ ନିର୍ଦ୍ଦେଶ ଅନୁଯାୟୀ, ୨୮ ଜୁଲାଇ ଦିନ!-->!-->!-->…
ଲଗାଣ ବର୍ଷାରେ ପ୍ରଭାବିତ ଜିଲ୍ଲାବାସୀଙ୍କ ସ୍ୱାସ୍ଥ୍ୟ ପରିସ୍ଥିତି ସମୀକ୍ଷା କଲେ ସ୍ୱାସ୍ଥ୍ୟ ସଚିବ
ଭୁବନେଶ୍ୱର: ରାଜ୍ୟରେ ଅତ୍ୟଧିକ ବର୍ଷା ପ୍ରଭାବିତ ଜିଲ୍ଲା ଗୁଡିକରେ ଜଳସ୍ତର ବୃଦ୍ଧି ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ପ୍ରସ୍ତୁତି ସମୀକ୍ଷା କରାଯାଇଛି | ବିଭାଗର କମିଶନର-ତଥା-ଶାସନ ସଚିବ ଅସ୍ବତୀ ଏସ. ଆଜି ପ୍ରଭାବିତ ଜିଲ୍ଲାଗୁଡ଼ିକର ପ୍ରସ୍ତୁତି!-->…
ଭିଜିଲାନ୍ସ ଜାଲରେ ପୂର୍ବତନ ଆରଆଇ
ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ଫସିଲେ ଢେଙ୍କାନାଳ ଜିଲା ପର୍ଜଙ୍ଗ ତହସିଲ ଅନ୍ତର୍ଗତ କନ୍ଦରସିଂହା ରାଜସ୍ୱ ସର୍କଲର ପୂର୍ବତନ ରାଜସ୍ୱ ପରିଦର୍ଶକ(ଆରଆଇ) ମାଳତୀ ଦେହୁରୀ। ଜମି ମ୍ୟୁଟେସନ୍ ରିପୋର୍ଟ ଦେବା ବଦଳରେ ଲାଞ୍ଚ ନେବା ଅଭିଯୋଗରେ ସ୍ୱତନ୍ତ୍ର ବିଚାରପତି, ଭିଜିଲାନ୍ସ, ଢେଙ୍କାନାଳ ଦୋଷୀ!-->…
ବର୍ଷା-ବନ୍ୟା ପାଇଁ ଆସନ୍ତାକାଲି ଭଦ୍ରକ ଓ ବାଲେଶ୍ବର ଜିଲ୍ଲାର ସମସ୍ତ ବିଦ୍ୟାଳୟ ଓ ଅଙ୍ଗନୱାଡି ବନ୍ଦ
ଭୁବନେଶ୍ବର: ବନ୍ୟା ସ୍ଥିତି ଓ ଲଗାଣ ବର୍ଷା ପାଇଁ ଆସନ୍ତାକାଲି ଭଦ୍ରକ ଓ ବାଲେଶ୍ବର ଜିଲ୍ଲାର ସମସ୍ତ ବିଦ୍ୟାଳୟ ଓ ଅଙ୍ଗନୱାଡି ବନ୍ଦ ରହିବ । ଏନେଇ ନିର୍ଦ୍ଦେଶ ଦେଇଛନ୍ତି ଭଦ୍ରକ ଓ ବାଲେଶ୍ବର ଜିଲ୍ଲାପାଳ । ବର୍ଷା ଓ ବନ୍ୟା ସ୍ଥିତିକୁ ଦେଖି ଜିଲ୍ଲାର ସମସ୍ତ ସରକାରୀ, ସରକାରୀ!-->…
୫୫ ବର୍ଷୀୟ ବ୍ୟକ୍ତିଙ୍କୁ ଟାଣିନେଲା କୁମ୍ଭୀର
ଯାଜପୁର ଟାଉନ: ଗାଧୋଇବା ବେଳେ ଜଣଙ୍କୁ ଟାଣି ନେଲା କୁମ୍ଭୀର । ଯାଜପୁର ଦେଇ ପ୍ରବାହିତ ଖରସ୍ରୋତା ନଦୀରେ ଗାଧୋଇବା ବେଳେ ଟାଣି ନେଲା କୁମ୍ଭୀର । ଯାଜପୁର ବ୍ଲକ ଛତିଶଦେବିଲ ଷୋଳବାଟି ଗାଁ ନିକଟସ୍ଥ ଖରସ୍ରୋତା ନଦୀରେ ଗୋଧୋଉଥିଲେ ଜଣେ ୫୫ ବର୍ଷ ବୟସ୍କ ଲୋକ । ଗାଧୋଇବା ବେଳେ ତାଙ୍କୁ!-->…
ବୈତରଣୀରେ ବନ୍ୟା ଆଶଙ୍କା, ପ୍ରଶାସନ ସଜାଗ
ଯାଜପୁର ଟାଉନ: ଉପରେ ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବୈତରଣୀ ନଦୀର ଜଳସ୍ତର ବୃଦ୍ଧି । ବିପଦ ସଂକେତ ଟପିଛି ବୈତରଣୀ ନଦୀର ଜଳସ୍ତର। ଆଖୁଆପଦାଠାରେ ନଦୀର ବିପଦ ସଂକେତ ୧୮.୩୩ ମିଟର ଥିବାବେଳେ ଏବେ ବିପଦ ସଂକେତ ଅତିକ୍ରମକରି ୧୮.୪୮ ଉପରେ ପ୍ରବାହିତ ହେଉଛି । ତେଣୁ ନଦୀକୂଳିଆ ଲୋକଙ୍କୁ!-->…
ଭିତରକନିକାରେ ୧୧୭ଟି କୁମ୍ଭୀର ବସା ଚିହ୍ନଟ
ରାଜନଗର: କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ଚଳିତ ବର୍ଷର କୁମ୍ଭୀର ବସା ଗଣନା କାର୍ଯ୍ୟ ସଫଳତାର ସହ ଶେଷ ହୋଇଛି । ଭିତରକନିକା ଜାତୀୟ ଉଦ୍ୟାନରେ ଶେଷ ହୋଇଛି କୁମ୍ଭୀର ବସା ଗଣନା । ଚଳିତବର୍ଷ ୧୧୭ ଟି କୁମ୍ଭୀର ବସା ଗଣନା କରାଯାଇଛି । କନିକା ରେଞ୍ଜରେ!-->…
ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ନଦୀରେ ବଢୁଛି ଜଳସ୍ତର, ସାଳନ୍ଦୀ, ଜଳକା ଓ ବୈତରଣୀରେ ବନ୍ୟା ଆଶଙ୍କା
ଭୁବନେଶ୍ୱର : ସନ୍ଧ୍ୟା ସୁଦ୍ଧା ସାଳନ୍ଦୀ, ଜଳକା ଓ ବୈତରଣୀରେ ବନ୍ୟା ଆଶଙ୍କା । ଭଦ୍ରକ ରାଜଘାଟରେ ବିପଦ ସଂକେତ ଉପରେ ବୈତରଣୀର ଜଳସ୍ତର ରହିଛି । ବାଲେଶ୍ୱର ଜିଲ୍ଲା ନୀଳଗିରିରେ ସର୍ବାଧିକ ବର୍ଷା ହୋଇଛି । ଏଥିଯୋଗୁ ଭଦ୍ରକ, ଧାମନଗର, ଚାନ୍ଦବାଲି, ଦଶରଥପୁରରେ ପ୍ରଭାବିତ ହେବ। ଚାଷ!-->…
ବାପାକୁ ହତ୍ୟା କଲା ପୁଅ
ଭୁବନେଶ୍ୱର : ରାଜଧାନୀରେ ବାପାକୁ ପଥରରେ ଛେଚି ହତ୍ୟା କଲା ପୁଅ । ଭୁବନେଶ୍ବର ମଞ୍ଚେଶ୍ବର ଥାନା ମଞ୍ଚନାଥ ବିହାରରୁ ଆସିଛି ଏହି ଅଭିଯୋଗ । ମୃତକ ହେଉଛନ୍ତି କଣ୍ଟ୍ରାକ୍ଟର କେ ବିଶ୍ବନାଥ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ମିଳିବା ପରେ ତଦନ୍ତ ଆରମ୍ଭ କରିଛି କମିଶନରେଟ୍!-->…
ଇଣ୍ଡିଆନ୍ ଆଇଡଲ୍ ବିଜେତା ଜ୍ୟୋତିର୍ମୟୀଙ୍କୁ ୫ ଲକ୍ଷ ଟଙ୍କାରେ ସମ୍ମାନିତ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ଇଣ୍ଡିଆନ୍ ଆଇଡଲ୍ ବିଜେତା ଜ୍ୟୋତିର୍ମୟୀଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ । ଘୋଷଣା କଲେ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି । ଚଳିତ ବର୍ଷର ଇଣ୍ଡିଆନ୍ ଆଇଡଲ୍- ସିଜିନ୍ ୧୬ର ବିଜେତା ଜ୍ୟୋତିର୍ମୟୀ ନାୟକଙ୍କୁ ଆଜି ନିଜ ସରକାରୀ ବାସଭବନରେ ସମ୍ବର୍ଦ୍ଧିତ କରିଛନ୍ତି!-->…