ରାଜ୍ୟ କ୍ୟାବିନେଟରେ ୧୨ଟି ପ୍ରସ୍ତାବକୁ ଅନୁମୋଦନ, ଇସ୍ପାତ ଓ ଖଣି ବିଭାଗର ୨ଟି ପ୍ରସ୍ତାବ ଉପରେ ମୋହର

ଭୁବନେଶ୍ୱର : ରାଜ୍ୟ କ୍ୟାବିନେଟରେ ୧୨ଟି ପ୍ରସ୍ତାବକୁ ଅନୁମୋଦନ । ୯ଟି ବିଭାଗର ୧୨ଟି ପ୍ରସ୍ତାବକୁ କ୍ୟାବିନେଟର ଅନୁମୋଦନ । ଇସ୍ପାତ ଓ ଖଣି ବିଭାଗର ୨ଟି ପ୍ରସ୍ତାବ ଉପରେ ମୋହର । ଅର୍ଥ, ଆଇଟି ସମେତ ବିଭିନ୍ନ ବିଭାଗର ପ୍ରସ୍ତାବକୁ ମଞ୍ଜୁରୀ । SC/ST…

ଜବରଦଖଲ ହଟାଓ ଅଭିଯାନ: ଘର ଛାଡିଲେ ବାଂଲାଦେଶୀ

ଜଗତସିଂହପୁର: ବାଂଲାଦେଶୀ ହଟାଓ ଅଭିଯାନ । ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବାଂଲାଦେଶୀ ହଟାଅ ଅଭିଯାନ ଜୋରଦାର କରାଯାଇଛି । ବିଭିନ୍ନ ସ୍ଥାନରେ ବେଆଇ ଭାବରେ ସରକାରୀ ଜାଗାରେ ଥିବା ସନ୍ଦିଗ୍ଧ ବାଂଲାଦେଶୀଙ୍କ ଘରକୁ ଭଙ୍ଗାଯାଉଛି । ଫଳରେ ବେହେରାମପୁର ନିକଟରେ ସରକାରୀ ଜାଗାକୁ ଜବରଦଖଲ…

ହ୍ୟୁମାନଙ୍କ ମୃତ୍ୟୁକୁ ନେଇ ବିବାଦ, ୨ ମ୍ୟାନଜରଙ୍କ ବିରୋଧରେ ଏତଲା

ବଲାଙ୍ଗିର: ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରୀର ଚର୍ଚ୍ଚିତ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ନେଇ ଆରୋପ ପ୍ରତ୍ୟାରୋପ ଲାଗି ରହିଛି । ହ୍ୟୁମାନଙ୍କ ମା ପୂର୍ବରୁ ଅଭିଯୋଗ ଆଣିଥିଲେ ଯେ ତାଙ୍କ ପୁଅକୁ ବ୍ୟବହାର କରାଯାଇଛି ଏବଂ ଜାଣି ଜାଣି ମାରି ଦିଆଯାଇଛି । ଆଜି ଏହି ଘଟଣାରେ ହ୍ୟୁମାନଙ୍କ ଦୁଇ…

ଲୁଣ ଭାବି ଥିମେଟ୍ ଖାଇଦେଲେ ୩ ଶିଶୁ: ଅବସ୍ଥା ଗୁରୁତର

ନୀଳଗିରି: ଲୁଣ ଭାବି ଥିମେଟ୍ ଖାଇଦେଲେ । ଗୁରୁତର ୩ ଜଣ ଶିଶୁ ଡାକ୍ତରଖାନାରେ ଭର୍ତ୍ତି । ବାଲେଶ୍ୱର ଜିଲ୍ଲା ନୀଳଗିରି ମହିଷାପଟା ପଞ୍ଚାୟତ ଶାଳବଣି ରାଜାସାହିରେ ଘଟିଛି ଅଘଟଣ । ପରିବାର ଲୋକେ ବିଲକୁ ଧାନ କାଟିବାକୁ ଯାଇଥିବା ବେଳେ କିଛି ପିଲା ଗାଁ ଦାଣ୍ଡରେ ଖେଳୁଥିଲେ ।…

ସାଲିଆ ସାହି ବସ୍ତିରେ ବୁଲିବ ତାରବାଡ, ଅନୁପ୍ରବେଶକାରୀଙ୍କୁ ପ୍ରବେଶ ମନା

ଭୁବନେଶ୍ବର: ସାଲିଆ ସାହି ବସ୍ତିକୁ ନୋ ଏଣ୍ଟ୍ରି । ବୁଲିବ ତାରବାଡ । ପ୍ରବେଶ କରିପାରିବେ ନାହିଁ ଅନୁପ୍ରବେଶକାରୀ । ଗତକାଲି ସାଲିଆ ସାହି ବସ୍ତି ଉଚ୍ଛେଦ ଅଭିଯାନ ଶେଷ ହୋଇଛି । ପ୍ରାୟ ୩ ଦିନ ଧରି ଏହି ଅଭିଯାନ ଚାଲିଥିବା ବେଳେ ହଜାର ହଜାର ଲୋକେ…

୭ ଦିନ ମଧ୍ୟରେ ବାଲିଯାତ୍ରା ପଡ଼ିଆ ସଫେଇ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ହାଇକୋର୍ଟରେ କଟକ ସହର ସମସ୍ୟା ମାମଲାର ଶୁଣାଣି ବେଳେ ବାଲିଯାତ୍ରା ଶେଷ ହେବା ପରେ ପଡ଼ିଆ ସଫେଇ ହୋଇ ନଥିବାରୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଅଦାଲତ । ୩୫ ଲକ୍ଷ ଟଙ୍କା ବ୍ୟୟ କରାଯାଇ ଘରୋଇ ଏଜେନ୍ସିକୁ ସଫେଇ ଦାୟିତ୍ବ ଦିଆଯାଇଥିଲେ ମଧ୍ୟ ସଫେଇ ଏକପ୍ରକାର ପ୍ରହସନ ହୋଇଥିବା…

ଗାଁ ପଡିଆରୁ ଅର୍ଦ୍ଧଦଗ୍ଧ ମୃତଦେହ ଜବତ କଲା କୋଣାର୍କ ପୋଲିସ

ଭୁବନେଶ୍ବର: ଗାଁ ପଡିଆରେ ଅର୍ଦ୍ଧଦଗ୍ଧ ମୃତଦେହ । କୋଣାର୍କ ଥାନା ରଇତିସାହି ଗାଁ ପଡିଆରେ ପଡିଛି ଜଣେ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ । ଗାଁ ଲୋକେ ଦେଖି କୋଣାର୍କ ପୋଲିସକୁ ଖବର ଦେଇଥିଲେ । ତେବେ ଯୁବକ ଜଣକ କିଏ ତାଙ୍କ ପରିଚୟ ମିଳିପାରିନାହିଁ । ତାଙ୍କ ପାଦରେ ଚପଲ…

ବସ୍ତିବାସୀଙ୍କୁ ଶସ୍ତାରେ ଘର ଯୋଗାଇବେ ରାଜ୍ୟ ସରକାର

ଭୁବନେଶ୍ବର: ରାଜ୍ୟ ସରକାର ବସ୍ତିବାସୀଙ୍କୁ ଶସ୍ତାରେ ଘର ଯୋଗାଇ ଦେବେ। ଭୁବନେଶ୍ବରରେ ପ୍ରାଥମିକ ଭାବେ ୯୦ଟି ଘର ନିର୍ମାଣ ହୋଇଛି। ଏହି ଘରଗୁଡ଼ିକୁ ବସ୍ତି ଅଞ୍ଚଳରେ ରହୁଥିବା ଲୋକେ କିଣିବା ପାଇଁ ବ୍ୟବସ୍ଥା ହୋଇଛି। ପ୍ରାୟ ୧୪ରୁ ୫୦ଲକ୍ଷ ଟଙ୍କା ଭିତରେ ଘର ବିକ୍ରି କରାଯିବ। ଏହି ଲକ୍ଷ୍ୟ…

ଗଞ୍ଜାମ ଜିଲ୍ଲାର ମାଫିଆ ମାନେ ବାବୁ ମାନଙ୍କ ଭାଗ୍ୟ ବିଧାତା : ବୋଲ ନମାନିଲେ ଜିଲ୍ଲା ଛାଡିବାକୁ ବାଧ୍ୟ…!

ବ୍ରହ୍ମପୁର: ଡ଼ବଲ ଇଞ୍ଜିନ ସରକାର ଆସିବା ପରେ ବାଲି ମାଫିଆ ଜମି ମାଫିଆ ଏବଂ ମଦ ମାଫିଆ ମାନଙ୍କ ମନ ମାନି ବଢ଼ିବାରେ ଲାଗିଛି। ବାଲି ମାଫିଆ ମାନେ ସ୍ଥାନୀୟ ନେତାଙ୍କ ସହ ହାତକୁ ହାତ ମିଶାଇବା ଫଳରେ ମାଫିଆ ମାନେ ନେତା ମାନଙ୍କ ଗେଲ୍ହା ପୁଅ ସାଜିଥିବା ଏବେ ଚର୍ଚ୍ଚା ହେଉଛି। ନେତାଙ୍କ ପୋଷା…

ଏସ.ଆଇ. ପରୀକ୍ଷା ଦୁର୍ନୀତି ମାମଲା: ତିନି ମୁଖ୍ୟ ଅଭିଯୁକ୍ତଙ୍କ ଜାମିନ ଖାରଜ, ସିବିଆଇର ମାମଲା ସ୍ଥାନାନ୍ତର…

ବ୍ରହ୍ମପୁର : ଓଡ଼ିଶାରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ପୋଲିସ୍ ସବ୍-ଇନ୍ସପେକ୍ଟର (SI) ନିଯୁକ୍ତି ପରୀକ୍ଷା ଦୁର୍ନୀତି ମାମଲାରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦିନ ଥିଲା। ମାନ୍ୟବର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଏହି ମାମଲାରେ ଗିରଫ ହୋଇଥିବା ତିନିଜଣ ମୁଖ୍ୟ ଅଭିଯୁକ୍ତଙ୍କ ଜାମିନ ଆବେଦନକୁ…