ବ୍ରହ୍ମାକୁମାରୀସ୍, ଶାନ୍ତିକୁଣ୍ଡ ପକ୍ଷରୁ ‘ପ୍ରଭୁ ଉପହାର ରିଟ୍ରିଟ ସେଣ୍ଟର’ରେ “ପ୍ରଭୁ ମଞ୍ଜୁଳ…
ବ୍ରହ୍ମପୁର : ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ, ଶାନ୍ତିକୁଣ୍ଡ ତରଫରୁ ରାଜଯୋଗିନୀ ବ୍ରହ୍ମାକୁମାରୀ ମଞ୍ଜୁ ଦିଦିଙ୍କ ପ୍ରଥମ ପୁଣ୍ୟତିଥି ପାଳନ ଉପଲକ୍ଷେ ତ୍ରିଦିବସୀୟ ଶ୍ରୀମଦ୍ ଭଗବତ୍ ଗୀତା ପ୍ରବଚନ ମାଳାର ଉଦଯାପନୀ ସମାରୋହ ତଥା "ପ୍ରଭୁ ମଞ୍ଜୁଳ ମିଳନ ସ୍ତମ୍ଭ"ର!-->…