ସରକାରୀ କାର୍ଯ୍ୟକ୍ରମରେ ବନ୍ଦେ ମାତରମ୍ ବଦଳରେ ବାଜିଲା ଲତା ମଙ୍ଗେସକରଙ୍କ ଗୀତ, ସିନ୍ଦେ ମାଗିଲେ କ୍ଷମା

ମୁମ୍ବାଇ : ମୁମ୍ବାଇ ଥାନେ ଜିଲ୍ଲାରେ ଆୟୋଜିତ ଏକ ସରକାରୀ କାର୍ଯ୍ୟକ୍ରମରେ ବନ୍ଦେ ମାତରମ୍ ବଦଳରେ ବାଜିଲା ଲତା ମଙ୍ଗେସକରଙ୍କ ଗୀତ । ଥାଣେରେ ଆୟୋଜିତ ଏକ ସରକାରୀ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ମଞ୍ଚ ଉପରେ ଉପସ୍ଥିତ ଥିଲେ । ଏହି ସମୟରେ ବନ୍ଦେ ମାତରମ୍ ଗାଇବା…

ସୁଟକେସରୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ଭଉଣୀଙ୍କୁ ହତ୍ୟା କଲା ଭାଇ

ନୂଆଦିଲ୍ଲୀ: ଦିଲ୍ଲୀର ବୁରାଡ଼ି ଅଞ୍ଚଳରୁ ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି । ଏକ ସୁଟକେସରୁ ଜଣେ ଯୁବତୀଙ୍କ ମୃତଦେହ ମିଳିଛି । ଏହି ମାମଲାରେ ମୃତ ଯୁବତୀଙ୍କ ଚାଚା ପୁଅ ଭାଇ ଅଭିନାଶ ସାମିଲ ଥିବା ଜଣାପଡିଛି । ଅଭିଯୁକ୍ତ ତାଙ୍କ ଭଉଣୀଙ୍କୁ ପ୍ରେମ ସମ୍ପର୍କ ସନ୍ଦେହରେ ହତ୍ୟା କରି…

କୋଲକତା ଏୟାରପୋର୍ଟ ATC ବିଲିଡିଂରେ ଅଗ୍ନିକାଣ୍ଡ

କୋଲକତା : କୋଲକତା ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ATC ବିଲିଡିଂର ଦ୍ବିତୀୟ ମହଲାରେ ଅଗ୍ନିକାଣ୍ଡ ଘଟିଛି । ସୂଚନା ମିଳିବା ପରେ ଏୟାରପୋର୍ଟ ଫାୟର ସର୍ଭିସ ନିଆଁକୁ ଆୟତ୍ତ କରିଥିଲା । ଏୟାରପୋର୍ଟ ଅଥରିଟିର ୨ଟି ଦମକଳ ଗାଡ଼ି ଘଟଣା ସ୍ଥଳରେ ପହଞ୍ଚିଥିଲା ।…

ଟ୍ରକ୍ ସହ ଧକ୍କା ହେଲା ଯାତ୍ରୀବାହୀ ଗାଡି, ୮ ମୃତ ଓ ୨୨ ଆହତ

ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶର ଭିଣ୍ଡ ଜିଲ୍ଲାସ୍ଥିତ ୭୧୯ ନ୍ୟାସନାଲ ହାଇୱେର ଗୋହଦ ଚୌରାହା ଥାନା ଅଞ୍ଚଳର ଛିମକା ଗାଁ ନିକଟରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଗତକାଲି ବିଳମ୍ବିତ ରାତିରେ ଏକ ଯାତ୍ରୀବାହୀ ଗାଡ଼ି ଟ୍ରକ୍ ସହିତ ଧକ୍କା ଖାଇଥିଲା । ଫଳରେ ଏହି ଦୁର୍ଘଟଣାରେ ୮ଜଣଙ୍କର…

ହର୍ମୁଜ୍‌କୁ ନେଇ ତେଜିଲା ବିବାଦ, ଓମାନକୁ ଟ୍ରମ୍ପଙ୍କ ବୋମା ମାଡ଼ ଧମକ

ନୂଆଦିଲ୍ଳୀ: ଓମାନକୁ ଟ୍ରମ୍ପଙ୍କ ବୋମା ମାଡ଼ ଧମକ । ହର୍ମୁଜ୍ କୁ ନେଇ ବଢ଼ିଲା ଟେନସନ୍ । ସହଯୋଗୀ ଓମାନକୁ ଟ୍ରମ୍ପଙ୍କ ଧମକ । ଇରାନ ସହ ବ୍ୟାପକ ଶାନ୍ତି ଚୁକ୍ତି ପାଇଁ ଧାର୍ଯ୍ୟ ହୋଇଥିବା ୬୦ ଦିନିଆ ସମୟସୀମା ଶେଷ ହେବା ସହ ମଧ୍ୟପ୍ରାଚ୍ୟରେ ପୁଣି ଉତ୍ତେଜନା ବଢ଼ିଛି । ଏହାରି ମଧ୍ୟରେ…

ଇମ୍ରାନ ଖାନ୍‌ଙ୍କୁ ହସ୍ପିଟାଲ ସ୍ଥାନାନ୍ତର କଲେ ପାକିସ୍ତାନ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପୂର୍ବ କ୍ରିକେଟର ଇମ୍ରାନ୍ ଖାନ୍‌ଙ୍କୁ ସୁପ୍ରିମକୋର୍ଟ ପକ୍ଷରୁ ଆଶ୍ୱସ୍ତି ମିଳିଛି । ରାୱଲପିଣ୍ଡିର ଆଦିଆଲା କାରାଗାରରୁ ଇମ୍ରାନଙ୍କୁ ସିଫା ଇଂଟରନ୍ୟାସନାଲ ହସ୍ପିଟାଲକୁ ୨ ଦିନ ମଧ୍ୟରେ ସ୍ଥାନାନ୍ତର କରିବାକୁ କୋର୍ଟ ନିର୍ଦ୍ଦେଶ…

ରାମ ମନ୍ଦିର ଦାନ ଅର୍ଥ ଦୁର୍ନୀତି ମାମଲା; ଚମ୍ପତ ରାୟ ଓ ଅନିଲ ମିଶ୍ରଙ୍କୁ କ୍ଲିନ୍‌ଚିଟ୍

ଅଯୋଧ୍ୟା : ଅଯୋଧ୍ୟା ଶ୍ରୀ ରାମ ମନ୍ଦିର ଦାନ ଅର୍ଥ ଦୁର୍ନୀତି ମାମଲାରେ ଏସଆଇଟି ନିଜର ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିଛି । ଏହି ରିପୋର୍ଟରେ ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ପୂର୍ବତନ ମହାସଚିବ ଚମ୍ପତ ରାୟ ଏବଂ ଟ୍ରଷ୍ଟର ସଦସ୍ୟ ଅନିଲ ମିଶ୍ରଙ୍କୁ କ୍ଲିନ ଚିଟ୍ ପ୍ରଦାନ…

ଲାଞ୍ଚ ନେଇ ଧରା ହେଲେ CDPO, ଅଫିସ ଓ ଘରେ ଭିଜିଲାନ୍ସ ଚଢ଼ାଉ

ବାଲେଶ୍ବର : ଲାଞ୍ଚ ନେଲା ବେଳେ ମାଡ଼ି ବସିଲା ଭିଜିଲାନ୍ସ । ବାଲେଶ୍ବର  ପୌରପାଳିକା ତଥା ସଦର  ବ୍ଲକ୍ ଦାୟିତ୍ୱରେ ଥିବା ସି. ଡି.ପି.ଓ ମଧୁସ୍ମିତା ମହାନ୍ତିଙ୍କୁ ଗିରଫ କରିଛି ଭିଜିଲାନ୍ସ । ତେବେ ଅଭିଯୋଗ ଅନୁଯାୟୀ ରେମୁଣା ଅଞ୍ଚଳର ରାମଚନ୍ଦ୍ର ନାୟକ ନିଜ ଗାଡ଼ିକୁ ସଦର  ସିଡିପିଓ…

ଓଡ଼ିଶା ଡିଜିପି ନିଯୁକ୍ତି ପ୍ରସଙ୍ଗ; ସେପ୍ଟେମ୍ବର ୨ରେ ପରବର୍ତ୍ତୀ ଶୁଣାଣି

ଭୁବନେଶ୍ୱର : ଓଡ଼ିଶା ଡିଜିପି ନିଯୁକ୍ତି ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ପିଆଇଏଲ ପ୍ରସଙ୍ଗରେ ଆସନ୍ତା ସେପ୍ଟେମ୍ବର ୨ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ସମୟ ଧାର୍ଯ୍ୟ ହୋଇଛି। ସୁପ୍ରିମକୋର୍ଟରେ ଓଡ଼ିଶା ଡିଜିପି ନିଯୁକ୍ତି ମାମଲାରେ ନିଜ ପକ୍ଷ ରଖିଛନ୍ତି ଓଡ଼ିଶା ସରକାର।…

ଯୁବକର ଉନ୍ମତ୍ତ କାଣ୍ଡ, ବାପା, ମାଆ ସହ ପୋଲିସକୁ କଲା ଛୁରା ମାଡ଼

ଗୋପ : ପ୍ରଥମେ ବାପା, ମାଆଙ୍କୁ ଛୁରା ମାଡ଼ କଲା ପୁଅ । ପୁଅକୁ ଧରିବା ପାଇଁ ପୋଲିସ ପହଞ୍ଚିବାରୁ ପୋଲିସକୁ ମଧ୍ୟ ଛୁରା ମାଡ଼ ।  ପୁରୀ ଜିଲ୍ଲା ଗୋପ ଥାନା ଗଣେଶ୍ୱରପୁର ଗାଁର ଦୃଶ୍ୟ ।  ପାରିବାରିକ କଳହରୁ ପ୍ରଥମେ ବାପା,ମାଆକୁ ଛୁରାମାଡ କଲା ପୁଅ। ଖବର ପାଇ ଘଟଣା ସ୍ଥାନରେ ଗୋପ ପୋଲିସ…