ବିପଦ ସଙ୍କେତ ଉପରେ ବୈତରଣୀ ଓ ଜଳକା, ତଳିଆ ଅଞ୍ଚଳ ଉପରେ ନଜର

ଭୁବନେଶ୍ୱର : ବିପଦ ସଙ୍କେତ ଉପରେ ବୈତରଣୀ-ଜଳକା । ଲଗାଣ ବର୍ଷା ଯୋଗୁ ରାଜ୍ୟର ଦୁଇ ପ୍ରମୁଖ ନଦୀ ବୈତରଣୀ ଓ ଜଳକାର ଜଳସ୍ତର ବିପଦ ସଙ୍କେତ ଅତିକ୍ରମ କରିଛି । ଆଜି ସକାଳ ୯ଟା ସୁଦ୍ଧା କେନ୍ଦ୍ରୀୟ ଜଳ ଆୟୋଗର ତଥ୍ୟ ଅନୁସାରେ ୩ଟି ଗେଜ୍ ସାଇଟ୍ ରେ ଏହି ଦୁଇ ନଦୀ ବିପଦ ସଙ୍କେତ ଉପରେ…

ପ୍ରେମିକାକୁ ହତ୍ୟା ଅଭିଯୋଗ, ବନ୍ଧା ହେଲା ପ୍ରେମିକ

ସମ୍ବଲପୁର : ପ୍ରେମିକାକୁ ହତ୍ୟା ଅଭିଯୋଗ, ପ୍ରେମିକ କୋର୍ଟଚାଲାଣ । ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ବୁନ୍ଦୁକାମାଲର ଅଭିଯୁକ୍ତ ପ୍ରେମିକ ଅନୁଜ ଲୁଗୁନ ଗିରଫ । ଗଡ଼ପୋଷ ଫାଣ୍ଡି ଦେଉରୀପଡ଼ାର ଲିଲିମା ଭେଙ୍ଗରାଙ୍କ ଅଭିଯୋଗ କ୍ରମେ ପୋଲିସ ଏହି ହତ୍ୟା ମାମଲାର ପର୍ଦ୍ଦାଫାଶ କରିଛି ।…

ଶ୍ରୀମନ୍ଦିର ଉପରେ ଚଢ଼ିଗଲେ ଶ୍ରଦ୍ଧାଳୁ, ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ

ପୁରୀ: ପୁଣି ଶ୍ରୀମନ୍ଦିର ଉପରେ ଚଢ଼ିଗଲେ ଶ୍ରଦ୍ଧାଳୁ । ଅଳାଁ ବେଢାକୁ ଚଢି ପୂଜାର୍ଚ୍ଚନା କଲେ ଯୁବକ । ଯୁବକଙ୍କୁ ଧରିବାକୁ ଯାଇ ନାକେଦମ ହେଲା ପୋଲିସ । ଦୀର୍ଘ ସମୟର ହାଇଡ୍ରାମା ପରେ ଯୁବକଙ୍କୁ ତଳକୁ ଅଣାଯାଇଥିଲା । ଯୁବକଙ୍କ ପରିଚୟ ଅସ୍ପଷ୍ଟ ଥିବା ବେଳେ ପଚରା ଉଚରା କରାଯାଉଛି ।…

ଜାତି ପ୍ରମାଣପତ୍ର ପାଇଁ ୮ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ରାଜସ୍ୱ ନିରୀକ୍ଷକ

ମାଲକାନଗିରି : ଜାତି ପ୍ରମାଣପତ୍ର ଜାରି ପାଇଁ ଯାଞ୍ଚ ରିପୋର୍ଟ ଦେବା ନିମନ୍ତେ ୮ ହଜାର ଟଙ୍କା ଲାଞ୍ଚ ନେଇ ଓଡ଼ିଶା ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ମାଲକାନଗିରି ତହସିଲ ଅଧୀନ ଝରାପାଲି ସର୍କଲର ରାଜସ୍ୱ ନିରୀକ୍ଷକ (ଆର୍‌ଆଇ) ସୁରଜ ବାଲା। ସୂଚନା ଅନୁଯାୟୀ, ଜଣେ ଆବେଦନକାରୀ ତାଙ୍କ…

ଘରେ ପଶିଲା ବନ୍ୟା ପାଣି, ନିଷ୍କାସନ ଦାବିରେ ରାସ୍ତାକୁ ଓହ୍ଲାଇଲେ ଗ୍ରାମବାସୀ

ବାସୁଦେପୁର : ଚାଷ ଗଲା, ବାସ ବି ଗଲା। ୪ ଥର ବନ୍ୟା ପାଣି ଆସି ସବୁ ବୁଡାଇ ଦେଲା। ବାସହରା କଲାଣି ବହୁ ପରିବାରକୁ। ପାଣି ନିଷ୍କାସନ ପଥକୁ ଅବରୋଧ ପାଇଁ ଏଭଳି ଅବସ୍ଥା ସୃଷ୍ଟି ହୋଇଛି। ପାଣି ନିଷ୍କାସନ ଦାବିରେ ସୁଦର୍ଶନପୁର ପଞ୍ଚାୟତ ମାଛ ହାଟ ଛକରେ ରାସ୍ତାକୁ ଓହ୍ଲାଇଛନ୍ତି ଗ୍ରାମବାସୀ।…

ବନ୍ୟା ଓ ଭୂସ୍ଖଳନ ଯୋଗୁଁ ଜଳବନ୍ଦୀ ଅବସ୍ଥାରେ ରାଚାକୋନା ଗାଁର ୫୦୦ରୁ ୭୦୦ ଲୋକ: ପ୍ରଶାସନ ନିରବ

ବୀରମିତ୍ରପୁର: ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ବ୍ଲକ ମାଝାପାରା ପଞ୍ଚାୟତ ଅନ୍ତର୍ଗତ ରାଚାକୋନା ଗ୍ରାମରେ ବନ୍ୟା ଓ ଭୂସ୍ଖଳନ କାରଣରୁ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଗତକାଲି ଠାରୁ ଗାଁର ପ୍ରାୟ ୫୦୦ ରୁ ୭୦୦ ବାସିନ୍ଦା ଜଳବନ୍ଦୀ ଅବସ୍ଥାରେ ଫସି ରହିଛନ୍ତି। ଗାଁକୁ ଯିବା…

୮ ହଜାର ଟଙ୍କା ଲାଞ୍ଚ ନେଇ ଗିରଫ ହେଲେ ଆରଆଇ

ମାଲକାନଗିରି: ଝରାପାଲ୍ଲି ରାଜସ୍ୱ ନିରୀକ୍ଷକ ସୁରଜ ବାଲାଙ୍କୁ ଭିଜିଲାନ୍ସ ବିଭାଗ ଗିରଫ କରିଛି । ୮ ହଜାର ଟଙ୍କା ଲାଞ୍ଚ ନେବାବେଳେ ଗିରଫ କରାଯାଇଛି । ଜଣେ ଯୁବକଙ୍କ ଜାତି ସାର୍ଟିଫିକେଟ୍ କରାଇଦେବା ପାଇଁ ସୁରଜ ବାଲା ୮ ହଜାର ଟଙ୍କା ଲାଞ୍ଚ ଦାବି କରିଥିବା ଅଭିଯୋଗ ହୋଇଥିଲା। ଏନେଇ ଅଭିଯୋଗ…

ରାଜ୍ୟର ୧୦ ଜିଲ୍ଲାରେ ପ୍ରବଳ ବର୍ଷିବ, ସତର୍କତା ଅବଲମ୍ବନ କରିବାକୁ ଆଇଏମଡିର ପରାମର୍ଶ

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଓଡ଼ିଶାର ୧୦ଟି ଜିଲ୍ଲାକୁ ଏକ ସତର୍କ ସୂଚନା ଜାରି କରିଛି।ଘଡ଼ଘଡ଼ି ଏବଂ ବଜ୍ରପାତ ସହିତ ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ ସତର୍କତା ଜାରି କରାଯାଇଛି। ମଙ୍ଗଳବାର ସକାଳେ ଜାରି ହୋଇଥିବା ସତର୍କତା ଅନୁଯାୟୀ, ଆଗାମୀ ତିନି ଘଣ୍ଟା ମଧ୍ୟରେ…

ଆସିକା ଏସ୍ଡ଼ିପିଓଙ୍କ ନେତୃତ୍ୱରେ ନଳବଣ୍ଟା ଗ୍ରାମ ଉପରେ ଚଢ଼ାଉ ବିପୁଳ ପରିମାଣର ବାଣ ଜବତ !

ଆସିକା : ଗଞ୍ଜାମ ଜିଲ୍ଲାର ମିନିଶିବକାସି ରୂପେ ପରିଚିତ ନଳବଣ୍ଟା ଗ୍ରାମ। ଏଠାରେ ବର୍ଷ ତମାମ ବିଭିନ୍ନ କିସମର ବାଣ ଘରେ ଘରେ ପ୍ରସ୍ତୁତ ହୁଏ।ଏଠିକାର ବାଣର ଚାହିଦା ଜିଲ୍ଲା ସମେତ ଜିଲ୍ଲା ବାହାରେ ବି ରହିଛି। ଆସିକା ଏସ୍ଡ଼ିପିଓ ସୌରଭ ରଞ୍ଜନ ପ୍ରଧାନ ଓ ଥାନା ଅଧିକାରୀ ସୁଧୀର କୁମାର…

ମାଲକାନଗିରି ବୈଦ୍ୟୁତିକ ଶ୍ରମିକ ସଂଘ ପକ୍ଷରୁ ସ୍ଥାନୀୟ ବୈଦ୍ୟୁତିକ ପ୍ରକଳ୍ପଗୁଡ଼ିକରେ ସ୍ଥାନୀୟ ଶ୍ରମିକମାନଙ୍କୁ…

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ହେଉଥିବା ସମସ୍ତ ସ୍ଥାନୀୟ ୱାୟାରିଂ ଏବଂ ମରାମତି ପ୍ରକଳ୍ପଗୁଡ଼ିକରେ ସ୍ଥାନୀୟ ଟେକ୍ନିସିଆନ୍ ଓ ଶ୍ରମିକମାନଙ୍କୁ ସର୍ବାଧିକ ପ୍ରାଥମିକତା ଦେବା ପାଇଁ "ମା ଭୈରବୀ ବୈଦ୍ୟୁତିକ ଶ୍ରମିକ ସଂଘ" ମାଲକାନଗିରି ଜିଲ୍ଲାପାଳ ଓ ଦୌରା ଜଜ୍‌ଙ୍କୁ ଆନୁଷ୍ଠାନିକ…