ପ୍ରଶାସନିକ ଅବହେଳାର ନଗ୍ନ ଚିତ୍ର: ୨ ବର୍ଷ ହେଲା ଅସମ୍ପୂର୍ଣ୍ଣ ଅଙ୍ଗନବାଡି କୋଠା, ବିପଦସଙ୍କୁଳ ଅବସ୍ଥାରେ ଶିଶୁଙ୍କ…
କୋଟପାଡ଼/କୋରାପୁଟ: କୋରାପୁଟ ଜିଲ୍ଲା ସୀମାନ୍ତବର୍ତ୍ତୀ କୋଟପାଡ଼ ବ୍ଲକରେ ସମ୍ମନ୍ୱିତ ଶିଶୁ ବିକାଶ ବିଭାଗର ଏକ ଦୁର୍ଦ୍ଦଶାଗ୍ରସ୍ତ ଚିତ୍ର ସାମ୍ନାକୁ ଆସିଛି। ବର୍ଷ ବର୍ଷ ଧରି ଅନେକ ଅଙ୍ଗନବାଡି କେନ୍ଦ୍ର ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଥିବା ବେଳେ, ନୂତନ କୋଠାଗୃହ ନିର୍ମାଣ!-->!-->!-->…