ସୂନାପୁର ବେଳାଭୂମି ବୁଲିବାକୁ ଯାଇ ସମୁଦ୍ରରେ ବୁଡ଼ି ଯୁବକ ନିଖୋଜ…
ଚିକିଟୀ-- ଗଞ୍ଜାମ ଜିଲ୍ଲା ସୂନାପୁର ସାମୁଦ୍ରିକ ଥାନା ଅନ୍ତର୍ଗତ ସୂନାପୁର ବେଳାଭୂମି ବୁଲିବାକୁ ଯାଇ ସମୁଦ୍ରରେ ବୁଡ଼ି ଜଣେ ଯୁବକ ନିଖୋଜ ଥିବା ଜଣାପଡିଛି। ସୂଚନା ପ୍ରକାରେ ନିଖୋଜ ଯୁବକ ଜଣକ ହେଲେ ଏହି ବ୍ଲକ କେ.ନୂଆଗାଁ ଥାନା ଅନ୍ତର୍ଗତ କେ.ନୂଆଗାଁ ଗ୍ରାମ ପଞ୍ଚାୟତ ଲିଆଖାଇ ଗ୍ରାମର!-->…