ପୋଲିସ ହାତରେ ଦଲାଲ, ୧୮ ମହିଳାଙ୍କ ଅନ୍ତଃରାଜ୍ୟ ମାନବ ଚାଲାଣର ପରଦା ଫାସ କଲା ଶ୍ରମବିଭାଗ…
ମାଲକାନଗିରି :ମାଲକାନଗିରିରେ ଆଜି ସକାଳୁ ଯୁବ ଆଇନଜୀବୀ ଜ୍ଞାନରଞ୍ଜନ ସାହୁ ପ୍ରାୟ ୧୧ଟା ସମୟରେ ବସ୍ ଟିକଟ୍ ନେବାକୁ ବସ୍ ଷ୍ଟାଣ୍ଡ୍ କୁ ଆସିଥିବାବେଳେ କିଛି ଯୁବତୀମାନେ ନିଜ ଲଗେଜ୍ ବ୍ୟାଗ୍ ଧରି ବସଷ୍ଟାଣ୍ଡ୍ ପରିସରରେ ଇତସ୍ତତ ବୁଲୁଥିବା ତାଙ୍କ ନଜରକୁ ଆସିଥିଲା lସେମାନଙ୍କସହ ଆଲୋଚନା ପରେ!-->…