ନବୀନଙ୍କୁ ଭେଟି ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିଲେ ରାଜ୍ୟପାଳ

ଭୁବନେଶ୍ୱର : ନବୀନଙ୍କୁ ଭେଟିଲେ ରାଜ୍ୟପାଳ । ନବୀନ ନିବାସ ଯାଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ରାଜ୍ୟପାଳ ହରିବାବୁ କମ୍ଭମପାଟି । ନବୀନ ପଟ୍ଟନାୟକଙ୍କୁ ଭେଟି ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି । ଗତ ୨୩ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ନବୀନ ନିବାସ…

ରାସ୍ତା ଅବସ୍ଥା ଖରାପ, ୨ କିଲୋମିଟର ଖଟିଆରେ ଶବକୁ କାନ୍ଧରେ ବୋହିଲେ ସମ୍ପର୍କୀୟ

କାମାକ୍ଷାନଗର: ପୁଣି ରାସ୍ତା ସମସ୍ୟା ପାଇଁ ୨ କିଲୋମିଟର ଖଟିଆରେ ମୃତଦେହକୁ ବୋହିଲେ ସମ୍ପର୍କୀୟ । ମହାବିରୋଡ଼ ଥାନା ବାମ ପଞ୍ଚାୟତ ପାକଟମୁଣ୍ଡା ଗାଁରେ ସାପ କାମୁଡ଼ାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିଲା । ପାକଟମୁଣ୍ଡା ଗାଁ ଢ଼ିପସାହିର ସିଧ ମୁଣ୍ଡା ଘରେ ଶୋଇଥିବା ବେଳେ ଏକ ବିଷାକ୍ତ ସାପ…

ତୀର ମାଡରେ ହାତୀ ଗୁରୁତର

ମୟୂରଭଞ୍ଜ: ତୀର ମାଡରେ ହାତୀ ଗୁରୁତର । ମୟୂରଭଞ୍ଜ ଜିଲ୍ଲା ବେତନଟୀ ରେଞ୍ଜ ଅନ୍ତର୍ଗତ ବଡାମପୁର ଜଙ୍ଗଲରେ ଏକ ହାତୀକୁ ତୀର ମାଡ଼ ହୋଇଛି । ହାତୀର ଦେହରେ ଗୋଟିଏ ତୀର ବାଜି ଗଭୀର କ୍ଷତ ହୋଇଛି । ପ୍ରାୟ ୭ଦିନ ପୂର୍ବରୁ ବେତନଟୀ ରେଞ୍ଜ ଅଧୀନ ବଡାମପୁର ଜଙ୍ଗଲକୁ ୩୫ଟିକିଆ ହାତୀପଲ ପ୍ରବେଶ…

ଟୁର୍ଣ୍ଣାମେଣ୍ଟ ବେଳେ ପଡ଼ିଆରେ ପଡିଗଲେ ଫୁଟବଲ୍ ଖେଳାଳି, ହସ୍ପିଟାଲରେ ଡାକ୍ତର କଲେ ମୃତ ଘୋଷଣା

ଦେବଗଡ଼: ରବିବାର ଦିନ ଖେଳ ସମୟରେ ଚାଲିଗଲା ଜଣେ ଖେଳାଳିଙ୍କ ଜୀବନ । ଏପରି ଏକ ଅଭାବନୀୟ ଘଟଣା ଘଟିଛି ଦେବଗଡ଼ ଜିଲ୍ଲାରେ ଏକ ଫୁଟବଲ୍ ମ୍ୟାଚ୍ ଖେଳା ଯାଉଥିବା ସମୟରେ । ରିପୋର୍ଟ ଅନୁଯାୟୀ, ଆଜି ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ କାଉନସିଲର କପ୍ ଟୁର୍ଣ୍ଣାମେଣ୍ଟର ଏକ ମ୍ୟାଚ୍…

୫୦ କେଜି ରୁ ଅଧିକ ଗୋମାଂସ ଜବତ କଲା କୋରକୁଣ୍ଡା ପୋଲିସ୍…

ମାଲକାନଗିରି :ଆଜି ଅପରାହ୍ନ ରେ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ପୋଲିସ ପକ୍ଷରୁ କୋରକୁଣ୍ଡା ଗ୍ରାମର ଖ୍ରୀଷ୍ଟିଆନ୍ (ହରିଜନ) ସାହି ର ତମସା ନଦୀ କୂଳରେ ପହଞ୍ଚିଥିଲେ l ପୋଲିସ କୁ ଦେଖି ଦୌଡ଼ି ପକାଇଲେ ଗୋହତ୍ୟାକାରି l କୋରୁକୁଣ୍ଡା ଥାନା ଭାର ପ୍ରାପ୍ତ ଅଧିକାରୀ ଓ ଟିମ୍ ସହିତ ସେଠାରୁ ପ୍ରାୟ…

ଭାରତ ପାଇଁ ଆମେରିକାର ନୂଆ ରାଷ୍ଟ୍ରଦୂତ ସର୍ଗିଓ ଗୋର୍‌

ୱାଶିଂଟନ,୨୩ା୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇତିମଧ୍ୟରେ ସର୍ଗିଓ ଗୋରଙ୍କୁ ଭାରତ ପାଇଁ ନୂଆ ରା​‌ଷ୍ଟ୍ରଦୂତ ନିଯୁକ୍ତ କରିଛନ୍ତି। ୩୮ ବର୍ଷୀୟ ସର୍ଗିଓ ବର୍ତ୍ତମାନ ହ୍ବାଇଟ ହାଉସରେ ଟ୍ରମ୍ପଙ୍କ ବ୍ୟକ୍ତିଗତ ପରାମର୍ଶଦାତାଭାବେ କାର୍ଯ୍ୟରତ ଅଛନ୍ତି। ସର୍ଗିଓଙ୍କୁ ଟ୍ରମ୍ପ ନିଜର…

ଚୁକ୍ତିରୁ ଓହରିବ ଡ୍ରିମ୍ ୧୧, ଏବେ ଟିମ୍ ଇଣ୍ଡିଆ ଜର୍ସିରେ ରହିବ କାହା ଲୋଗୋ?

ନୂଆଦିଲ୍ଲୀ: ଅନଲାଇନ୍ ଗେମିଂ ବିଲ୍ ପାସ୍ ହେବା ପରେ, ଏସିଆ କପ୍ ପୂର୍ବରୁ ଡ୍ରିମ୧୧ ଭାରତୀୟ କ୍ରିକେଟ ଦଳର ଜର୍ସିର ସ୍ପନସରଶିପ୍ ବନ୍ଦ କରିବା ନେଇ ଏବେ ନିଷ୍ପତ୍ତି ନେଇସାରିଛି । ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ, ଫାଣ୍ଟାସି ସ୍ପୋର୍ଟସ୍ ପ୍ଲାଟଫର୍ମ ଡ୍ରିମ୧୧ ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ…

ବିଧାୟକ କେସି ବୀରେନ୍ଦ୍ର ପପ୍ପିଙ୍କୁ ଗିରଫ କଲା ଇଡି; ୧୨ କୋଟି ନଗଦ, ୬ କୋଟି ଅଳଙ୍କାର ସହ ବିପୁଳ ସମ୍ପତ୍ତି ଜବତ

ବେଙ୍ଗାଲୁରୁ: ଅଗଷ୍ଟ ୨୨ ଏବଂ ୨୩ ତାରିଖରେ ଦେଶବ୍ୟାପୀ ହୋଇଥିବା ଏକ ବଡ଼ ଅଭିଯାନରେ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବେଆଇନ ବେଟିଂ ଏବଂ ଅନଲାଇନ୍ ଗେମିଂ ରାକେଟର ପର୍ଦ୍ଦାଫାସ କରିଛି । ଏହି ମାମଲାରେ, ଇଡି କର୍ଣ୍ଣାଟକର ଚିତ୍ରଦୁର୍ଗ ବିଧାୟକ କେସି ବୀରେନ୍ଦ୍ର ପପ୍ପିଙ୍କୁ ସିକିମରୁ…

ଯୌତୁକ ପାଇଁ ପୁଅ ଆଗରେ ମାଆକୁ ଜିଅନ୍ତା ପୋଡିଲା ବାପା

ଲକ୍ଷ୍ନୌ: ପୁଣି ଯୌତୁକ ବର୍ବରତାରେ ବଳି ପଡିଲେ ଆଉ ଜଣେ ମହିଳା । ଉତ୍ତର ପ୍ରଦେଶର ଗ୍ରେଟର ନୋଏଡାରେ, ଯୌତୁକ ପାଇଁ ଜଣେ ମହିଳାଙ୍କୁ ତାଙ୍କ ପୁଅ ଏବଂ ଭଉଣୀଙ୍କ ସମ୍ମୁଖରେ ଜିଅନ୍ତା ପୋଡିଦେଲେ ସ୍ବାମୀ । ପୋଡ଼ିବା ପରେ, ମହିଳା ଜଣକ ଯନ୍ତ୍ରଣାରେ ଛଟପଟ ହେଉଥିଲେ। ତାଙ୍କ ଭଉଣୀଙ୍କୁ ମଧ୍ୟ ଏତେ…

୨୦ ବର୍ଷରୁ ପୁରୁଣା ଗାଡ଼ି ରଖିବା ମହଙ୍ଗା ପଡ଼ିବ; ରିନ୍ୟୁଅଲ ଶୁଳ୍କ ବୃଦ୍ଧି କଲେ ସରକାର

ନୂଆଦିଲ୍ଲୀ:ଯଦି ଆପଣଙ୍କର ଏକ ପୁରୁଣା ଗାଡ଼ି ଅଛି ଓ ଯାହାର ପଞ୍ଜିକରଣ ରିନ୍ୟୁ କରିବାକୁ ଚାହୁଁଛନ୍ତି, ତେବେ ଏବେ ଆପଣଙ୍କୁ ଏକ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିବ। ହଁ, ଆଜ୍ଞା ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ୨୦ବର୍ଷରୁ ଅଧିକ ପୁରୁଣା ଗାଡ଼ି ପାଇଁ ପଞ୍ଜିକରଣ ରିନ୍ୟୁଅଲ ଶୁଳ୍କକୁ…