ମହାରାଷ୍ଟ୍ରରେ ଭୂସ୍ଖଳନ: ୨ ମୃତ, ଉଦ୍ଧାର କାର୍ଯ୍ୟ ଜାରି
ମହାରାଷ୍ଟ୍ର : ମହାରାଷ୍ଟ୍ର ମୁମ୍ବାଇରେ ଲଗାତାର ବର୍ଷା ଯୋଗୁଁ ଭୂସ୍ଖଳନ ହୋଇଛି । ଏଥିରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ଏଥି ସହିତ ୨ଜଣ ମଧ୍ୟ ଆହତ ହୋଇଛନ୍ତି । ସେମାନଙ୍କ ଚିକିତ୍ସା ପାଇଁ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସୂଚନାନୁଯାୟୀ, ବିଳମ୍ବିତ ରାତିରୁ ଲଗାତାର!-->!-->!-->…