ରୋଟାରୀ କ୍ଲବ ନୟାଗଡ଼ରେ ତର୍କ ପ୍ରତିଯୋଗିତା…

ନୟାଗଡ଼: ସୁଦୃଢ଼ ଗଣତନ୍ତ୍ର ଗଠନରେ ଯୁବପିଢୀର ଦାୟୀତ୍ବ ଶୀର୍ଷକ ଏକ ତର୍କ ପ୍ରତିଯୋଗିତା ଆଜି ନୟାଗଡ଼ ରୋଟାରୀ କ୍ଲବ ତରଫରୁ ୮୦ ତମ ସ୍ବାଧିନତା ଦିବସ ଉପଲକ୍ଷେ ଅନୁଷ୍ଠିତ ହୋଇଯାଇଛି। କ୍ଲବ୍ ସଭାପତି ବାସୁଦେବ ସାହୁ, ସଂପାଦକ ଦିଲ୍ଲୀପ ମିଶ୍ର ଓ ଏହି କାର୍ଯ୍ୟକ୍ରମର ସଂଯୋଜକ ଅବିନାଶ ସାହୁ…

ଶିକ୍ଷୟତ୍ରୀଙ୍କ ଠାରୁ ସୁନା ଚେନ ଝାମ୍ପି ନେଲେ ଦୃର୍ବୁତ୍ତ…

ନୟାଗଡ଼ ,୧୨/୦୮(ନିସର୍ତ୍ତ): ପୁଣି ଫେରିଲା ପଲସର ଆତଙ୍କ ।କୋଇଲମା ଛକ ନିକଟରେ ଶିକ୍ଷୟତ୍ରୀଙ୍କ ଠାରୁ ସୁନା ଚେନ ଝାମ୍ପି ନେଲେ ତିନି ଦୃର୍ବୁତ୍ତ । ସୂଚନା ଅନୁସାରେ ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ କୋଟଗଡ ଘାଟି ନିକଟରେ ବୁଧବାର ଦିନ ଅପରାହ୍ନ ସମୟରେ ତିନି ଜଣ ଦୃର୍ବୁତ୍ତ ଚୋରି…

ଜଳ, ଜମି, ଜଙ୍ଗଲ ଓ ଜନ୍ତୁ ସୁରକ୍ଷାରେ ଜନସମାଜର ସକ୍ରିୟ ଭୂମିକା ଅପରିହାର୍ଯ୍ୟ…

ଉଜ୍ଜଳପୁର ବନାଞ୍ଚଳରେ ବିଶ୍ଵ ହାତୀ ଦିବସ ପାଳନସୁନ୍ଦରଗଡ଼ - ୧୨/୦୮/୨୬ ହାତୀ କେବଳ ଜଙ୍ଗଲର ଏକ ବିଶାଳ ବନ୍ୟଜନ୍ତୁ ନୁହେଁ, ଏହା ଜଙ୍ଗଲର ପ୍ରାକୃତିକ ପୁନର୍ଜନନ, ଜୈବ ବିବିଧତା ଓ ପାରିସ୍ଥିତିକ ସନ୍ତୁଳନର ଏକ ଅବିଚ୍ଛିନ୍ନ ଅଂଶ। ହାତୀ ଓ ମଣିଷ ମଧ୍ୟରେ ସହାବସ୍ଥାନ ସୁନିଶ୍ଚିତ କରିବା ସହିତ…

‘ଜୀବିତ ଅଛନ୍ତି ଇମ୍ରାନ ଖାନ’ ସ୍ପଷ୍ଟୀକରଣ ରଖିଲା ପାକିସ୍ତାନ ସେନା, ମୃତ୍ୟୁ ଗୁଜବକୁ ଖଣ୍ଡନ

ଇସଲାମାବାଦ: ପାକିସ୍ତାନର ଜେଲ୍‌ରେ ବନ୍ଦୀ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ମୁଖ୍ୟ ଇମ୍ରାନ ଖାନଙ୍କ ମୃତ୍ୟୁ ଘଟିଥିବା ନେଇ ବ୍ୟାପକ ଗୁଜବ ସୃଷ୍ଟି ହୋଇଛି। ଏହି ଚାଞ୍ଚଲ୍ୟକର ଦାବି ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିବା ପରେ…

ଖୁବ୍‌ଶୀଘ୍ର ବଜାରକୁ ଆସିବ ୧୦ ଓ ୨୦ ଟଙ୍କିଆ ପ୍ଲାଷ୍ଟିକ ନୋଟ୍‌

ନୂଆଦିଲ୍ଲୀ : ଖୁବ୍‌ଶୀଘ୍ର ବଜାରକୁ ପଲିମର (ପ୍ଲାଷ୍ଟିକ୍) ନୋଟ୍‌ ଆସିବାକୁ ଯାଉଛି। ଏଥିପାଇଁ ସରକାର ଆବଶ୍ୟକ ଅନୁମତି ପ୍ରଦାନ କରିଛନ୍ତି। ରାଜ୍ୟସଭାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଇଥିବା ସୂଚନା ଅନୁଯାୟୀ ପରୀକ୍ଷାମୂଳକ ଭାବେ ବଜାରକୁ ୨୦୦ କୋଟି ଟଙ୍କାର ୧୦ ଟଙ୍କିଆ ଓ ୨୦ ଟଙ୍କିଆ…

‘ହର ଘର ତିରଙ୍ଗା’ ଅଭିଯାନରେ ସାମିଲ ହେବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିବେଦନ

ନୂଆଦିଲ୍ଲୀ : ‘ହର ଘର ତିରଙ୍ଗା’ ଅଭିଯାନରେ ଜନସାଧାରଣଙ୍କୁ ସାମିଲ ହେବାକୁ ପ୍ରଧାନମନ୍ତ୍ରୀ ନିବେଦନ କରିଛନ୍ତି। ଏହା ସହ ବିକଶିତ ଭାରତ ଗଠନ ଦିଗରେ ନିଜର ସାମୂହିକ ସଂକଳ୍ପକୁ ଦୋହରାଇବାକୁ ଆହ୍ୱାନ ଦେଇଛନ୍ତି। ମଙ୍ଗଳବାର ଇନଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି…

ପ୍ରମାଣିତ ହେଲା ଜଷ୍ଟିସ୍ ଯଶୱନ୍ତ ବର୍ମାଙ୍କ ଉପରେ ଲାଗିଥିବା ସବୁ ଅଭିଯୋଗ

ନୂଆଦିଲ୍ଲୀ : ବହୁଚର୍ଚ୍ଚିତ ‘କ୍ୟାସ୍ ଆଟ୍ ହୋମ୍’ ମାମଲାରେ ଜଷ୍ଟିସ୍ ଯଶୱନ୍ତ ବର୍ମାଙ୍କ ପାଇଁ ବଢ଼ିଛି ଅଡ଼ୁଆ । ତାଙ୍କ ବିରୋଧରେ ତଦନ୍ତ କରୁଥିବା ଲୋକସଭା ଦ୍ୱାରା ଗଠିତ ୩ ଜଣିଆ ତଦନ୍ତ କମିଟି ସମସ୍ତ ୩ଟି ଅଭିଯୋଗ ପ୍ରମାଣିତ ହୋଇଥିବା ନିଷ୍କର୍ଷରେ ପହଞ୍ଚିଛି । ବୁଧବାର ଏହି ତଦନ୍ତ…

ସରକାରଙ୍କ ବଡ଼ ନିଷ୍ପତ୍ତି, ବର୍ଷେ ଯାଏଁ କର୍ଣ୍ଣାଟକରେ ମିଳିବନି ଗୁଟଖା

ବେଙ୍ଗାଲୁରୁ : କର୍ଣ୍ଣାଟକ ସରକାରଙ୍କ ବଡ଼ ନିଷ୍ପତ୍ତି । ବର୍ଷକ ପାଇଁ ରାଜ୍ୟରେ ତମାଖୁ ଓ ନିକୋଟିନ ସାମଗ୍ରୀ ଥିବା ସମସ୍ତ ପ୍ରକାର ଗୁଟଖା ଓ ପାନ ମସଲା ଉପରେ ବ୍ୟାନ ଲଗାଇଛନ୍ତି । ଅଗଷ୍ଟ ୧୦ ତାରିଖରେ ଏକ ବିଜ୍ଞପ୍ତି ଜାରି କରି ସରକାର ଏହି ସୂଚନା ଦେଇଛନ୍ତି । ବର୍ଷେ ଯାଏଁ…

୧୦୦୦ ଛୁଇଁପାରେ କଲମ୍ବିଆ ଭୂକମ୍ପ ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ : ବଢି ବଢି ଚାଲିଛି କଲମ୍ବିଆ ଭୂକମ୍ପ ମୃତ୍ୟୁ ସଂଖ୍ୟା । କଲମ୍ବିଆ ଭୂମିକମ୍ପରେ ସରକାରୀ ଭାବେ ମୃତ୍ୟୁସଂଖ୍ୟା ୨୫୪କୁ ବୃଦ୍ଧି ପାଇଛି । ଅତିକମରେ ୨,୭୦୦ ଜଣ ନିଖୋଜ ଥିବାବେଳେ ୧,୬୦୦ଟି ଅଟ୍ଟାଳିକା କ୍ଷତିଗ୍ରସ୍ତ କିମ୍ବା ଧ୍ୱଂସ ହୋଇଛି । ସରକାର ସେନା, ପୋଲିସ,…

ମୁମ୍ବାଇ କୁର୍ଲାରେ ଭୂସ୍ଖଳନ: ୬ ମୃତ

ମୁମ୍ବାଇ : ମହାରାଷ୍ଟ୍ର ମୁମ୍ବାଇ କୁର୍ଲାର ଚିରାଗ ନଗର ଅଞ୍ଚଳରେ ବଡ଼ ଅଘଟଣ । କୁର୍ଲାର ଚିରାଗ ନଗର ଭୂସ୍ଖଳନ ହେବାରୁ ଅନେକ ଲୋକ ମାଟି ଓ ଭଗ୍ନାବଶେଷ ତଳେ ଚାପି ହୋଇଯାଇଥିବା ଆଶଙ୍କା କରାଯାଇଛି । ଏହି ଘଟଣାରେ ଏପର୍ଯ୍ୟନ୍ତ ୬ ଜଣଙ୍କ ମୃତ୍ୟୁ ନେଇ ସୂଚନା ମିଳିଛି । ଅନେକ ଲୋକ ମାଟି…