କୋରାପୁଟ ଜଗଦଲପୁର ଯାତ୍ରିବାହୀ ଟ୍ରେନ ଚଳାଚଳ କରିଥିବାରୁ ବିଜୁ ଜନତା ଦଳ ତରଫରୁ ଧନ୍ୟବାଦ ଜ୍ଞାପନ
କୋଟପାଡ଼ : ଗତ ଜୁନ୍ ମାସ ଦୁଇ ତାରିଖ ଦିନ ପାହାଡ଼ରୁ ପଥର ଖସିବା ଦ୍ୱାରା କୋରାପୁଟଠାରୁ ଜଗଦଲପୁର ପର୍ଯ୍ୟନ୍ତ ପାସେଞ୍ଜେର ଟ୍ରେନ ଚଳାଚଳ ବନ୍ଦ ହୋଇଥିଲା।ଯାହା ଫଳରେ କୋଟପାଡ଼, ଜୟପୁର, ବୋରିଗୁମ୍ମା, ବୈପାରିଗୁଡା, କୁନ୍ଦୁରା ତଥା ପଡୋଶୀ ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାର ଅଞ୍ଚଳର!-->!-->!-->…