କର୍ପୋରେଟର ଅମରେଶ ଜେନାଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଘଟଣା, ୫ ସହଯୋଗୀ ଗିରଫ
ଭୁବନେଶ୍ୱର : କର୍ପୋରେଟର ଅମରେଶ ଜେନାଙ୍କ ୫ ସହଯୋଗୀ ଗିରଫ । ଲକ୍ଷ୍ମୀସାଗର ଥାନା ପୋଲିସ ଅମରେଶ ଜେନାଙ୍କୁ ଫେରାର କରାଇବାରେ ସହଯୋଗ କରିଥିବାରୁ ଏହି ୫ ଜଣ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ନେଇଛି। ସେମାନେ ହେଲେ ବିବେକ କୁମାର ସ୍ବାଇଁ, ବିକ୍ରମ ମହାନ୍ତି,!-->…