ତିନି ମାସ ଭିତରେ ଭୁଶୁଡ଼ିଲା ନବନିର୍ମିତ ପିଚୁ ରାସ୍ତା, ପୋଲ ନିକଟରେ ଦବିଯାଇ ଭାଙ୍ଗିବାକୁ ବସିଲାଣି
ଉମରକୋଟ : ନିର୍ମାଣର ମାତ୍ର ତିନି ମାସ ପରେ ହିଁ ଏକ ନୂଆ ରାସ୍ତା ଏଭଳି ଶୋଚନୀୟ ଭାବେ ଭାଙ୍ଗିଯିବ ବୋଲି ଗ୍ରାମବାସୀ କେବେ କଳ୍ପନା ମଧ୍ୟ କରିନଥିଲେ। ଚଳାଚଳ ଆରମ୍ଭ ହେବାର କିଛି ଦିନ ପରେ ହିଁ ରାସ୍ତାର ପିଚୁ ଅଂଶ ଦବିଯାଇଛି ଏବଂ ଅନେକ ସ୍ଥାନରେ ଫାଟ ସୃଷ୍ଟି ହୋଇ ଭାଙ୍ଗିବା ଆରମ୍ଭ!-->!-->!-->…