ଜିଲ୍ଲା ସିଆର୍‌ପି. ସିଏମ୍. ଆସୋସିଏସନ୍ ପକ୍ଷରୁ ଦାବି ପତ୍ର ପ୍ରଦାନ

ରାୟଗଡ଼ା : ରାୟଗଡ଼ା ଜିଲ୍ଲା ସିଆର୍‌ପି. ସିଏମ୍. ଆସୋସିଏସନ୍ ର ଜିଲ୍ଲା ସଭାନେତ୍ରୀ ଭାରତୀ ନାୟକ ଏବଂ ସମ୍ପାଦିକା ହୀରା ଦେବୀ ପ୍ରଧାନଙ୍କ ନେତୃତ୍ବରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ଡେପୁଟି କଲେକ୍ଟର ନାରାୟଣ ମିଶ୍ରଙ୍କୁ…

ମାଲକାନଗିରିରେ ଶିକ୍ଷା ଭିତ୍ତିଭୂମିର ବିକାଶ ପାଇଁ ନାଲକୋକୁ ସହାୟତା ମାଗିଲେ ବିଧାୟକ

ଭୁବନେଶ୍ୱର :  ମାଲକାନଗିରି ଜିଲ୍ଲାର ଶିକ୍ଷା ଭିତ୍ତିଭୂମିର ବିକାଶ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ସ୍ଥାନୀୟ ବିଧାୟକ ଶ୍ରୀ ନରସିଂହ ମାଡ଼କାମି ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ (ନାଲକୋ)ର ସହାୟତା ଲୋଡିଛନ୍ତି। ନାଲକୋର ଅଧ୍ୟକ୍ଷ-ତଥା-ପରିଚାଳନା ନିର୍ଦ୍ଦେଶକ…

ମନରେଗା ଯୋଜନାରେ ଚଞ୍ଚକତା କରି ସରକାରୀ ଅର୍ଥ ହରିଲୁଟ ଅଭିଯୋଗ

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ଶ୍ରମିକଙ୍କୁ ରୋଜଗାର ଯୋଗାଇଦେବା ପାଇଁ ସରକାରଙ୍କ ପକ୍ଷରୁ ମନରେଗା ଯୋଜନା ମାଧ୍ୟମରେ ବିଭିନ୍ନ କାଯ୍ୟ ପାଇଁ କୋଟି କୋଟି ଟଙ୍କା ବ୍ୟୟ କରାଯାଉଛି । ହେଲେ ବାସ୍ତବ କ୍ଷେତ୍ରରେ ମନରେଗା ଯୋଜନା ମାଧ୍ୟମରେ ଆସୁଥିବା ଏହି ଅର୍ଥକୁ ବାଟମାରଣା କରିବା ପାଇଁ…

ବୃକ୍ଷ ହିଁ ଜୀବନ,,ସୋଲ ରେଞ୍ଜରେ ବନ ମହୋତ୍ସବ

ବଣାଇଁ : ବଣାଇଁ ବନଖଣ୍ଡ ଅଧିନସ୍ଥ ସୋଲ ରେଞ୍ଜର କୁଡାବିରା ଜିଇଏଲ ଚର୍ଚ୍ଚ ପରିସରରେ ୭୬ ତମ ବନ ମହୋତ୍ସବ ପାଳନ ପରିପ୍ରେକ୍ଷୀରେ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସୋଲ ରେଞ୍ଜ ଅଧିକାରୀ ରଶ୍ମୀରଂଜନ ରାଉଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସୋଲ…

ବିଜେପି ସରକାରରେ ନାରୀ ଅସୁରକ୍ଷିତ: ବିଜେଡିର ରାଜରାସ୍ତାରେ ପ୍ରତିବାଦ

ବ୍ରହ୍ମପୁର: ରାଜ୍ୟରେ ବିଜେପି ସରକାରର ଏକ ବର୍ଷର ଶାସନ କାଳରେ ନାରୀ ସୁରକ୍ଷା ବିପର୍ଯ୍ୟସ୍ତ ହୋଇପଡିଥିବା ଅଭିଯୋଗରେ ବିଜୁ ଜନତା ଦଳ (ବିଜେଡି) ରାଜରାସ୍ତାକୁ ଓହ୍ଲାଇଛି । ସିରିଜ ଦୁଷ୍କର୍ମ ଏବଂ ଫକୀର ମୋହନ (ଏଫଏମ) କଲେଜ ଛାତ୍ରୀ ମୃତ୍ୟୁ ଭଳି ଘଟଣାକୁ ନେଇ ମୋହନ ସରକାରଙ୍କୁ ତୀବ୍ର…

ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଧର୍ଷଣକାରୀ କଂଗ୍ରେସ ଦଳ ବିରୁଦ୍ଧରେ ପ୍ରତିବାଦ

ଧର୍ଷଣକାରୀକୁ ପ୍ରୋତ୍ସାହନ ଦେଉଥିବା ପିସିସି ସଭାପତି ନୈତିକତା ଦୃଷ୍ଟିରୁ ଇସ୍ତଫା ଦେବେକି ? ବ୍ରହ୍ମପୁର : ଭାରତୀୟ ଜନତା ଯୁବମୋର୍ଚ୍ଚା ପକ୍ଷରୁ ବ୍ରହ୍ମପୁର ସ୍ଥିତ ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟ ସମ୍ମୁଖରେ ଏକ "ପ୍ରତିବାଦ ସଭା ସହ ବିକ୍ଷୋଭ" ପ୍ରଦର୍ଶନ ହୋଇଯାଇଛି । ଧର୍ଷଣକାରୀ…

ଦ୍ଵିତୀୟ ଦିନରେ ଡିଏଫଓ ନିତ୍ୟାନନ୍ଦଙ୍କ ଘରେ ଚଢ଼ାଉ ଜାରି

କେଉଁଝର : ଦ୍ଵିତୀୟ ଦିନରେ ମଧ୍ୟ କେନ୍ଦୁଲିଫ ଡିଏଫଓ ନିତ୍ୟାନନ୍ଦ ନାୟକଙ୍କ ଘରେ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ । ଶାଗୁଆନ କାଠର ଘର କରଣା ସାମଗ୍ରୀର ଆକଳନ କରୁଛି ଭିଜିଲାନ୍ସ ଫରେଷ୍ଟ ୱିଙ୍ଗ। ଅନୁଗୁଳ ଚଢ଼ାଉ ପରେ ନିତ୍ୟାନନ୍ଦ ନାୟକଙ୍କୁ କେଉଁଝର ନେଇଛି ଭିଜିଲାନ୍ସ। ସେଠାରେ…

ମାଲକାନଗିରି ମହିଳା ମହାବିଦ୍ୟାଳୟରେ ଆଇନ ସଚେତନତା ଅନୁଷ୍ଠିତ

ମାଲକାନଗିରି : ଜିଲ୍ଲା ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରା ଜଜ୍ ଡକ୍ଟର ପ୍ରସନ୍ନ କୁମାର ପଣ୍ଡାଙ୍କ ତତ୍ତ୍ଵାବଧାନରେ ସ୍ଥାନୀୟ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କିଶୋର ନ୍ୟାୟ ଆଇନ ଓ ଶିକ୍ଷା ଅଧିକାର ଆଇନ ସମ୍ପର୍କିତ ଏକ ଆଇନ ସଚେତନତା କାର୍ଯକ୍ରମ ଅନୁଷ୍ଠିତ…

ଭିଏସ୍ ଅଚ୍ୟୁତାନନ୍ଦନଙ୍କର ୧୦୧ ବର୍ଷ ବୟସରେ ଦେହାନ୍ତ

ତିରୁଅନନ୍ତପୁରମ୍‌: କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କମ୍ୟୁନିଷ୍ଟ ନେତା ଭିଏସ୍ ଅଚ୍ୟୁତାନନ୍ଦନଙ୍କର ୧୦୧ ବର୍ଷ ବୟସରେ ପରଲୋକ ଘଟିଛି । ଥିରୁଅନନ୍ତପୁରମର ଏକ ଘରୋଇ ଡାକ୍ତରଖାନାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ବାର୍ଦ୍ଧକ୍ୟଜନିତ ଅସୁସ୍ଥତା କାରଣରୁ ତାଙ୍କର ଦେହାନ୍ତ…

ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ;୨ ଶିକ୍ଷକ ଅଟକ

ବାଲେଶ୍ବର:ଛାତ୍ରୀଙ୍କୁ ଅସଦାଚରଣ ଘଟଣାରେ ୨ ଶିକ୍ଷକ ଅଟକ । ବାଲେଶ୍ବର ଜିଲ୍ଲା ରାଇବଣିଆ ଥାନା ଅଞ୍ଚଳରେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଗଣିତ ଶିକ୍ଷକ ଏବଂ ପ୍ରଧାନ ଶିକ୍ଷକଙ୍କୁ ଅଟକ ରଖିଛି ପୋଲିସ । ଅଟକ ଅଭିଯୁକ୍ତମାନେ ହେଲେ ଚରମାରଗାଁ ପୃଥୁନାଥ ସରକାରୀ ଉଚ୍ଚ ବିଦ୍ୟାଳୟର…