ବାଲିମେଳାରେ ଶ୍ୟାମାକାଳୀଙ୍କ ପୂଜାମଣ୍ଡପର ନବୀକରଣ ତଥା ପୁନଃ ପ୍ରତିଷ୍ଠା ଉତ୍ସବ ଆରମ୍ଭ
ମାଲକାନଗିରି : ମାଲକାନଗିରି ଜିଲ୍ଲା ବାଲିମେଳା ସହରର କାଳୀଛକ ଠାରେ ଥିବା ମା" ଶ୍ୟାମାକାଳୀଙ୍କ ପୂଜା ମଣ୍ଡପର ନବୀକରଣ କରାଯିବା ସହ ଉକ୍ତ ମଣ୍ଡପରେ ମଙ୍ଗଳବାର ବାଲିମେଳା ନାଗରପାଳ ପ୍ରଦୀପ କୁମାର ନାୟକଙ୍କ ତତ୍ୱାବଧାନରେ କାଳୀଛକ ମନ୍ଦିର କମିଟିର ସଭାପତି ବିଜୟ କୁମାର ଦାସ, ପୂର୍ଣ୍ଣ!-->…