ପୁଅକୁ ପଥରରେ ଛେଚି ହତ୍ୟା କଲା ବାପା : ଥାନାରେ କଲା ଆତ୍ମସମର୍ପଣ..
ବାଲିଗୁଡା,: କନ୍ଧମାଳ ଜିଲ୍ଲା କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ. ନୂଆଗାଁ ବ୍ଲକ ସାରଙ୍ଗଗଡ଼ ଥାନା ବଣ୍ଡଗୁଡ଼ା ପଞ୍ଚାୟତ ଘସାଗୁଡ଼ା ଗ୍ରାମରେ ଘଟିଯାଇଛି ପୈଶାଚିକ କାଣ୍ଡ। ନୃଶଂସ ବାପା ପଥରରେ ଛେଚି ୧୪ ବର୍ଷର ପୁଅକୁ ଅତି ନିର୍ମମ ଭାବେ ହତ୍ୟା କରିଛି। କେବଳ ସେତିକି ନୁହେଁ,!-->…