ନେତା ସିକ୍ୟୁରିଟି ସର୍ଭିସ ବିରୁଦ୍ଧରେ ହୋଇଥିବା ଜାଲିଆତି ଅଭିଯୋଗ ଭିତ୍ତିହୀନ, ବକ୍ତବ୍ୟ ରଖିଥିଲେ ନେତା ସିକ୍ୟୁରିଟି…

ମାଲକାନଗିରି, ସ୍ୱାସ୍ଥ୍ୟ ବିଭାଗ ରେ ମିଥ୍ୟା କାଗଜ ପତ୍ର ଦେଇ ଟେଣ୍ଡର ହାତେଇବା ଏବଂ ହାଉସକିପିଂ ଓ ସେକ୍ୟୁରିଟି ଗାର୍ଡ ନିଯୁକ୍ତି କରାଇବା ନେଇ ହୋଇଥିବା ଅଭିଯୋଗ କୁ ଭିତ୍ତିହୀନ ବୋଲି କହୁ ଏକ ପ୍ରେସ ବିବୃତି ଜାରି କରିଛି ନେତା ଏଜେନ୍ସି। ଏହା ସହ ସଂସ୍ଥା ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି…

ଭିନ୍ନ ଭନ୍ନ ମାଓ ସଂଗଠନର ୨୦ ନକ୍ସଲ ଗିରଫ

ମାଲକାନଗିରି: ଛତିଶଗଡ ଏବଂ ତେଲେଙ୍ଗାନା ସୀମନ୍ତ କାରେଗଟ୍ଟା ଜଂଗଲରେ ଲଗାତାର ସର୍ଚ୍ଚ ଅପରସେନ ଜାରି ରହିଥିବା ବେଳେ ପୁଲିସକୁ ମିଳିଛ ଏକ ବଡ ସଫଳତା। ତେଲେଙ୍ଗାନା ମୁଲୁଗୁ ଜିଲ୍ଲା ପୁଲିସକୁ ଭିନ୍ନ ଭନ୍ନ ମାଓ ସଂଗଠନର ୨୦ ଜଣ ନକ୍ସଲକୁ ଗିରଫ କରିବାରେ ସଫଲତା ମିଳିଛି। ଏଥିସହ ଅସ୍ତ୍ରଶସ୍ତ୍ର…

ଯୁଦ୍ଧ ଅଟକାଇଲି କିନ୍ତୁ ଶ୍ରେୟ ମିଳିଲା ନାହିଁ : ଡୋନାଲ୍ଡ ଟ୍ରମ୍ପ୍

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ତାଙ୍କ ବୟାନ ବଦଳାଇ ଦେଇଛନ୍ତି । ଟ୍ରମ୍ପ ଦାବି କରିଛନ୍ତି ଭାରତ ଓ ପାକିସ୍ତାନ ମଧ୍ୟରେ ହେବାକୁ ଯାଉଥିବା ପରମାଣୁ ଯୁଦ୍ଧକୁ ସେ ଥିଲେ କିନ୍ତୁ ଏହାର କ୍ରେିଡିଟ୍ ତାଙ୍କୁ ମିଳିଲା ନାହିଁ । ଦୁଇ ଦେଶ…

ଚଳଚଞ୍ଚଳ ରଥଖଳା: ୧୬ ଚକ ନିର୍ମାଣ ଶେଷ

ପୁରୀ : ତିନି ରଥର ୪୨ଟି ଚକ ମଧ୍ୟରୁ ଶୁକ୍ରବାର ସୁଦ୍ଧା ୧୬ଟି ଚକ ନିର୍ମାଣ ଶେଷ ହୋଇଛି। ତୁମ୍ବଗୁଡ଼ିକରେ ଅର ଏବଂ ପହି ସଂଯୋଗ କରାଯାଉଛି। ମହାରଣା ସେବକମାନେ ତିନି ରଥ ପାଇଁ ୨୧ଟି ଅଖ ପ୍ରସ୍ତୁତ କରୁଛନ୍ତି। ପ୍ରଭୁ ଶ୍ରୀବଳଭଦ୍ରଙ୍କ ତାଳଧ୍ବଜ ରଥ ଏବଂ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥର ୫ଟି…

ଡାଇନିଂ ଟେବୁଲରେ ମହାପ୍ରସାଦଦ ସେବନ ନ କରିବାକୁ ନିବେଦନ

ଭୁବନେଶ୍ୱର: ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ଡାଇନିଂ ଟେବୁଲରେ ମହାପ୍ରସାଦଦ ସେବନ ନ କରିବାକୁ ନିବେଦନ କରାଯାଇଛି। ଡାଇନିଂ ଟେବୁଲରେ ମହାପ୍ରସାଦ ସେବନର ଭିଡିଓ ଭାଇରାଲ ହେବା ପରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ନିବେଦନ କରି କୁହାଯାଇଛି ଯେ ମହାପ୍ରଭୁଙ୍କ ଦିବ୍ୟ ପ୍ରସାଦ…

ଯାଜପୁରରେ ବଡ଼ ନିବେଶ କରିବ ଟାଟା, ମିଳିବ ୩୫ ହଜାର ନିଯୁକ୍ତି

ଭୁବନେଶ୍ୱର: ମେ ୨୨ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯାଜପୁରରେ ୧୨ଟି ପ୍ରକଳ୍ପର ଶିଳାନ୍ୟାସ ଏବଂ ଆଉ ୪ଟି ପ୍ରକଳ୍ପର ଉଦଘାଟନ କରିବେ ବୋଲି ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ ଶନିବାର ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ୧.୧୪ ଲକ୍ଷ କୋଟି ଟଙ୍କାର ଏହି ପ୍ରକଳ୍ପଗୁଡ଼ିକ ୩୪,୦୦୦…

କାଶ୍ମୀର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପରାମର୍ଶ ଦେଲେ ସାଂସଦ ଅସଉଦ୍ଦିନ ଓଓ୍ବେସୀ

କାଶ୍ମୀର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପରାମର୍ଶ ଦେଇଛନ୍ତି ଏଆଇଏମଆଇଏମ ମୁଖ୍ୟ ତଥା ହାଇଦ୍ରାବାଦ ସାଂସଦ ଅସଉଦ୍ଦିନ ଓଓ୍ବେସୀ। କାଶ୍ମୀରବାସୀଙ୍କୁ ପୋଷ୍ୟ ଭାବେ ଗ୍ରହଣ କରି ସେମାନଙ୍କ କଥା ଚିନ୍ତା କରିବାକୁ ସେ ପ୍ରଧାନମନ୍ତ୍ରୀଙ୍କୁ କହିଛନ୍ତି। ଓଓ୍ବେସୀ କହିଛନ୍ତି,…

ବିସ୍କୁଟ କମ୍ପାନିରେ ଭୟାବହ ଅଗ୍ନିକାଣ୍ଡ: ୧ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ସଂପତ୍ତି ନଷ୍ଟ

କଟକ: ଜଗତପୁର ନୂତନ ଶିଳ୍ପାଞ୍ଚଳରେ ଥିବା ଏକ ବିସ୍କୁଟ କମ୍ପାନିରେ ଭୟାବହ ଅଗ୍ନିକାଣ୍ଡ ଘଟି ୧ କୋଟିରୁ ଊର୍ଦ୍ଧ୍ବ ଟଙ୍କା ମୂଲ୍ୟର ସଂପତ୍ତି ନଷ୍ଟ ହୋଇଥିବା ଜଣାଯାଇଛି। ବିସ୍କୁଟ କମ୍ପାନିର ମାଲିକ ଦୁର୍ଗାମାଧବ ପାଣିଗ୍ରାହୀଙ୍କ ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ସାଢ଼େ ୯ଟାରେ…

ଚମାଖଣ୍ଡି ଓଏଭିର ଛାତ୍ରଛାତ୍ରୀଙ୍କ ସଫଳତା

ବ୍ରହ୍ମପୁର : ସଦ୍ୟ ପ୍ରକାଶିତ ସିବିଏସ୍ଇ ଦଶମ ଶ୍ରେଣୀ ପରୀକ୍ଷାରେ ଚମାଖଣ୍ଡି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ର ସାଇ ସ୍ଵସ୍ତିକ ମୁଦୁଲି ୯୭.୨ ପ୍ରତିଶତ ନମ୍ବର ରଖି ସ୍କୁଲ ଟପ୍ପର ହୋଇଛନ୍ତି। ତାଙ୍କ ବାପା ସୁଦାମ ଚରଣ ମୁଦୁଲି ଜଣେ ସରକାରୀ କିରାଣୀ ହୋଇଥିବା ବେଳେ ମା ଜଣେ ଗୃହିଣୀ ଅଟନ୍ତି।…

ବରିଷ୍ଠ ବିଜେଡି ନେତାଙ୍କ ବିସ୍ଫୋରକ ବୟାନ

ଭୁବନେଶ୍ୱର: ଘର ବାହୁଡ଼ିବେ କି ଭୂପିନ୍ଦର ସିଂ? କଂଗ୍ରେସ ଆଡ଼କୁ ଢଳୁଛନ୍ତି କି ବରିଷ୍ଠ ବିଜେଡି ନେତା? ବିଜେଡି ନେତାଙ୍କ ଆଇପିଏଲ୍ ଉଦାହରଣକୁ ନେଇ ରାଜ୍ୟ ରାଜନୀତିରେ ଜୋର ଧରିଲା ଚର୍ଚ୍ଚା। ଏବେ ଭୂପିନ୍ଦର ସିଂଙ୍କ ଆସିଲା ବିସ୍ଫରକ ବୟାନ। ସେ କହିଛନ୍ତି, ଏବେ ଆଇପିଏଲ ଚାଲିଛି। ଭଲ…