ମଦ ନିଶା ନେଲା ଦୁଇ ଜୀବନ : ଭିଣେଇର ତିର ମାଡ଼ରେ ଦୁଇ ଶଳା ମୃତ ଜଣେ ଗୁରୁତର…
ମାଲକାନଗିରି// ଚିତ୍ରକୋଣ୍ଡା :- ୧୨।୦୫ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଦୋରାଗୁଡ଼ା ପଞ୍ଚାୟତ କୁପାଗୁଡ଼ା ଗ୍ରାମର ରାଜୁ ଖେମୁଡୂ,କୁଞ୍ଜ ଖେମୁଡୁ,କ୍ରିଷ୍ଣା ଖେମୁଡୁ ଗତକାଲି ନିଜ ଭଉଣୀ ଘରକୁ ଦଶାହ କାର୍ଯ୍ୟରେ ଯୋଗଦେବାପାଇଁ ସିଲେରୁ ଯାଇଥିଲେ।ସେଠାରେ ଭିଣେଇ ଓ ଶଳା!-->…