ନିରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟରେ ସାଂସଦ ଙ୍କ ପାଣ୍ଠି ଟଙ୍କା ହଡ଼ପ ଅଭିଯୋଗ….!
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ଅଞ୍ଚଳ ରେ ପାଦ ପାଦରେ ଦୁର୍ନୀତି ହେଉଛି। ତାହାର ନଗ୍ନ ନମୁନା ଏବେ ନିରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟରେ ଦେଖିବାକୁ ମିଳିଛି। ପୂର୍ବତନ ସାଂସଦଙ୍କ ହାତ ପାଣ୍ଠିର ପ୍ରାୟ ୨୦ ଲକ୍ଷରୁ ଉର୍ଦ୍ଧ ଟଙ୍କା ହଡ଼ପ ହୋଇଥିବା ଅଭିଯୋଗ ପରେ ଦିଲ୍ଲୀର ଏକ ତଦନ୍ତ!-->…