ପାକିସ୍ତାନର ବଜେଟ୍ ଆମ ସାମରିକ ବଜେଟଠୁ ବି କମ୍: ଅସଦୁଦ୍ଦିନ ଓୱେସି

ନୂଆଦିଲ୍ଲୀ: ୨୨ ଏପ୍ରିଲରେ ଜମ୍ମୁ ଓ କଶ୍ମୀରର ପହଲଗାମରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣ ସମଗ୍ର ଦେଶକୁ ଦୋହଲାଇ ଦେଇଛି। ଏହାକୁ ନେଇ ସାରା ଦେଶରେ କ୍ରୋଧ ରହିଛି। ଏବେ ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱେସିଙ୍କ ଏକ ଭିଡିଓ ମଧ୍ୟ ଭାଇରାଲ ହେଉଛି, ଯେଉଁଥିରେ ସେ କହିଛନ୍ତି ଯେ,…

ଓଡ଼ିଶାର ସାମଗ୍ରିକ ବିକାଶ ହିଁ ମଧୁବାବୁଙ୍କର ସ୍ବପ୍ନ : ମୋହନ ମାଝୀ

ଭୁବନେଶ୍ୱର : ମଧୂବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ । ମଧୁସୂଦନ ଦାସଙ୍କ ୧୭୭ ଜନ୍ମଜୟନ୍ତୀ ଅବସରରେ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମଧୁବାବୁ ଥିଲେ ଓଡ଼ିଆ ଜାତିର ଗର୍ବ ଏବଂ ଗୌରବର ପ୍ରତୀକ।…

ସାପ କାମୁଡ଼ାରେ ଦଶବର୍ଷ ବାଳକର ମୃତ୍ୟୁ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ସିନ୍ଦ୍ରିଗାଁ ପଞ୍ଚାୟତ ଡେଙ୍ଗାରଗାଁରେ ଘଟିଛି ଏକ ଅଘଟଣ । ବିଲ ହୁଡ଼ା ନିକଟରେ ଛୋଟ ପିଲାମାନେ ଖେଳୁଥିବା ସମୟ ରେ ହୁଡ଼ାରେ ଥିବା ଗର୍ତ୍ତରୁ ଏକ ବିଷଧର ସାପ ବାହାରି ଦଶ ବର୍ଷର ଛୋଟ ପିଲାଟି କୁ ଦଂଶନ କରିଥିଲା । ଚାହୁଁ ଚାହୁଁ…

ବିଶ୍ୱ ଏକତା ଓ ବିଶ୍ୱାସର ବିକାଶ ପାଇଁ ରାଜଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ

ବାଲିଗୁଡା : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ସ୍ଥିତ ପ୍ରଜାପତି ବ୍ରହ୍ମକୁମାରୀ ପକ୍ଷରୁ ରବିବାର ବିଶ୍ୱ ଏକତା ଓ ବିଶ୍ୱାସର ବିକାଶ ପାଇଁ ରାଜଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅତିଥି ଭାବେ କାକଟପୁରର ରାଜଯୋଗିନୀ ବି.କେ କୁନ୍ତଳା,…

ବିବାହର ପ୍ରତିଶୃତି ଦେଇ ସ୍ବାମୀ ପରିତ୍ୟକ୍ତା ମହିଳାଙ୍କୁ ଦୁର୍ଷ୍କମ ଓ ହତ୍ୟା ଉଦ୍ୟମ

ହିଞ୍ଜିଳିକାଟୁ : ଜୈନିକା ସ୍ବାମୀ ପରିତ୍ୟକ୍ତା ମହିଳାଙ୍କୁ ବିବାହର ପ୍ରତିଶୃତି ଦେଇ ଦୁର୍ଷ୍କମ କରିବା ଓ ପରବର୍ତ୍ତୀ ସମୟରେ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ସହ ଖାଦ୍ୟରେ ବିଷ ଦେଇ ହତ୍ୟା ଉଦ୍ୟମ କରିବା ଭଳି ହିଞ୍ଜିଳି ଥାନାରେ ସଙ୍ଗୀନ ଅଭିଯୋଗ ହୋଇଛି। ପ୍ରତାରଣାର ଶିକାର ହେବା ପରେ…

ନକଲି ଟ୍ରାଞ୍ଜିଟ ପାସରେ ଚୋରା ବାଲି ଚାଲାଣ : ୫୦ ହଜାର ଜୋରିମାନା

ହିଞ୍ଜିଳିକାଟୁ : ଗତ କିଛି ଦିନ ଧରି ହିଞ୍ଜିଳି ଥାନା ଅଞ୍ଚଳର ଋଷିକୁଲ୍ୟା ଓ ଘୋଡାହଡ ନଦୀ ପଠାର ବିଭିନ୍ନ ସ୍ଥାନରୁ ବେଧଡକ ଭାବେ ଚୋରା ବାଲି ଲୁଟ୍ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରାୟତଃ ରାତ୍ରୀ ୧୦ ଟା ପରେ ଆରମ୍ଭ ହୋଇ ଭୋର ସମୟ ପର୍ଯ୍ୟନ୍ତ ଚୋରା ଚାଲାଣର କାରବାର ହୁଏ। ଦୈନିକ ରାତିରେ ହଜାର…

ଆରବ ସାଗରରେ ଭାରତୀୟ ନୌସେନାର ଯୁଦ୍ଧାଭ୍ୟାସ, ଘନଘନ କ୍ଷେପଣାସ୍ତ୍ର ପରୀକ୍ଷଣ ଜାରି

ପହଲଗାଓଁ ଆତଙ୍କବାଦୀ ଆକ୍ରମଣକୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଏହି ସମୟରେ ଭାରତୀୟ ନୌସେନା ନିଜର ଯୁଦ୍ଧାଭ୍ୟାସ ଚଳାଇଛି। ନୌସେନାର ଜାହାଜ, କ୍ଷେପଣାସ୍ତ୍ର ଏବଂ ଓ୍ବିପନ ସିଷ୍ଟମଗୁଡ଼ିକୁ ପରୀକ୍ଷଣ କରାଯାଉଛି। ଆରବ ସାଗରରେ ଘନଘନ କ୍ଷେପଣାସ୍ତ୍ର ପରୀକ୍ଷଣ ଜାରି…

ମୁଖ୍ୟମନ୍ତ୍ରୀଙ୍କ ନାଁରେ ଠକୁଥିଲେ ଯୁବକ, ଗିରଫ କଲା ପୋଲିସ

ରାଉରକେଲା: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (CMO)ର ଜଣେ ଅଧିକାରୀ ଭାବରେ ନିଜକୁ ପରିଚୟ ଦେଇ ଠକେଇ କରିବାକୁ ଚେଷ୍ଟା କରିଥିବା ଅଭିଯୋଗରେ ରାଉରକେଲା ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କୁ ଭୁବନେଶ୍ୱରର ସଙ୍କଳ୍ପ ବିହାର ଅଞ୍ଚଳର ବାସିନ୍ଦା ଅମନ ପ୍ରଧାନ ବୋଲି ଚିହ୍ନଟ…

ଭାରତୀୟ ଯବାନଙ୍କୁ ହସ୍ତାନ୍ତର ପାଇଁ ମନା କଲା ପାକିସ୍ତାନ

ଭୁଲବଶତଃ ପାକିସ୍ତାନ ସୀମାରେ ପ୍ରବେଶ କରିଥିବା ବିଏସଏଫ ଯବାନ ପୁର୍ନମ ସାହୁଙ୍କୁ ବନ୍ଦୀ ରଖିଛି ପାକିସ୍ତାନ। ଭାରତକୁ ହସ୍ତାନ୍ତର କରିବାକୁ ପାକ୍ ରେଞ୍ଜର୍ସ ମନା କରିଦେଇଛନ୍ତି। ପଞ୍ଜାବର ଫେରୋଜପୁର ଅଞ୍ଚଳରେ ବାଟ ଭୁଲିଯାଇଥିବା କିଛି କୃଷକଙ୍କୁ ବାଟ ଦେଖାଇ ନେଉଥିବାବେଳେ ପୁର୍ନମ ପାକ୍‌…