ଦୂର୍ଘଟଣାରେ ୩ ଆହତ
ହିଞ୍ଜିଳିକାଟୁ : ୫୯ ନଂ ଜାତୀୟ ରାଜପଥ ତଥା ହିଞ୍ଜିଳି ଥାନା ଜଳସମ୍ପଦ କାର୍ଯ୍ୟାଳୟ ସମ୍ମୁଖରେ ଦୂର୍ଘଟଣା ଘଟି ୩ ଜଣ ଆହତ ହୋଇଛନ୍ତି। ଆହତ ମାନେ ହେଲେ ଅଟୋ ଚାଳକ ହିଞ୍ଜିଳି ଥାନା ପୋଚିଲିମା ଗ୍ରାମର ସନ୍ତୋଷ ଦାସ (୨୬), ସାଥି ରଞ୍ଜନ ଦାସ (୨୯) ଓ ସ୍କୁଟି ଚାଳକ ଗୋଳନ୍ଥରା ଗ୍ରାମର ଟୁନା!-->…