” ଲୋକକଳା ପାଇଁ ଦିନଟିଏ ” ବାଲିଗୁଡା ଅଞ୍ଚଳର ଯୁବ ନାଟ୍ୟକାର ପ୍ରମୋଦ ଦଣ୍ଡସେନାଙ୍କୁ ସମ୍ବର୍ଦ୍ଧନା

ବାଲିଗୁଡା : ଓଡ଼ିଆ ପକ୍ଷ ପାଳନ ଅବସରରେ ଗୁରୁବାର ଦିନ କନ୍ଧମାଳ ଜ଼ିଲ୍ଲା ଖଜୁରୀପଡା ରେ ଜ଼ିଲ୍ଲା ପ୍ରଶାସନ ର ସଂସ୍କୃତି ବିଭାଗ ପକ୍ଷରୁ ଲୋକକଳା ପାଇଁ ଦିନଟିଏ ଦିବସ ପାଳିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ କନ୍ଧମାଳ ଜ଼ିଲ୍ଲାର ୧୨ ଗୋଟି ବ୍ଳକର କଳାକାର ମାନେ ଯୋଗଦେଇ ଦେଇଥିଲେ…

ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର; ୨% ବଢିଲା ମହଙ୍ଗା ଭତ୍ତା

ଭୁବନେଶ୍ୱର : ବଢ଼ିଲା ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା । ୨ ପ୍ରତିଶତ ଡିଏ ବଢାଇଛନ୍ତି ରାଜ୍ୟ ସରକାର । ଜାନୁଆରୀ ୨୦୨୫ ମସିହାରୁ ଏହା ପିଛିଲା ଭାବେ ମିଳିବ । ଚଳିତ ମାସ ଏପ୍ରିଲ ମାସ ଦରମାରେ ନଗଦ ଆକାରରେ ମିଳିବ। ବର୍ତ୍ତମାନ ୫୩ରୁ ୫୫ ପ୍ରତିଶତକୁ ମହଙ୍ଗା ଭତ୍ତା ବଢିଛି।…

ସ୍ୱାମୀ ରାସ୍ତାରେ ସ୍ତ୍ରୀ: ଡାକ୍ତର ରାମଚନ୍ଦାନୀଙ୍କ ପତ୍ନୀ ବି ଖୋଲିଲେ ଟଙ୍କିକିଆ ଦନ୍ତ ଚିକିତ୍ସାଳୟ

ସମ୍ବଲପୁର: କୁହାଯାଏ ଘର ଚଳାଏ ସ୍ୱାମୀ । କିନ୍ତୁ ସ୍ୱାମୀକୁ ସହଯୋଗ କରିବାକୁ ଯାଇ ସ୍ତ୍ରୀ ବି ଯଦି ସହଯୋଗ କରେ ତାହାଲେ ଏହା ଆହୁରି ସଫଳ ହୋଇଯାଏ । ଓଡ଼ିଶାର ଘରେ ଘରେ ପରିଚିତ ଟଙ୍କିକିଆ କ୍ଲିନିକର ପ୍ରତିଷ୍ଠାତା ଡାକ୍ତର ରାମଚନ୍ଦାନୀଙ୍କ ପତ୍ନୀ ଶିଖା ରାମଚନ୍ଦାନ୍ଦୀ ଏହିଭଳି ଏକ କାମ…

ବିଶ୍ୱ ଛେନାପୋଡ ଦିବସ; ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବିଭିନ୍ନ ପ୍ରକାର ଖାଦ୍ୟରେ ଅଧିକାଂଶ ଲୋକଙ୍କୁ ଖାଦ୍ୟ ଖାଇବା ପରେ ହେଉ ଅଥବା ଅନ୍ୟ ସମୟରେ ମିଠା ଜିନିଷ ଖାଇବାକୁ ବେଶ ପସନ୍ଦ । ମିଠା ମଧ୍ୟରେ ବିଭିନ୍ନ ଜିିନିଷ ରହିଥିବା ବେଳେ ଅନେକ ଲୋକଙ୍କ ପ୍ରଥମ ପସନ୍ଦ ଛେନାପୋଡ। ଖାଲି ରାଜ୍ୟ ନୁହେଁ ରାଜ୍ୟ ବାହାରେ ଏଭଳି କି ବିଦେଶରେ…

ଛତିଶଗଡ ସିମାନ୍ତ ସୁକୁମା ଜିଲ୍ଲାରେ ପୋଲିସ କୁ ସଫଳତା ତିନି ମାଓବାଦୀ ଗିରଫ…

ମାଲକାନଗିରି : ଛତିଶଗଡ ସିମାନ୍ତ ସୁକୁମା ଜିଲ୍ଲାରେ ପୋଲିସ ମିଳିଛି ବଡ ସଫଳତା । ଚିନ୍ତଲନାଡ ଜଙ୍ଗଲରେ ସିଆରପିଏଫ ଜବାନଙ୍କ ପକ୍ଷରୁ କୁମିଂ ଅପରେସନ ଚାଲିଥିବା ବେଳେ ତିନି ଜଣ ହାଡକୋର ମାଓବାଦୀଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି ସୁରକ୍ଷା କର୍ମୀ । ସୁରକ୍ଷା କର୍ମୀଙ୍କୁ ଦେଖି ଦୌଡି…

“ଲୋକ କଳା ପାଇଁ ଦିନଟିଏ ” : ନବରଙ୍ଗପୁର ଜିଲ୍ଲା ବି ମାଲିଗୁଡ଼ା ଗ୍ରାମରେ କଳାକାରମାନଙ୍କ ସମାବେଶ

ନବରଙ୍ଗପୁର : ଆଜି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ର ବି ମାଲିଗୁଡା ଗ୍ରାମରେ ଓଡ଼ିଆ ପକ୍ଷ ପାଳନ ଅବସରରେ ଦଶମ ଦିନରେ "ଲୋକକଳା ପାଇଁ ଦିନଟିଏ "କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ( ରାଜସ୍ବ) ବିଶ୍ଵଜିତ ବର୍ମନ୍ ମୁଖ୍ୟ ଅତିଥି ରୂପେ…

ମନୋରଞ୍ଜନଧର୍ମୀ ଶିକ୍ଷା ପ୍ରଦାନ ଜରିଆରେ ସୁଦୃଢ଼ କରାଯିବ ପ୍ରାଥମିକ ଶିକ୍ଷା – ମୁଖ୍ୟମନ୍ତ୍ରୀ

କେନ୍ଦୁଝର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଦିନିକିଆ କେନ୍ଦୁଝର ଗସ୍ତରେ ଯାଇ ମଣ୍ଡଳପାଟ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହୋଇଥିବା ଅନେକ ଛାତ୍ର ଛାତ୍ରୀ ଜିଲ୍ଲା, ରାଜ୍ୟ ତଥା ଭାରତ…

୪ ଦଶନ୍ଧି ପରେ ନକ୍ସଲ ପ୍ରବଣ ଗାଁରେ ସାପ୍ତାହିକ ହାଟ ବସିଲା

ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ଶହଶହ ଗ୍ରାମ ନକ୍ସଲ କବଜାରେ ରହିବା ଦ୍ବାରା ବିକାଶ ମୂଳକ କାମ ସେଠାରେ ପହଞ୍ଚିପାରୁନଥିଲା। ଏପରିକି ଲୋକେ ପିଲାଙ୍କୁ ସ୍କୁଲ ପଠେଇବା ମଧ୍ୟ ବନ୍ଦ କରିଦେଇଥିଲେ। ନକ୍ସଲଙ୍କର ସମସ୍ତ ନିୟମ କାନୁନରେ ଗାଁ ପରିଚାଳିତ ହେଉଥିଲା। ଏଥିସହ ସାପ୍ତାହିକ ହାଟଗୁଡିକକୁ…

କାର୍ ସହ ବାଇକ୍ ଧକ୍କା, ୪ ଆହତ

ହିଞ୍ଜିଳିକାଟୁ : ୫୯ ନଂ ଜାତୀୟ ରାଜପଥ ତଥା ହିଞ୍ଜିଳି ଥାନା ସୋମପୁର ଛକ ନିକଟରେ ବୁଧବାର ବିଳମ୍ୱିତ ରାତିରେ କାର୍ (ଓଡି୦୨ ବିଡି ୦୦୪୦) ସହ ଏକ ମୋଟର ସାଇକେଲ (ଓଆର୦୭ ଜେଡ୍ ୬୯୩୮)ର ଧକ୍କା ଘଟିଛି। ଦୂର୍ଘଟଣାରେ ୪ ଜଣ ଆହତ ହୋଇଛନ୍ତି।‌ ଆହତ ମାନେ ହେଲେ କାର୍ ଚାଳକ ହିଞ୍ଜିଳି ଥାନା…

ଜିଲ୍ଲା ନଗର ଉନ୍ନୟନ ସଂସ୍ଥାର ସମୀକ୍ଷା

ଛତ୍ରପୁର : ସ୍ଥାନୀୟ ଜଉଗଡ ସମ୍ମିଳନୀ କକ୍ଷରେ ଗଞ୍ଜାମ ଜିଲ୍ଲା ନଗର ଉନ୍ନୟନ ସଂସ୍ଥାର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ବୈଠକରେ ଅଧ୍ୟକ୍ଷତା କରି ସହରାଂଚଳ ନିମନ୍ତେ ସରକାରଙ୍କ ସମସ୍ତ ଯୋଜନା ଗୁଡିକ ସଠିକ୍ ଭାବେ ଜନସାଧାରଣ କିପରି ଉପକୃତ…