ତେଲେଙ୍ଗାନା ପୋଲିସକୁ ସଫଳତା : ଆତ୍ମସମର୍ପଣ କଲେ ୬୪ ମାଓବାଦୀ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ତେଲେଙ୍ଗାନା ରାଜ୍ୟର ଭଦ୍ରାଦି କତାଗୁଡ଼େମ ଜିଲ୍ଲାରେ ୬୪ ଜଣ ମାଓବାଦୀ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ସୂଚନା ଅନୁଯାୟୀ ଭଦ୍ରାଦି କତାଗୁଡ଼େମ ଜିଲ୍ଲାର ଆଇଜି ଚନ୍ଦ୍ର ଶେଖର ରେଡ୍ଡୀଙ୍କ ନେତୃତ୍ଵରେ ପୋଲିସ ଓ ସିଆରପିଏଫର ବରିଷ୍ଟ…

ବିଦେଶୀ ମଦ ବିକ୍ରୀ ଅଭିଯୋଗରେ ଲେଙ୍କୁଡିପଡା ଛକରେ ଥିବା ଗୁଗୁଲ ହୋଟେଲ ମାଲିକଙ୍କ ସହ ୩ଗିରଫ

ନୟାଗଡ଼: ବିଦେଶୀ ମଦ ବିକ୍ରୀ ଅଭିଯୋଗରେ ଲେଙ୍କୁଡିପଡା ଛକରେ ଥିବା ଗୁଗୁଲ ହୋଟେଲ ମାଲିକଙ୍କ ସହ ୩ଗିରଫ । ବର୍ଷ ବର୍ଷ ଧରି ହୋଟେଲରେ ଚାଲିଥିଲା ମଦ ବ୍ୟବସାୟ। ଭୋଜନ ଅପେକ୍ଷା ଅଧିକ ବିକ୍ରି ହେଉଥିଲା ମଦ। ନୟାଗଡ଼ ସହର ନିକଟସ୍ଥ ଲେଙ୍କୁଡ଼ିପଡ଼ା ଛକରେ ଗୁଗୁଲ ହୋଟେଲରେ ବିଦେଶୀ ମଦ ବିକ୍ରି…

ଆଜି ୪୩.୬ ଡିଗ୍ରୀ ତାପମାତ୍ରା ସହ ଜଳିଛି ବୌଦ୍ଧ

ମାର୍ଚ୍ଚ ଅଧାରୁ ଜଳିଲାଣି ଅଧାରୁ ଅଧିକ ଓଡ଼ିଶା । ପଶ୍ଚିମ ଓଡ଼ିଶାରେ ନିଇତି ରେକର୍ଡ କରିଚାଲିଛି ପାରଦ । ମାର୍ଚ୍ଚ ଅଧାରୁ ଯେଭଳି ଦାଉ ସାଧିଛି ଗ୍ରୀଷ୍ମ ପ୍ରବାହ । କିଛିଦିନ ହେଲା ବୌଦ୍ଧ ଓ ଝାରସୁଗୁଡ଼ା କ୍ରମାଗତ ପାରଦ ଉପରମୁହାଁ ହେବା ସହିତ ଦେଶବ୍ୟାପି ରେକର୍ଡ ଭାଙ୍ଗିଛି। କେବଳ ଏହି…

୧୪୦ କୋଟି ଭାରତୀୟ ମୋ ଶକ୍ତି : ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକାର ପ୍ରସିଦ୍ଧ ପଡକାଷ୍ଟର ଲେକ୍ସ ଫ୍ରିଡମ୍ୟାନଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି। ଏହି ପୋଡକାଷ୍ଟରେ ତାଙ୍କ ପିଲାଦିନ, ହିମାଳୟରେ ବିତାଇଥିବା ସମୟ ଏବଂ ସାର୍ବଜନୀନ ଜୀବନରେ ତାଙ୍କର ଯାତ୍ରା ସମେତ ବିଭିନ୍ନ ବିଷୟ ଉପରେ ସେ କହିଥିଲେ ।…

ଭୁବନେଶ୍ୱରରେ ସ୍ଥାପନ ହେବ ମଡର୍ଣ୍ଣ ଆର୍ଟ ଗ୍ୟାଲେରୀ

ନୂଆଦିଲ୍ଲୀ : ରାଷ୍ଟ୍ରୀୟ ଆଧୁନିକ କଳା ସଂଗ୍ରହାଳୟ (ମଡର୍ଣ୍ଣ ଆର୍ଟ ଗ୍ୟାଲେରୀ) ଏକ ଶାଖା ଭୁବନେଶ୍ୱରରେ ସ୍ଥାପନ ହେବ। ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ରାଷ୍ଟ୍ରୀୟ ଆଧୁନିକ କଳା ସଂଗ୍ରହାଳୟ (ମଡର୍ଣ୍ଣ ଆର୍ଟ ଗ୍ୟାଲେରୀ)ର ଏକ ଶାଖା ଭୁବନେଶ୍ୱରରେ ସ୍ଥାପନ ପାଇଁ ଦେଇଥିବା ପ୍ରସ୍ତାବକୁ କେନ୍ଦ୍ର…

ପାକ୍‌ ସେନା ଗାଡ଼ି ଉପରେ ଭୟଙ୍କର ଆକ୍ରମଣ, ୯୦ ଯବାନ ମୃତ

ପାକିସ୍ତାନର ବାଲୋଚିସ୍ତାନ ପ୍ରଦେଶରେ ରବିବାର ସେନା ଗାଡ଼ି ଉପରେ ଭୟଙ୍କର ଆକ୍ରମଣ ହୋଇଛି। ପାକ୍‌ ସେନାର କିଛି ବସରେ ଯବାନମାନେ ନୌଶକି ଅଞ୍ଚଳ ଦେଇ କ୍ଵେଟାରୁ ତାଫତାନ ଯାଉଥିଲେ। ଏହି ସମୟରେ ହଠାତ ଆଇଇଡି ଭର୍ତ୍ତି ଏକ ଗାଡ଼ି ପାକ୍‌ ସେନାର ଗୋଟିଏ ବସକୁ ଧକ୍କା ଦେଇଥିଲା। ଯାହାଫଳରେ ସେଠାରେ…

ମାର୍ଚ୍ଚ ୩୧ ଶେଷ ତାରିଖ: ତା’ପରେ ଆଉ ଧାନ ନେବେନି ସରକାର

ଭୁବନେଶ୍ଵର: ମାର୍ଚ୍ଚ ୩୧ ଧାନ କିଣା ପାଇଁ ଶେଷ ତାରିଖ । ମାର୍ଚ୍ଚ ୩୧ ପରେ ଆଉ ଧାନ ନେବେନାହିଁ ସରକାର । ଧାନ କିଣା ଡେଡଲାଇନ୍ ବତାଇ କିଛି ଏପରି ସୂଚନା ଦେଇଛନ୍ତି ଖାଦ୍ୟ ଏବଂ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ମନ୍ତ୍ରୀ କହିଛନ୍ତି, ମାର୍ଚ୍ଚ ୩୧ ପରେ ମଣ୍ଡିରୁ ଆଉ ଧାନ କିଣା…

ମୋର ଯୋଗ୍ୟତା ନାହିଁ ବୋଲି ଭାବିଲି, ଗଲିନି: ଜୟ ନାରାୟଣ

ଭୁବନେଶ୍ବର: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଓଡ଼ିଶା ଗସ୍ତ ନେଇ ପ୍ରସ୍ତୁତି ବୈଠକରେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର କ୍ଷୋଭ ପ୍ରକାଶ କରିଛନ୍ତି। ପ୍ରସ୍ତୁତି ବୈଠକରେ ପଛରେ ବସିବା ପ୍ରସଙ୍ଗରେ ସେ ନିଜର ମତ ରଖି ତେରଛା ବାଣ ମାରିଛନ୍ତି। ସେ ମୁହଁ ଖୋଲି ପୁଣି ବିବାଦ ସୃଷ୍ଟି…

କ୍ୟାରମ ଖେଳକୁ କେନ୍ଦ୍ର କରି ହତ୍ୟାକାଣ୍ଡ: ଡିସିପି

କଟକ: ହୋଲିରେ କଟକ ଶ୍ରୀକୃଷ୍ଣ ବିହାର ଅଞ୍ଚଳରେ ଯୁବକଙ୍କୁ ଗୁଳି କରି ହତ୍ୟା ଘଟଣା । କ୍ୟାରମ୍ ଖେଳକୁ କେନ୍ଦ୍ରକରି ଯୁବକଙ୍କୁ ଗୁଳି କରି ହତ୍ୟା କରିଥିଲେ ଦୁର୍ବୃତ୍ତ । ପ୍ରେସମିଟ୍ କରି ଏନେଇ ସୂଚନା ଦେଇଛନ୍ତି କଟକ ଡିସିପି । କ୍ୟାରମ୍ ଖେଳକୁ ନେଇ ପାଟିତୁଣ୍ଡ ପରେ ଅତି ନିକଟରୁ ଯୁବକଙ୍କୁ…

ପଣବନ୍ଦୀ ଥିବା ୨୧୪ ଯାତ୍ରୀଙ୍କୁ ହତ୍ୟା କଲା ବିଏଲଏ

ପାକିସ୍ତାନରେ ଜାଫର ଏକ୍ସପ୍ରେସ ହାଇଜ୍ୟାକ୍‌ ଘଟଣାରେ ପଣବନ୍ଦୀ ଥିବା ୨୧୪ ଯାତ୍ରୀଙ୍କୁ ବାଲୋଚ ଲିବରେସନ ଆର୍ମି(ବିଏଲଏ) ହତ୍ୟା କରିଛି। ଏ ନେଇ ବିଏଲଏ ପକ୍ଷରୁ ଦାବି କରାଯାଇଛି। ବନ୍ଦୀ ଅଦଳ ବଦଳ କରିବାକୁ ପାକ୍ ସରକାର ରାଜି ନ ହେବାରୁ ପଣବନ୍ଦୀମାନଙ୍କୁ ହତ୍ୟା କରାଯାଇଥିବା ବିଏଲଏ କହିଛି।…