ଭୁଲ ଇଞ୍ଜେକସନ ଲାଗି ଚାଲିଗଲା ୪ବର୍ଷର ଝିଅର ଜୀବନ, ଡାକ୍ତର ଓ ନର୍ସ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କଲେ ବାପା ଓ…
ଛତ୍ରପୁର ସୋରଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭୁଲ ଚିକିତ୍ସା ଲାଗି ଜଣେ ୪ବର୍ଷର ଝିଅର ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକ ଆଜି ଛତ୍ରପୁର ଆସି ଜିଲାପ୍ରଶାସନ ନିକଟରେ ଅଭିଯୋଗ କରିଛନ୍ତି । ଏକ ମାତ୍ର ଝିଅକୁ ନ୍ୟାୟ ମିଳିବା ପର୍ଯ୍ୟନ୍ତ ବାପା ଓ ମା ଲଢେଇ ଜାରିରଖିବେ ବୋଲି କହିଛନ୍ତି ।!-->…