ସାମୁହିକ ପ୍ରୟାସ ହିଁ ସ୍ଵାସ୍ଥ୍ୟର ଦୃଢ଼ତା ବଢ଼ାଏ…
ମାଲକାନଗିରି : ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ସଦର ମହକୁମାରେ ଆଇଟିସି ମିଶନ ସୁନହରାକାଲ ସହଯୋଗରେ ଆଇଜିଡି ଏନଜିଓ ପକ୍ଷରୁ ଗୋଷ୍ଠୀ ଗତ ସଂଗଠନ, ସାମାଜିକ ସଂଗଠନ ଓ ଏନଜିଓ କର୍ମୀଙ୍କୁ ନେଇ ମାତୃ, ଶିଶୁ ସ୍ୱାସ୍ଥ୍ୟ ଓ କିଶୋର ସ୍ଵାସ୍ଥ୍ୟର ସୁଦୃଢ ପାଇଁ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।!-->…