ଓକିଲ ସଙ୍ଘ ନିର୍ବାଚନୀ ବିଗୁଲ ବାଜିଲା :ନିର୍ବାଚନ ଅଧିକାରୀ ହେଲେ ଅଶୋକ ନାଏକ…

ମାଲକାନଗିରି,୨୨/୦୨ ରାଜ୍ୟ ବାର କାଉନ୍ସିଲ ର ସ୍ୱୀକୃତି ପ୍ରାପ୍ତ ବାର ଗୁଡିକର ନିର୍ବାଚନ ଆସନ୍ତା ମାର୍ଚ୍ଚ ମାସ ୨୯ ତାରିଖରେ ସାରା ରାଜ୍ୟରେ ହେବାକୁ ଥିବା ବେଳେ ଆଜି ମାଲକାନଗିରି ଜିଲ୍ଲା ବାର ଆସୋସିଏସନ ର ନିର୍ବାଚନୀ ବିଗୁଲ ବାଜିଛି।ସଭାପତି ପ୍ରୀତପାଲ ସିଙ୍ଗ ଙ୍କ ସଭାପତିତ୍ୱ ରେ…

ଗୁଳିମାଡ଼ରେ ଶଳା ଭିଣୋଇ ଗୁରୁତର ଘଟଣା: ୫ ସୁପାରୀ କିଲର ଗିରଫ

ଅନୁଗୁଳ: ବନ୍ତଳା ଥାନା କହ୍ନେଇ ନଗରରେ ଗୁଳିମାଡ଼ରେ ଶଳା ଭିଣୋଇ ଗୁରୁତର ଘଟଣାରେ ୫ ସୁପାରୀ କିଲର ଗିରଫ ହୋଇଛନ୍ତି। ସେମାନଙ୍କ ଠାରୁ ଦୁଇଟି ରିଭରଭର, ଗୁଳି,ବାଇକ ଓ ଏଟିଏମ କାର୍ଡ ଜବତ କରିଛି ପୋଲିସ। ରାଜକିଶୋର ସାହୁ ସହ ପୂର୍ବ ଶତ୍ରୁତାରୁ ଏହି ଘଟଣା ଘଟିଥିବା ଅନୁଗୁଳ ଏସପି ସୂଚନା…

ଲାଞ୍ଜିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ…

କୁକୁଡାଖଣ୍ଡି : କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ଲାଞ୍ଜିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ପ୍ରଧାନ ଶିକ୍ଷୟତ୍ରୀ ନମିତା କୁମାରୀ ମହାରଣାଙ୍କ ସଭାପତିତ୍ବରେ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଲାଞ୍ଜିଆ…

ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ଅନ୍ତର୍ଜାତୀୟ ମାତୃଭାଷା ଦିବସ ସମାରୋହ…

ଓଡ଼ିଆ ମାତୃଭାଷାର ଉତ୍କର୍ଷତାକୁ ବଜାୟ ରଖିବା ପାଇଁ ଆହ୍ବାନ - ମୁଖ୍ୟ ଅତିଥି ମାତୃଭାଷା ହୃଦୟର ସ୍ପନ୍ଦନ ଅଟେ - ସମ୍ମାନିତ ଅତିଥି। ଆସିକା ତା ୨୦/୨ : ଆସିକା ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଜୀବାନନ୍ଦ ତ୍ରିପାଠୀଙ୍କ ପୌରହିତ୍ୟରେ ଏବଂ ଓଡ଼ିଆ ଭାଷା ବିଭାଗର ସହଭାଗିତାରେ…

କ୍ଳଷ୍ଟରସ୍ତରୀୟ ପରିବେଷ ସଚେତନ କର୍ମଶାଳା…

"ଆମ ସ୍ଲୋଗାନ" -"ବନ ସବୁଜିମା""ଶାନ୍ତ ସୁଷମା " ଉମରକୋଟ :-(୨୨/୦୨/୨୦୨୫) ଦିନକୁ ଦିନ ଜଙ୍ଗଲ ଧଂସ ହେବାକୁ ଯାଉଛି ଏବଂ ଏହି ଜଙ୍ଗଳ ଧଂସ ହେବା ଫଳରେ ପରିବେଷ ନଷ୍ଟ ହେବାକୁ ଯାଉଛି ଯାହାଦ୍ୱାରା ବିଭିନ୍ନ ପ୍ରକାରର ଅଜଣା ରୋଗ ବଡ଼ିବାରେ ଲାଗିଛି। ଠିକ ଏହାକୁ ଲକ୍ଷ୍ୟ କରି ଆଜି…

ଆସିକା ପଣ୍ୟାଗାର ର ସିସି ଟିଭି ଓ ଧର୍ମକଣ୍ଟା ଅଚଳ ଯୋଗୁଁ ଚାଉଳ ଖାଉଛନ୍ତି ଦୁଇ ଗୋଡ଼ିଆ ମୂଷା…!

ଚାଉଳ ହେରଫେର କୁ ନେଇ ଅଭିଯୋଗ …..! ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଆସିକା କେନ୍ଦ୍ରୀୟ ପଣ୍ୟା ଗାର ରୁ ହେଉଛି ଚାଉଳ ହେରଫେର ଆସୁଛି ୫୦ କିଗ୍ରା ୫୦୦ ଗ୍ରାମ ଯାଉଛି ୪୫  କିଗ୍ରା ରୁ କମ ଆସିକା ସ୍ଥିତ କର୍ଣ୍ଣୋଳି ସ୍ଥିତ କେନ୍ଦ୍ରୀୟ ପଣ୍ୟଗାର ଏବେ ଦୁର୍ନୀତି ର ପେଣ୍ଠ ପାଲଟିଛି। ଏଠି…

କନ୍ଧମାଳ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ଏକକାଳୀନ ଚଢ଼ାଉ; ବିପୁଳ ପରିମାଣର ଗଞ୍ଜେଇ ଜବତ: ଜଣେ ଗିରଫ…

କନ୍ଧମାଳ ତା,୨୧/୦୨ : କନ୍ଧମାଳ ଜିଲା ପୁଲିସ ୫ଟି ଥାନା ଅଞ୍ଚଳରେ ଏକକାଳୀନ ଚଢ଼ାଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି। ପ୍ରାୟ ୧୦ ହଜାର ୮୫୨ କେଜିରୁ ଊର୍ଦ୍ଧ୍ବ ଗଞ୍ଜେଇ ଜବତ କରିବାସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ।ଉଲ୍ଲେଖଯୋଗ୍ୟ ଯେ, କନ୍ଧମାଳ ଜିଲାରୁ ଗଞ୍ଜେଇ ଚୋରା…

ରାଇଘର : ମୌଳିକ ଅଧିକାରରୁ ବଞ୍ଚିତ ଚାରି ଖଣ୍ଡ ଗାଁ…

ଉମରକୋଟ /ରାଇଘର ( ୨୧/୦୨/୨୦୨୫) ଆମ ଦେଶର ସମ୍ବିଧାନରେ ପ୍ରତ୍ୟୋକ ମଣିଷର ଅଧିକାର ""ମୌଳିକ ଅଧିକାର"" ଭାବରେ ସ୍ଥିର ହୋଇଛି।ଅଧିକାର ହେଉଛି ଦାବି ସମୁହ ଯାହାକି ଜଣେ ବ୍ୟକ୍ତି ବଞ୍ଚିବା ଓ ଉନ୍ନତି କରିବା ପାଇଁ ନିହାତି ଦରକାର। ଛଟି ମୌଳିକ ଅଧିକାର ଭାରତର ସମ୍ବିଧାନରେ ନାଗରିକକୁ…

ଛତ୍ରପୁର ବକ୍ଲରେ ପ୍ରଥମ ଦିନରେ ଶାନ୍ତି ସୁରକ୍ଷାରେ ମେଟ୍ରିକ ପରିକ୍ଷା ଶେଷ…

ଛତ୍ରପୁର: ଚଳିତ ବର୍ଷ ମାଟ୍ରିକ ପରିକ୍ଷା ଶୁକ୍ରବାର ଦିନ ଠାରୁ ଆରମ୍ଭ ହୋଇଛି । ଶାନ୍ତିଶୃଙ୍ଖଳା ସହ ପ୍ରଥମ ଦିବସ ଶେଷ ହୋଇଛି । ଏଥିପାଇଁ ବୋର୍ଡ ଓ ସ୍ଥାନୀୟ ପ୍ରଶାସନ ସବୁ ପ୍ରକାର ବ୍ୟବସ୍ଥା କରିଛି । ଛତ୍ରପୁର ବ୍ଲକ ଶିକ୍ଷାଧିକାରୀ ଅଧିନରେ ୧୧ଟି ସ୍କୁଲରେ ୧୧ଟି କେନ୍ଦ୍ରରେ ପରିକ୍ଷା ଅନୁ…

ଜିଲ୍ଲା ସଂସ୍କୃତି ପରିଷଦ, ଗଞ୍ଜାମର ସାଧାରଣ ପରିଷଦ ବୈଠକ କଳାକାର ମାନଙ୍କ ପାରିଶ୍ରମିକ ବୃଦ୍ଧି…

ଛତ୍ରପୁର :ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ନିର୍ଦ୍ଦେଶ କ୍ରମେ ନବଗଠିତ ଜିଲ୍ଲା ସଂସ୍କୃତି ପରିଷଦର ସାଧାରଣ ପରିଷଦ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇ ଯାଇଛି । ଅତିରିକ୍ତ ଜିଲ୍ଲାପାଳ ଦେବଦତ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାରଅଯ୍ୟାଳୟ ପରିସରରେ ଅନୁଷ୍ଠିତ ବୈଠକରେ…