୮ ମାସରେ ୧୮ ହଜାର ମହିଳା ବିରୋଧୀ ଅପରାଧ, ବଢିଛି ଧର୍ତ୍ତବ୍ୟ ଅପରାଧ ହାର

ଭୁବନେଶ୍ବର: ରାଜ୍ୟରେ କମୁନି ମହିଳା ବିରୋଧୀ ଅପରାଧ । ଦିନକୁ ଦିନ ମହିଳା ବିରୋଧୀ ଶୋଷଣ ବଢିଚାଲିଥିବା ବେଳେ ଏନେଇ ଆଜି ଗୃହରେ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଗତ ୮ ମାସରେ ୧୮ ହଜାର ୧ ମହିଳା ବିରୋଧୀ ଅପରାଧ ମାମଲା ରୁଜୁ ହୋଇଥିବା ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । …

ୟୁକ୍ରେନକୁ ୧ ଲକ୍ଷ ସୈନିକ ଦେବ ୟୁରୋପ!

କିଭ୍: ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ ବର୍ଷ ବର୍ଷ ଧରି ଚାଲିଥିବା ଯୁଦ୍ଧକୁ ବନ୍ଦ କରିବା ପାଇଁ ଚୀନ୍‌ର ପ୍ରୟାସ ସାମ୍ପ୍ରତିକ ସମୟରେ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ସାଉଦି ଆରବରେ ଏହି ପ୍ରସଙ୍ଗରେ ରୁଷିଆ ଏବଂ ଆମେରିକା ମଧ୍ୟରେ ଆଲୋଚନା ହେବ ବୋଲି ନିଷ୍ପତ୍ତି ନିଆଯାଇଛି। ଏସବୁ ମଧ୍ୟରେ,…

ବାଲିଅନ୍ତାରେ ଆପାର୍ଟମେଣ୍ଟ ଲୁଟେରାର ଏନକାଉଣ୍ଟର କଲା ପୋଲିସ, ଏମ୍ସରେ ଭର୍ତ୍ତି

ଭୁବନେଶ୍ବର: କମିଶନରେଟ ପୋଲିସକୁ ଆଉ ଏକ ସଫଳତା। ରାଜଧାନୀରେ ପୋଲିସର ଏନକାଉଣ୍ଟର। ଏହା ସହିତ ଏକ ଆପାର୍ଟମେଣ୍ଟ ଲୁଟେରାକୁ କାବୁ କରିବାରେ ସଫଳ ହୋଇଛି ପୋଲିସ। ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତା କେନାଲ ବନ୍ଧରେ ଏନକାଉଣ୍ଟର ହୋଇଛି। ରାଜ୍ୟ ବାହାରର ଲୁଟେରାକୁ ଏନକାଉଣ୍ଟର କରିଛି ପୋଲିସ।…

ମୋ ବସ୍‌ ଦୁର୍ଘଟଣା: ଝିଅ ପରେ ମାଆର ମୃତ୍ୟୁ

ଭୁବନେଶ୍ବର: ପାତ୍ରପଡ଼ା ମୋ ବସ୍ ଦୁର୍ଘଟଣାରେ ଆଉ ଜଣଙ୍କ ମୃତ୍ୟୁ । ଝିଅ ପରେ ମୋ ବସ୍ ଦୁର୍ଘଟଣାରେ ଗୁରୁତର ମହିଳାଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି। ମୋ ବସ୍‌ ଦୁର୍ଘଟଣାରେ ଗୁରୁତର ମହିଳାଙ୍କ ଆଜି ମୃତ୍ୟୁ ଘଟିଛି। ଏମ୍‌ସରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ…

ଦାବୀ ପୂରଣ ନ ହେଲେ ବିଧାନସଭା ଘେରାଉ କରାଯିବ : ଓଡିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି ଗଞ୍ଜାମ…

ଛତ୍ରପୁର : ବିଭିନ୍ନ ଦାବି ନେଇ ଓଡିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି ଗଞ୍ଜାମ ଜିଲ୍ଲା ପକ୍ଷରୁ ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଲିଖିତ ଦାବିପତ୍ର ପ୍ରଦାନ କରାଯାଇଛି । ଗଞ୍ଜାମ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ସୁଧାଂଶୁ କୁମାର ଭୋଇଙ୍କୁ…

ଜନହିତରେ ଭଞ୍ଜନଗର ଉପ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ମିଳିତ ଅଭିଯୋଗ ଶୁଣାଣୀ…

ଭଞ୍ଜନଗର, ତା-17/2/2025 ଭଞ୍ଜନଗରରେ ଜିଲ୍ଲା ସ୍ତରୀୟ ଦିବ୍ୟାଙ୍ଗ ଓ ସାଧାରଣ ଜନତାଙ୍କ ଜନ ସମାଧାନ ଅନୁଷ୍ଠିତ ହୋଇଯାଇଛି ।ଗଞ୍ଜାମ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରମୋଦ କୁମାର ପୃଷ୍ଟି,,ଭଞ୍ଜନଗର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରୀ ରଞ୍ଜନ କୁମାର ଦେ ,ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ…

ନୟାଗଡ : ରାସନକାର୍ଡ ଫେରାଇବାକୁ ନୋଟିସ…

ନୟାଗଡ଼: ରାସନକାର୍ଡ ଫେରାଇବେ ସରକାରୀ ଚାକିରିଆ, ଧନୀକବ୍ୟକ୍ତି,ଏବଂ ଚାରି ଚକିଆ ଗାଡିମାଲିକ । ସରକାରଙ୍କ ନିଷ୍ପତି ପରେ ଜିଲ୍ଲା ଯୋଗାଣ ବିଭାଗ ଏଗୁଡ଼ିକର ଅନୁସନ୍ଧାନ କରି ଯାଞ୍ଚ କରୁଛି ।ବିଭିନ୍ନ ବ୍ଲକର ଇନକମ୍ ଟ୍ୟାକ୍ସ ପ୍ରଦାନ କରୁଥିବା ବ୍ୟକ୍ତିଙ୍କୁ କାର୍ଡ ଫେରସ୍ତ ପାଇଁ ନୋଟିସ…

କୋଲକାତା- କାମାକ୍ଷୀ ଦର୍ଶନରେ ଗଲେ ମାଲକାନଗିରି ଜିଲ୍ଲାର ୭୧ ଜଣ ବରିଷ୍ଠ ନାଗରିକ…

ମାଲକାନଗିରି, ୧୮/୨/୨୫ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନାରେ ମାଲକାନଗିରି ଜିଲ୍ଲାରୁ ୭୧ ଜଣ ରାୟଗଡ଼ା ଅଭିମୁଖେ ଆଜି ଯାତ୍ରା କରିଛନ୍ତି। ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାନ ସ୍ଥାନୀୟ ସ୍ପୋର୍ଟସ କମ୍ପ୍ଲେକ୍ସରୁ…

ଆସିକା ଅପରାଧତତ୍ତ୍ୱ ମାନଙ୍କ ହାତରେ ଟେଣ୍ଡେର ପ୍ରକ୍ରିୟା ର ଡୋରି…..!

ଟେଣ୍ଡର ଫିକ୍ସ ପାଇଁ ଖୁଲାମ ଖୁଲା ବୈଠକ ପ୍ରଶାସନ ନିରବଦ୍ରଷ୍ଟା ….!ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ଅଞ୍ଚଳ ରେ ଟେଣ୍ଡେର ଫିକ୍ସ ପାଇଁ ବୈଠକ ପରେ ବୈଠକ ହେଉଥିବା ନେଇ ନିସର୍ତ୍ତ ରେ ସର୍ବ ପ୍ରଥମେ ଖବର ପ୍ରକାଶ ହୋଇଥିଲା। ଗତ କାଲି ମଧ୍ୟ ଗ୍ରାମ୍ୟ ଉନ୍ନ ୟନ, ଜଳସେଚନ, କ୍ଷୁଦ୍ର…