ଆସିକା ଉପଖଣ୍ଡ ପୋଲିସ ଅଧିକାରୀ ଭାବେ ସନ୍ତୋଷ ଜେନାଙ୍କ ଦାୟିତ୍ୱ ଗ୍ରହଣ…

ମାଫିଆ ମାନଙ୍କ ମଧ୍ୟରେ କୋକୁଆ ଭୟ…

add-all


ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଅତି ସମ୍ଭେଧନ ସହର ରୂପେ ପରିଚିତ ଆସିକା। ଆସିକା ଉପଖଣ୍ଡ ଆରକ୍ଷୀ ଅଧିକାରୀ ଭାବେ ଜଣେ ଦକ୍ଷ ପୋଲିସ ଅଫିସର ସନ୍ତୋଷ ଜେନା ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ଆସିକାରେ ସେ ଥାନା ଅଧିକାରୀ ଭାବେ କାର୍ଯ୍ୟ ତୁଲାଇଛନ୍ତି। ସେ ଜଣେ ଏନ କାଉଣ୍ଟେର ସ୍ପେସେଲିଷ୍ଟ ଭାବେ ଜଣା ଶୁଣା ଆସିକା ଅଞ୍ଚଳ ରେ ଦୀର୍ଘ ଦିନ ହେଲା ଚୋରା ମଦ, ବାଲି କାରବାର ବୃଦ୍ଧି ହେବା ସାଙ୍ଗକୁ ମାଫିଆ ରାଜ ଚାଲିଥିବା ବେଳେ ସନ୍ତୋଷ ଜେନାଙ୍କ କାର୍ଯ୍ୟରେ ଯୋଗଦାନ ପରେ ମାଫିଆ ମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି କରିଛି। ଆସିକା ଏସ.ଡି.ପିଓ ଭାବେ ସନ୍ତୋଷ ଜେନା ଦାୟିତ୍ୱ ଗ୍ରହଣ ପରେ ଆସିକା ରେ ଟ୍ରାଫିକ ସମସ୍ୟା ଦାଦା ବଟି ସାଙ୍ଗକୁ ଆଇନ ଶୃଙ୍ଖଳା ପରିସ୍ଥିତି ସୁଧୀରିବ ବୋଲି ସହର ରେ ଚର୍ଚ୍ଚାର ବିଷୟ ହୋଇଛି।

ad-week
Leave A Reply

Your email address will not be published.