ସ୍ତ୍ରୀ କୁ ପିଟିପିଟି ହତ୍ୟା କଲା ସ୍ୱାମୀ…
ନୟାଗଡ଼: ନୟାଗଡ଼ ଜିଲ୍ଲାର ଶରଣକୁଳ ଥାନା ବଡ଼ଗୋରଡ଼ା ଗ୍ରାମର ତ୍ରିନାଥ ପରିଡାଙ୍କ ପୁଅ ତୋଫାନ ପରିଡ଼ା ନିଜ ସ୍ତ୍ରୀ ରଞ୍ଜିତା ଙ୍କୁ ପିଟିପିଟି ହତ୍ୟା କରିଛନ୍ତି । ହତ୍ୟା କରି ତୋଫାନ ପରିଡ଼ା ଫେରାର ଅଛନ୍ତି। ସୂଚନା ଅନୁଯାୟୀ ସ୍ୱାମୀ ତୋଫାନ ଏବଂ ସ୍ତ୍ରୀ ରଞ୍ଜିତା ଙ୍କ ମଧ୍ୟରେ ସବୁବେଳେ!-->…