ଆରଟିଓ ରେ ଆସିବ ସ୍ବଚ୍ଛତା ହେବ ଅତ୍ୟାଧୁନିକ ଜ୍ଞାନକୌଶଳରେ ଗାଡ଼ି ଫିଟନେସ ଯାଞ୍ଚ…
ନୟାଗଡ଼: ପରିବହନ ବିଭାଗରେ ଆସିବ ଅନେକ ସଂସ୍କାର ହେବ ଅନେକ ଯୋଜନା । ବିଶେଷ କରି ଡ୍ରାଇଭିଂ ଲାଇସେନ୍ସ, ଗାଡ଼ିର ଫିଟନେସ ଯାଞ୍ଚ ରିପୋର୍ଟ ପ୍ରଦାନରେ ହେଉଥିବା ପରୀକ୍ଷାରେ ବ୍ୟାପକ ଲାଞ୍ଚ କାରବାର ହେଉଛି । ଡ୍ରାଇଭିଂ ଲାଇସେନ୍ସ ପରୀକ୍ଷାରେ ହେଉଥିବା ଜାଲିଆତି ରୋକିବାକୁ ନୟାଗଡ଼ରେ!-->…