ହିଞ୍ଜିଳି ରେ ନବଦୟ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ଦେଲେ ୨୬୭ ବିଦ୍ୟାର୍ଥୀ …

add-all

ହିଞ୍ଜିଳିକାଟୁ ୧୮!୧ ହିଞ୍ଜିଳିକାଟୁ ସରକାରୀ ବୃନ୍ଦାବନ ବିଦ୍ୟାଳୟ ରେ ଶନିବାର ନବଦୟ ବିଦ୍ୟାଳୟ ନିମନ୍ତେ ପ୍ରବେଶିକା ପରୀକ୍ଷା ଦେଇଛନ୍ତି ୨୬୭ଜଣ ବିଦ୍ୟାର୍ଥୀ ।୨୮୧ ଜଣ ଛାତ୍ରଛାତ୍ରୀ ଆବେଦନ କରିଥିଲେ ସେଥୁରୁ ୧୪ଜଣ ଅନୁପସ୍ଥିତି ରହିଥିବା ବେଳେ ୨୬୭ ଜଣ ଛାତ୍ରଛାତ୍ରୀ ଦେଇଛନ୍ତି ପରିକ୍ଷା। ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶାନ୍ତିଲତା ମୁନୀ ସୁପରିଟେଣ୍ଡେଣ୍ଟ ରହିଥିବା ବେଳେ ଅବଜର୍ଭର ଭାବେ ବ୍ଳକ ସହାୟକ ଗୋଷ୍ଠୀ ଶିକ୍ଷାଧିକାରୀ ବାଳକୃଷ୍ଣ ପାତ୍ର ରହିଥିଲେ । ସିଆରସିସି ଅଖିଳ କୁମାର ପଣ୍ଡା କହିଛନ୍ତି ଯେ, ସକାଳ ନିର୍ଦ୍ଧରିତ ସମୟରେ ପରୀକ୍ଷା ପାଇଁ ପ୍ରବେଶ ଅନୁମତି ଦିଆଯାଇଥିଲା । ହିଞ୍ଜିଳିକାଟୁ ବ୍ଲକର ମୋଟ ୨୬୭ ପରୀକ୍ଷାର୍ଥୀମାନଙ୍କୁ ୧୨ ଗୋଟି କକ୍ଷରେ ପରୀକ୍ଷା ଦେବା ପାଇଁ ଆୟୋଜନ କରାଯାଇଛି ।

ad-week
Leave A Reply

Your email address will not be published.