ଗଞ୍ଜାମରୁ ଚାଷୀର ରଣ ହୁଙ୍କାର : ନୃସିଂହ ନାଥ କୃଷକ ସଂଗଠନର ନ୍ୟାଜ୍ୟ ଦାବି ନେଇ ବୈଠକ
ବେଲଗୁଣ୍ଠା : ଅଦିନିଆ ବର୍ଷା ଚାଷୀର ଜନଜୀବନ ଅସ୍ତବ୍ୟସ୍ତ କରିଦେଇଥିବା ବେଳେ ଏଯାବତ ସରକାର ପଦକ୍ଷେପ ନନେବା ଦୁର୍ଭାଗ୍ୟଜନକ, ଆଠ ଦିନ ଭିତରେ ସରକାର ଯଦି କୃଷକ ମାନଙ୍କୁ କ୍ଷତିପୂରଣ ନଦିଅନ୍ତି ତେବେ ହଜାର ହଜାର ଚାଷୀ ରାଜରାସ୍ତାକୁ ଓଲ୍ହେଇ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରିବ ବୋଲି!-->…