ନକଲି ମଦ ଚୋରା ଚାଲାଣ ବେଳେ ଅବକାରୀ ଗୁଇନ୍ଦା ବିଭାଗର ଚଢ଼ାଉ :୧ ଗିରଫ
ହିଞ୍ଜିଳିକାଟୁ ୪!୧ ନକଲି ମଦ ଚୋରା ଚାଲାଣର ନୂଆ ତରିକା । ଯାତ୍ରୀବାହୀ ବସ୍ରେ କୁରୁକୁରେ କାର୍ଟୁନ୍ ରେ ନକଲି ମଦ ନେଉଥିଲେ । ନକଲି ମଦ ଚାଲାଣ ବେଳେ ମାଡ଼ି ବସିଲା ଅବକାରୀ ଗୁଇନ୍ଦା ଵିଭାଗପୋଲିସ ।ଜଣଙ୍କୁ ଗିରଫ କରିବା ସହ ୧୭.୨୮୦ ଲିଟର ନକଲି ମଦ ଓ ଈ ସ୍କୁଟି ଜବତ କରିଛି ଗୁଇନ୍ଦା!-->…